fbpx
Browsing Category

Breaking News

ଓଡ଼ିଶାର ପିଲାମାନଙ୍କ ପାଇଁ ସେକ୍ରେଟାରିଏଟରେ ବାହାରିଲା ଚାକିରି, ସୁଯୋଗ ହାତଛଡ଼ା କରନ୍ତୁ ନାହିଁ

ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ନିଯୁକ୍ତି ସୁଯୋଗ ଆସିଛି । ଗୃହ ବିଭାଗ ଅଧୀନରେ ଓଡ଼ିଶା ସେକ୍ରେଟାରିଏଟରେ ଅନେକ ସହକାରୀ ନିର୍ଦ୍ଦେଶକ (ଆଇନ) ପଦବୀ ଖାଲି ପଡ଼ିଛି । ଇଚ୍ଛୁକ…

ବାଳ ସୁଧାର ଗୃହରୁ ୬ ନାବାଳକ ଚମ୍ପଟ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ବାଳ ସୁଧାର ଗୃହରୁ ୬ ନାବାଳକ ଚମ୍ପଟ ମାରିଥିବା ଘଟଣା ସାମ୍ନାକୁ ଆସିଛି । ସୁଧାର ଗୃହର ଝରକା ରେଲିଂ ତାଡ଼ି ଭୋର ୪ଟାରୁ ଚମ୍ପଟ ମାରିଥିବା ଜଣାପଡିଛି । ନାବାଳକ ଚମ୍ପଟ ନେଇ…

୪୮ ଘଣ୍ଟା ପରେ ରାଜ୍ୟରେ ବଢ଼ିବ ଶୀତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋହଲା ପାଗ ଜାରି ରହିଛି । ୨ ଦିନ ଯାଏଁ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ୪୮ ଘଣ୍ଟା ପରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ତଳକୁ ଖସିବାର…

ପତ୍ନୀକୁ ତାଜମହଲ ଗିଫ୍ଟ କଲେ ସ୍ୱାମୀ! ତିଆରି ହେବାକୁ ଲାଗିଲା ୩ ବର୍ଷ; ଦେଖନ୍ତୁ ଫଟୋ

ବୁରହାନପୁର: ସ୍ୱାମୀ ନିଜର ସ୍ତ୍ରୀକୁ ଗିଫ୍ଟରେ ଡାଇମଣ୍ଡ ନେକଲେସ୍ ଠାରୁ ଆରମ୍ଭ କରି ଗାଡ଼ି, ଘର ପରି ଅନେକ ମୂଲ୍ୟବାନ ଜିନିଷ ଗିଫ୍ଟ କରିଥାଏ । ହେଲେ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ତାଜମହଲ ଗିଫ୍ଟ…

ଆସନ୍ତା ୨୫ରୁ ଆରମ୍ଭ ହେବ Amazonର Black Friday & Cyber Monday ସେଲ୍

ନୂଆଦିଲ୍ଲୀ: ପ୍ରତିଷ୍ଠିତ ଇ-କମର୍ସ କମ୍ପାନୀ ଆମାଜନ ଇଣ୍ଡିଆ ପକ୍ଷରୁ ବ୍ଲକ ଫ୍ରାଇଡେ ଓ ସାଇବର ମଣ୍ଡେ (ବିଏଫସିଏମ) ସେଲ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ୭୦ ହଜାରରୁ ଅଧିକ ରପ୍ତାନୀକାରୀ ସେମାନଙ୍କର ଲକ୍ଷ ଲକ୍ଷ…

ଟ୍ରାକ୍‌ରେ ପବଜୀ ଖେଳୁଥିବା ବେଳେ ଯୁବକଙ୍କୁ ଚାପିଦେଲା ଟ୍ରେନ ! ମୃତଦେହ ପାଖରେ ପଡିଥିଲା ପବଜୀ ଚାଲୁଥିବା ମୋବାଇଲ

ମଥୁରା : ମଥୁରା ଥାନା ଯମୁନାପାର ଥାନା ଅନ୍ତର୍ଗତ ମଥୁରା- କାଶଗଞ୍ଜ ରେଲୱେ ଟ୍ରାକରେ ଟ୍ରେନ ଚାପାରେ ଦୁଇ କିଶୋରଙ୍କ ମୃତ୍ୟୁ ହୋଇଛି । ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି…

