Browsing Category

Breaking News

ଫ୍ୟାନ୍ସଙ୍କୁ ଦିୱାନା କଲା ସନ୍ନି ଲିୟୋନୀଙ୍କ ଦେଶୀ ଲୁକ୍, ସୋସିଆଲ ମିଡ଼ିଆରେ ଫୋଟ ଭାଇରାଲ

ମୁମ୍ବାଇ: ବି ଟାଉନରେ ଅନେକ ଚର୍ଚ୍ଚା ସାଉଁଟିଥିବା ଅଭିନେତ୍ରୀ ସନ୍ନି ଲିୟୋନୀ ସୋସିଆଲ ମିଡିଆରେ ପୁଣିଥରେ ନିଜ ଫ୍ୟାନ୍ସ ଙ୍କୁ ଦିୱାନା ବନାଇ ଦେଇଛନ୍ତି | ସବୁବେଳେ ବୋଲଡ ଲୁକରେ ନଜର ଆସୁଥିବା ସନ୍ନିଙ୍କୁ ସୋସିଆଲ…

ଭାରତର ବଡ଼ କମାଲ୍: ବ୍ରିଟେନକୁ ପଛରେ ପକାଇ ହେଲା ୫ମ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ: ଅର୍ଥବ୍ୟବସ୍ଥାକୁ ନେଇ ଭାରତକୁ ବଡ଼ ସଫଳତା । ବ୍ରିଟେନକୁ ପଛରେ ପକାଇ ଏବେ ଦୁନିଆର ୫ମ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ହୋଇଛି ଭାରତ । ବ୍ରିଟେନ୍ ଏବେ ଷଷ୍ଠ ସ୍ଥାନକୁ ଖସିଛି । ଗଣନା ଆମେରିକୀୟ ଡଲାର ଆଧାରରେ…

ଏକରତରଫା ପ୍ରେମର କରୁଣ ପରିଣତ: ଯୁବତୀଙ୍କ ଗଳାକାଟି ହତ୍ୟା କଲା ଯୁବକ

ରାୟଗଡ଼ା: ଏକରତରଫା ପ୍ରେମର କରୁଣ ପରିଣତି । ଏକତରଫା ପ୍ରେମରୁ ଯୁବତୀଙ୍କ ଗଳାକାଟି ହତ୍ୟା । ଖାଲି ସେତିକି ନୁହେଁ ଯୁବତୀଙ୍କୁ ହତ୍ୟା ପରେ ଅଭିଯୁକ୍ତ ଯୁବକର ମଧ୍ୟ ଆତ୍ମହତ୍ୟା ଉଦ୍ୟମ । ଏଭଳି ଏକ ଅଭାବନୀୟ ଘଟଣା…

(Video) ପରୀକ୍ଷା ଖାତାରେ ଉଡ଼ିଲା ‘ହଳଦୀ ବସନ୍ତ… ନାଲି ଛିଟ ଶାଢ଼ୀ’: ଭାଇରାଲ ହେଲା ଜଣେ ମେଧାବୀ ଛାତ୍ରଙ୍କର ଅଜବ ଧରଣର ଉତ୍ତର!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଦୂଷଣରୁ କିପରି ମୁକ୍ତି ହୋଇପାରିବ? ଏପରି ପ୍ରଶ୍ନ ଭୂଗୋଳ ପରୀକ୍ଷାରେ ଆସିଥିଲା । ତେବେ ଏହାର ଉତ୍ତରରେ ଛାତ୍ର ଜଣଙ୍କ ଲେଖିଥିଲେ ‘କଳ କାରଖାନାରୁ ବାହାରୁଥିବା ପାଣି ଏବଂ ପ୍ରଦୂଷିତ…

