Browsing Category
Breaking News
ଆମେରିକୀୟ ଡଲାର ତୁଳନାରେ ସର୍ବନିମ୍ନ ସ୍ତରରେ ଟଙ୍କା, ୩୧ ପଇସା ହ୍ରାସ ପାଇ ୮୦.୧୫ ରେ ପହଞ୍ଚିଲା
ମୁମ୍ବାଇଲ: ଆମେରିକୀୟ ଦଳର ତୁଳନାରେ ପୁଣି ଦୁର୍ବଳ ହୋଇଛି ଟଙ୍କା। ଏଥର କେବଳ ଦୁର୍ବଳ ହୋଇନି, ସର୍ବକାଳୀନ ରେକର୍ଡ ମଧ୍ୟ ଭାଙ୍ଗିଛି। ସୋମବାର ଦିନ ଆମେରିକୀୟ ଡଲାରରେ ତୁଳନାରେ ଭାରତୀୟ ଟଙ୍କା ୮୦ ମାର୍କକୁ ଅତିକ୍ରମ…
ପାରିବାରିକ ସମ୍ବନ୍ଧ ଘରୋଇ, ଲିଭ-ଇନ୍ ବା ସମଲିଙ୍ଗୀ ସମ୍ପର୍କ ବି ହୋଇପାରେ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ପାରିବାରିକ ସମ୍ବନ୍ଧ ଘରୋଇ, ଅବିବାହିତ ସହଜୀବନ କିମ୍ବା ସମଲିଙ୍ଗୀ ସମ୍ପର୍କ ଆକରରେ ହୋଇପାରେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହା ସହ କୋର୍ଟ ଉଲ୍ଲେଖ କରିଛନ୍ତି ଯେ, ଏକ ୟୁନିଟ୍ ଭାବରେ ପରିବାରର…
ନବଜାତ ଶିଶୁ କନ୍ୟାର ମୃତଦେହ ନଦୀରେ ଫିଙ୍ଗିଦେଲ ବାପା ମା
ଅନୁଗୁଳ: ନବଜାତ ଶିଶୁ କନ୍ୟାର ମୃତଦେହ ନଦୀରେ ଫିଙ୍ଗିଦେଲ ବାପା ମା। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ରାଇପାଳ ଗ୍ରାମ ନିକଟଦେଇ ବହି ଯାଇଥିବା ଆଉଁଳି ନଦୀରୁ ଏକ ନବଜାତ ଶିଶୁ କନ୍ୟାର…
ମହିଳା SIଙ୍କ ମୃତ୍ୟୁ ମାମଲା: ଜି.ଉଦୟଗିରି ଥାନା ଆଇଆଇସିଙ୍କୁ ବଦଳି
ଗଜପତି(ଓଡ଼ିଶା ଭାସ୍କର): ଜି.ଉଦୟଗିରି ଥାନା ମହିଳା ଏସଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ ଆରମ୍ଭ ହୋଇଛି ଉତ୍ତେଜନା । ମୃତ ମହିଳା ଏସଆଇଙ୍କ ଘର ଖୋର୍ଦ୍ଧା ଜିଲ୍ଲା ନିରାକାରପୁରର ନିକିରାଇରେ ହୋଇଥିବା ଜଣାପଡିଛି ।…
ଚାଲିଛି OTET ପରୀକ୍ଷା: ବାହାରେ ଘୂରି ବୁଲୁଛି ପ୍ରଶ୍ନର ଉତ୍ତର ସିଟ୍!