ପଠାନକୋଟରେ ଥିବା ଭାରତୀୟ ଯବାନଙ୍କ କ୍ୟାମ୍ପ ଉପରେ ଗ୍ରେନେଡ୍ ଆକ୍ରମଣ, ହାଇଆଲର୍ଟ ଜାରି

ପଠାନକୋଟ୍: ଭାରତୀୟ ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନେଟ୍ ଆକ୍ରମଣ । ଯବାନ ମାନଙ୍କ କ୍ୟାମ୍ପ ଉପରକୁ ଏହି ଗ୍ରେନେଡ୍ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏମାନେ ଏକ ବିବାହର ପ୍ରୋସେସନ୍ ସମୟରେ ଗ୍ରେନେଡ୍ ଫୁଟାଇଛନ୍ତି…

ବଳଙ୍ଗା ଥାନା ବିସ୍ଫୋରଣକୁ ବିତିଲା ୨ ମାସ: ଏବେ ବି ଖୋଲା ଆକାଶ ତଳେ ଚାଲିଛି ଥାନା କାର୍ଯ୍ୟ, ବର୍ଷା ପାଣିରେ ନଷ୍ଟ ହେଉଛି କାଗଜପତ୍ର

ନିମାପଡ଼ା (ଭାସ୍କର ନ୍ୟୁଜ୍‌): ନିମାପଡ଼ା ବ୍ଲକ୍‌ ବଳଙ୍ଗା ଥାନା ବିସ୍ଫୋରଣ ଘଟଣା ୨ ମାସ ବିତି ଯାଇଥିଲେ ମଧ୍ୟ ଥାନା ଗୃହ ନିର୍ମାଣ ହୋଇ ନପାରିବାରୁ ଖୋଲା ଆକାଶ ତଳେ ଚାଲିଛି ଥାନା କାର୍ଯ୍ୟ । ଅଭିଯୋଗ କରିବାକୁ ଆସୁଥିବା…

ଖୁସିଖବର: କୋଭାକ୍ସିନ୍ ନେଇଥିବା ଲୋକଙ୍କ ପାଇଁ ଖୋଲିଲା ୟୁକେ ରାସ୍ତା, ରହିବାକୁ ପଡ଼ିବନି କ୍ୱାରେଣ୍ଟାଇନରେ

ନୂଆଦିଲ୍ଲୀ: ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନ୍ ନେଇଥିବା ଲୋକଙ୍କ ପାଇଁ ଆଶ୍ୱସ୍ତିର ଖବର । ଆଜିଠାରୁ କୋଭାକ୍ସିନ୍ ନେଇଥିବା ଲୋକଙ୍କ ପାଇଁ ବ୍ରିଟେନ୍ ରାସ୍ତା ଖୋଲିଯାଇଛି । କାରଣ ବ୍ରିଟେନ୍ କୋଭାକ୍ସିନ୍…

ଏଣିକି ଆଉ ଖସି ପାରିବେନି ବ୍ୟାଙ୍କ ଓ NBFC: RBI ଆଣିଲା ନୂଆ ଲୋକପାଳ ସ୍କିମ୍, ଜାଣନ୍ତୁ ଅଭିଯୋଗ କରିବାର ପ୍ରୋସେସ୍

ନୂଆଦିଲ୍ଲୀ: ଏଣିକି ଗ୍ରାହକମାନେ ବ୍ୟାଙ୍କ, ପେମେଣ୍ଟ ସର୍ଭିସ୍ ଅପରେଟର ଓ ଅଣବ୍ୟାଙ୍କିଙ୍ଗ ଫାଇନାନ୍ସିଆଲ କମ୍ପାନୀ (ଏନବିଏଫସି) ଭଳି ସଂସ୍ଥାଙ୍କ ବିରୋଧରେ ସହଜରେ ଅଭିଯୋଗ କରିପାରିବେ । ଏହି ବ୍ୟବସ୍ଥାକୁ ସୁଦୃଢ଼ କରିବା…