Browsing Category
Breaking News
ଏମ୍ସରେ ପୁଣି ଭର୍ତ୍ତି ହେଲେ ଧାମନଗର ବିଧାୟକ ବିଷ୍ଣୁ ସେଠୀ: ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ…
ଭଦ୍ରକ: ଧାମନଗର ବିଧାୟକ ବିଷ୍ଣୁ ସେଠୀ ଅସୁସ୍ଥ ହୋଇ ଆଜି ଭୁବନେଶ୍ବର ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଗତ କିଛିଦିନ ତଳେ ବିରୋଧୀ ଦଳ ଉପନେତା ସେଠୀଙ୍କର ମଧୁମେହ, ରକ୍ତଚାପ ହଠାତ ବଢ଼ିଯିବାରୁ ସେ ଏମ୍ସରେ ଚିକିତ୍ସିତ…
ବହୁ ଚର୍ଚ୍ଚିତ ଲିଜା ଡାକୁଆ ହତ୍ୟା ଘଟଣାର ପର୍ଦ୍ଦାଫାସ: ଫେରାର ଥିବା ହତ୍ୟାକାରୀ ଅହିମ ଖାନ ଗିରଫ
ଟିଟିଲାଗଡ଼, (ଭାସ୍କର ନ୍ୟୁଜ୍): ତ୍ରୀ-କୋଣୀୟ ପ୍ରେମ ସମ୍ପର୍କକୁ ନେଇ ଘଟିଯାଇଥିଲା ଏକ ଜଘନ୍ୟ ହତ୍ୟା କାଣ୍ଡ । ଜଣେ ବିବାହିତ ମହିଳାଙ୍କ ସହ ଦୁଇ ଜଣ ଯୁବକ ପ୍ରେମ କରୁଥିବା ବେଳେ ଉଭୟେ ଉକ୍ତ ମହିଳା ସହ ଶାରୀରିକ…
ପୃଥିବୀ ଶେଷ ହେବାର ମିଳୁଛି କି ସଂକେତ ! ସିଂହଦ୍ୱାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭରେ ଫାଟ
ପୁରୀ (ଓଡ଼ିଶା ଭାସ୍କର) : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭରେ ଫାଟ ଦେଖାଯିବା ପରେ ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଉଦ୍ବେଗ ପ୍ରକାଶ ପାଇଛି । କଳାମୁଗୁନି ପଥରରେ ନିର୍ମିତ ଅରୁଣ ସ୍ତମ୍ଭରେ…
ଲଜ୍ରେ ଚାଲିଥିଲା ସେକ୍ସ୍ ରାକେଟ, ଚଢ଼ଉ ବେଳେ ୨ ରୂପଜୀବୀ ଉଦ୍ଧାର: ଲଜ୍ ମାଲିକ ସହ ୨ ଗିରଫ
ଗୁଣପୁର, (ଭାସ୍କର ନ୍ୟୁଜ୍): ରାୟଗଡା ଜିଲ୍ଲା ଗୁଣୁୁପୁର ସହରର ଦୁଇ ଲଜ୍ରେ ଦୀର୍ଘ ଦିନଧରି ଚାଲିଥିଲା ସେକ୍ସ ରାକେଟ୍କୁ ପୋଲିସ ଠାବ କରିଛି । ଘଟଣାରେ ଦୁଇ ଲଜ୍ରେ ମାଲିକଙ୍କ ସହ ୨ଗ୍ରାହକକୁ ପୋଲିସ ଗିରଫ କରିଛି ।…
ସେପ୍ଟେମ୍ବରରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ? ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଜାରି କଲା ଲିଷ୍ଟ
ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି କାମ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ସେପ୍ଟେମ୍ବରରେ ବ୍ୟାଙ୍କଗୁଡିକ ମୋଟ ୧୩ ଦିନ ପାଇଁ ବନ୍ଦ ହେବାକୁ ଯାଉଛି । ରିଜର୍ଭ…