ଇନଷ୍ଟାଣ୍ଟ ଲୋନ୍ ମାମଲାରେ EDର କାର୍ଯ୍ୟାନୁଷ୍ଠାନ: Paytm, Razorpay, Cashfree ଉପରେ ରେଡ୍

ନୂଆଦିଲ୍ଳୀ: ଅନଲାଇନ ଋଣ ପ୍ରଦାନକାରୀ ସଂସ୍ଥା ଉପରେ ଇଡି ରେଡ୍ । ଅନଲାଇନ ପେମେଣ୍ଟ ଆପ୍ ରେଜରପେ, ପେଟିଏମ ଏବଂ କ୍ୟାଶଫ୍ରି ଉପରେ ଇଡିର ରେଡ୍ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚାଇନା ବ୍ୟକ୍ତିଙ୍କ ଦ୍ୱାରା …

ସାଉଥ ଫିଲ୍ମ ଦେଖି ହତ୍ୟାକାରୀ କରୁଥିଲା ମର୍ଡର, ଟାର୍ଗେଟରେ ସିକ୍ୟୁରିଟି ଗାର୍ଡ

ଭୋପାଳ: ଗୋଟିଏ ହତ୍ୟାକାରୀ କିନ୍ତୁ ଘଟାଇଥିଲା ୪ଟି ମର୍ଡର । ଟାର୍ଗେଟରେ ଥିଲେ ସିକ୍ୟୁରିଟି ଗାର୍ଡ । ମଧ୍ୟପ୍ରଦେଶ ସାଗରରେ ଲୋକଙ୍କ ନିଦ ହଜାଇ ଦେଇଥିବା ସିରିଏଲ କିଲର ଏବେ ପୋଲିସ କବ୍ଜାରେ। ଭୋପାଳର ଖଜୁରୀ ପୋଲିସ…

ବିଚାରପତିଙ୍କ ମୃତ୍ୟୁ ମାମଲାରେ ବଡ଼ ଟ୍ୱିଷ୍ଟ୍: ସାଙ୍ଘାତିକ ଅଭିଯୋଗ କଲେ ପରିବାର ଲୋକ

କଟକ (ଓଡ଼ିଶା ଭାସ୍କର): କଟକ ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀ ମୃତ୍ୟୁ ମାମଲାରେ ଆସିଛି ବଡ଼ ଟ୍ୱିଷ୍ଟ୍ । ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୁବାସଙ୍କ ମା,…

ଇତିହାସ ସୃଷ୍ଟି କଲା ଜିମ୍ବାୱେ, ପ୍ରଥମ ଥର ପାଇଁ ନିଜ ମାଟିରେ ଅଷ୍ଟ୍ରେଲିଆକୁ ଧୁଳି ଚଟାଇଲା

ନୂଆଦିଲ୍ଲୀ: ଜିମ୍ବାୱେ କ୍ରିକେଟ୍ ପାଇଁ ଆଜି ଏକ ଐତିହାସିକ ଦିନ। ରେଜିସ୍ ଚକବାବାଙ୍କ ନେତୃତ୍ୱରେ ଜିମ୍ବାୱେ ଦଳ ନିଜ ମାଟିରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ଶେଷ…

ଓଡ଼ିଶାରେ ହେବ କି ବାତ୍ୟା ? ଜାଣନ୍ତୁ କ’ଣ କହିଲେ ପାଣିପାଗ ବିଶେଷଜ୍ଞ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବାତ୍ୟାକୁ ନେଇ ଅନେକ ଖବର ପ୍ରସାରିତ ହେବା ପରେ ଲୋକଙ୍କ ମନରେ ଭୟ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବାତ୍ୟାକୁ ନେଇ ବଡ଼ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ…

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢି ପାରନ୍ତି ରାହୁଲ ଗାନ୍ଧୀ, ମନାଇବା ପାଇଁ ସବୁ ଶକ୍ତି ଖଟାଇବେ ଦଳୀୟ ନେତା

ବେଙ୍ଗାଲୁରୁ: ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ନିଜର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତ। ହେଲେ ଏହା ପୂର୍ବରୁ ଦଳକୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡୁଛି। କେଉଁ ନେତାଙ୍କୁ ଦଳ…