ମାଲକାନଗିରି(ଓଡ଼ିଶା ଭାସ୍କର): ମାଲକାନଗିରିରେ ଓଟିଇଟି ପ୍ରଶ୍ନର ଉତ୍ତରସିଟ୍ ଭାଇରାଲ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସଂକ୍ଷିପ୍ତ ପ୍ରଶ୍ନ ସୂଚକ ୩ ସେଟର ଉତ୍ତର ସିଟ୍ ଭାଇରାଲ ହୋଇଥିବା ଜଣାପଡ଼ିଛି । କିନ୍ତୁ…
ଶେଷ ୧୦ ଦିନ ପରେ କାହିଁକି ହୋଇଥାଏ ଗଣେଶ ବିସର୍ଜନ ? ମହାଭାରତ ସହ ଜଡ଼ିତ ଏହାର ବିଚିତ୍ର କାରଣ
ନୂଆଦିଲ୍ଲୀ: ଆଉ ୨ ଦିନ ପରେ ଗଣେଶ ପୂଜା, ଯାହାକୁ ନେଇ ମଣ୍ଡପଗୁଡ଼ିକରେ ଚାଲିଛି ସାଜସଜ୍ଜା । ଏହାର ୧୦ ଦିନ ପରେ ଅନନ୍ତ ଚତୁର୍ଦ୍ଦଶୀ ଦିନ ଗଣେଶଙ୍କର ବିସର୍ଜନ ହେବ । ଅବଶ୍ୟ ଅନେକ ସ୍ଥାନରେ ଦେଢ଼ ଦିନ କି ୫ ଦିନ ପରେ…
ଜାତୀୟ ରାଜପଥ କଡରେ ବାଲି ଡିପୋ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀଲେ ଯୁବକ
ବୌଦ୍ଧ(ପୁରୁଣାକଟକ): ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ସଦା ସର୍ବଦା ଦୁର୍ଘଟଣା ପାଇଁ ଚର୍ଚା ରେ ରହିଥାଏ। ସହ ସହ ଗାଡି ମୋଟର ଏହି ବାଟ ଦେଇ ଯାଇଥାଏ ଏବଂ ଅନେକାଂଶ ରେ ବିଭିନ୍ନ ଦୁର୍ଘଟଣା ମଧ୍ଯ ଘଟେ ଯେଉଁଥିପାଇଁ ଲୋକ…
Video: ରାଜରାସ୍ତାରେ ମହିଳାଙ୍କ ବେକରୁ ଚେନ୍ ଲୁଟର ଲାଇଭ୍ ଭିଜୁଆଲ, CCTVରେ କଏଦ୍ ହେଲା ଭିଡିଓ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କିଛି ଦିନର ବ୍ୟବଧାନ ପରେ ପୁଣି ପେରିଛି ଚେନ୍ ଚୋରଙ୍କ ଛନକା। ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ଼ ଛକ ଉପରେ ଜଣେ ମହିଳାଙ୍କଠୁ ଦୁଇ ଟୁଟେରା ସ୍ପିଡ୍ ବାଇକ୍ରେ ଆସି ଝାମ୍ପି…
ଜନ ଧନ ଆକାଉଣ୍ଟରୁ ଯେକୌଣସି ମୁହୂର୍ତ୍ତରେ କାଢ଼ିପାରିବେ ୧୦ ହଜାର: ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା ?
ନୂଆଦିଲ୍ଲୀ: ୨୦୧୪ ମସିହାରେ ମୋଦୀ ସରକାର ଦେଶବାସୀଙ୍କୁ ବ୍ୟାଙ୍କ ସହିତ ଯୋଡିବା ପାଇଁ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୟାଇ) ଆରମ୍ଭ କରିଥିଲେ । ଏହି ଯୋଜନା ଅନୁସାରେ, ଯେକେହି ନିଜ ବ୍ୟାଙ୍କ ଆକାଉଣ୍ଟ ଜିରୋ…
ମଙ୍କୀପକ୍ସ ରୋଗୀଙ୍କଠାରେ ଦେଖାଗଲା ନୂଆ ଲକ୍ଷଣ: ସୁସ୍ଥ ହେବା ପରେ ମଧ୍ୟ ଦେଖାଯାଉଛି ଏହି ସମସ୍ୟ
ନୂଆଦିଲ୍ଲୀ: ମଙ୍କୀପକ୍ସ ସଂକ୍ରମିତ ସାବଧାନ। କାରଣ ଏବେ ସଂକ୍ରମିତମାନେ ସୁସ୍ଥ ହେବା ପରେ ମଧ୍ୟ ସେମାନଙ୍କଠାରେ ଦେଖାଯାଉଛି ବିଭିନ୍ନ ପ୍ରକାର ସମସ୍ୟା। ମଙ୍କୀପକ୍ସର ପ୍ରାଥମିକ ଲକ୍ଷଣକୁ ନେଇ ବିଶେଷଜ୍ଞମାନେ ଆଶ୍ୱସ୍ତ…