ସୁପ୍ରିମକୋର୍ଟର ସ୍ଥଗିତାଦେଶକୁ ଫୁ’ : ସୀମା ସୁରକ୍ଷା ବିପଦରେ, ୧ଲକ୍ଷ ଟଙ୍କାରେ ୧ ବିଗା ଜମି ବିକ୍ରି କରୁଛନ୍ତି ଜମି ଦଲାଲ
ବାରମେର: ରାଜସ୍ଥାନର ବାର୍ମେର ବର୍ଡରରେ ସୀମା ସୁରକ୍ଷାକୁ ନେଇ ବିବାଦ ଘନେଇଛି । ଦେଶର ଅତ୍ୟନ୍ତ ସମ୍ବେଦନଶୀଳ ସୀମାନ୍ତ ଅଞ୍ଚଳରେ, ଯେଉଁ ଜମିରେ ସୁପ୍ରିମକୋର୍ଟରେ ଷ୍ଟେ’ ରହିଛି ସେଗୁଡିକୁ ଏବେ ଶାଗମାଛ ମୂଲ୍ୟରେ…
ନାସାର ସବୁଠାରୁ ଶକ୍ତିଶାଳୀ ରକେଟ୍ ଲଞ୍ଚ ପାଇଁ ପ୍ରସ୍ତୁତ, ଆଜି ମହାକାଶକୁ ଉଡ଼ିବ
ନୂଆଦିଲ୍ଲୀ: ନାସାର ଏକ ସ୍ୱତନ୍ତ୍ର ମିଶନ ଆର୍ଟେମିସ୍ ଅଗଷ୍ଟ ୨୯ ଅର୍ଥାତ ଆଜି ଚନ୍ଦ୍ର ଅଭିମୁଖେ ଯାତ୍ରା କରିବେ। ଏହା ଚନ୍ଦ୍ରର କକ୍ଷପଥରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ, ତା’ପରେ ଏହା ଫେରି ଆସିବ। ୧୯୭୨ ପରଠାରୁ ପ୍ରଥମ…
ଭତ୍ତାଧାରୀଙ୍କ ପାଇଁ ଖୁସି ଖବର: ରାଜ୍ୟ ସରକାର ବଢ଼ାଇବେ ଭତ୍ତା ପରିମାଣ, ମାସିକ ମିଳିବ ୭୫୦ ଟଙ୍କା
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ଜାତୀୟ ସାମାଜିକ ସୁରକ୍ଷା ଯୋଜନା ଓ ମଧୁବାବୁ ପେନସନ୍ ଯୋଜନାରେ ମାସିକ ଭତ୍ତା ପାଉଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ସେମାନଙ୍କ ମାସିକ ଭତ୍ତା ପରିମାଣ ବୃଦ୍ଧି…
ଶିକ୍ଷକ ହେବାକୁ ଚାହାଁନ୍ତି କି ? TGT ଓ PGT ପଦରେ ବାହାରିଲା ନିଯୁକ୍ତି, ଜାଣନ୍ତୁ କିପରି କରିବେ ଆବେଦନ
ଆନ୍ଧ୍ର ପ୍ରଦେଶର ବିଦ୍ୟାଳୟ ଶିକ୍ଷା ବିଭାଗ ବିଭିନ୍ନ ଶିକ୍ଷକ ପଦବୀରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଆଶାୟୀମାନେ AP DSP Teacher Recruitment 2022 ପାଇଁ ଅଫିସିଆଲ ୱେବସାଇଟ cse.ap.gov.inରେ…
କିଏ ହେବ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ: ସେପ୍ଟେମ୍ବର ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ, ଅକ୍ଟୋବର ୧୭ରେ ନିର୍ବାଚନ
ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବର ମାସରେ ହେବ କଂଗ୍ରେସ ସଭାପତି ନିର୍ବାଚନ । ଏନେଇ ରବିବାର ବସିଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏନେଇ ଦଳର ମୁଖପାତ୍ର ସୂଚନା ଦେଇଛନ୍ତି ।…