fbpx
Browsing Category

Breaking News

ତୈଳ ଦରବୃଦ୍ଧିକୁ ନେଇ ଚିନ୍ତା କରନ୍ତୁ ନାହିଁ: ଲିଟର ପିଛା ୬୦ ଟଙ୍କା ହେବ ଫୁଏଲ୍, ସରକାର ଲାଗୁ କରିବେ ସ୍ପେଶାଲ୍ ପ୍ଲାନ୍

ନୂଆଦିଲ୍ଲୀ: ଦେଶରେ ତୈଳ ଦରବୃଦ୍ଧିକୁ ନେଇ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଜାରି ରହିଥିବା ବେଳେ କେନ୍ଦ୍ର ସରକାର ଦିପାବଳୀ ଅବସରରେ ନୂଆ ଘୋଷଣା କରିଛନ୍ତି । ପେଟ୍ରୋଲରୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ…

ଟିଉସନ ସାରଙ୍କ ମାଡରେ ଛାତ୍ର ଗୁରୁତର

ସୋର(ଓଡିଶା ଭାସ୍କର): ବାଲେଶ୍ବର ଜିଲ୍ଲା ସୋର ବ୍ଲକ ବାଗୁଡ଼ିରେ ଦେଖିବାକୁ ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ଟିଉସନ ସାର ରାଗରେ ଆସି ବଳରାମ ନାୟକଙ୍କ ପୁତ୍ର ଉତ୍ତମ ନାୟକ(୧୫)ଙ୍କୁ ମାଡ଼ ମାରିଛନ୍ତି । ଯାହାଫଳରେ ଛାତ୍ର…

କେଦାରନାଥରେ ପହଞ୍ଚିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ଆଜି କେଦାରନାଥରେ ପହଞ୍ଚିଛନ୍ତି । ସେଠାରେ ସେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପହଞ୍ଚିଛନ୍ତି । ବାବା କେଦାରନାଥଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିବେ । ମନ୍ଦିର…

ଆଉ ହୋଇପାରିବ ନାହିଁ Password Hacking: ଆସନ୍ତା ୯ ତାରିଖରୁ Google ଓ YouTubeରେ ହେବାକୁ ଯାଉଛି ବଡ଼ଧରଣର ପରିବର୍ତ୍ତନ

ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରୁ ଗୁଗଲରେ ଏକ ବଡ଼ଧରଣର ପରବର୍ତ୍ତନ ଦେଖିବାକୁ ମିଳିବ । ଏହାଫଳରେ ୟୁଜର୍ସଙ୍କ ଆକାଉଣ୍ଟ ଅଧିକ ସୁରକ୍ଷିତ ରହିପାରିବ । ଆଲଫାବେଟ ଦ୍ୱାରା ପରିଚାଳିତ କମ୍ପାନୀ ଏହି ଅପଡେଟ କରିବା ଫଳରେ ଗୁଗଲ…

କମ୍ ଶୋଉଥିବା ଯୁବକ-ଯୁବତୀଙ୍କ ଠାରେ ଡିପ୍ରେସନ୍ ଆଶଙ୍କା ଅଧିକ, ମହିଳା ହେଉଛନ୍ତି ଅଧିକ ପ୍ରଭାବିତ: ଅଧ୍ୟୟନ

ନୂଆଦିଲ୍ଲୀ: ବର୍ତ୍ତମାନର ଜୀବନଶୈଳୀ ହେଉଛି ନିଦ ଆସିବାର ପ୍ରମୁଖ କାରଣ । ହେଲେ ଏହା ଉପରେ ଧ୍ୟାନ ଦେବା ନିହାତି ଜରୁରୀ । କାରଣ ଉଚିତ୍ ସମୟ ପର୍ଯ୍ୟନ୍ତ ନ ଶୋଇବା ଦ୍ୱାରା ଏହା ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ…

୫ମ ଥର କେଦାରନାଥ ଗସ୍ତରେ ମୋଦୀ, ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିିମା କରିବେ ଅନାବରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ୍ ଶୁକ୍ରବାର କେଦାରନାଥ ଧାମ ଯାଉଛନ୍ତି । ତେଣୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେଠାରେ ମୋଦୀ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମାକୁ…

ପାଣିରେ ବୁଡ଼ିଗଲା ୩୦ ବର୍ଷର ଯୁବକ, କ୍ୟାମେରାରେ କଏଦ ହେଲା ଦୃଶ୍ୟ; ଦେଖନ୍ତୁ ଭାଇରାଲ ଭିଡିଓ

ପିପିଲି କଣ୍ଟି ଅଞ୍ଚଳ ବାଲିଘାଟ ନିକଟରେ ପାଣିରେ ବୁଡ଼ିଗଲା ୩୦ ବର୍ଷର ଯୁବକ । କ୍ୟାମେରାରେ କଏଦ ହେଲା ଭିଡିଓ... https://www.youtube.com/watch?v=UOZcZgiwWIk

ଆସନ୍ତା ୭ରୁ ରାଜ୍ୟରେ ବଢ଼ିବ ଶୀତ, ସୂଚନା ଦେଲା ପାଣିପାଗ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ଖୁବଶୀଘ୍ର ଫେରିବ ଶୀତ । ଆସନ୍ତା ୭ ତାରିଖରୁ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହ ଶୀତର ପ୍ରକୋପ ବଢ଼ିବ । ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ…

ଏସିଏଫ୍ ସୌମ୍ୟ କେସରେ ସନ୍ଦେହରେ ଥିଲେ ଜଙ୍ଗଲ ମନ୍ତ୍ରୀ, ମମିତା କେସରେ ଗୃହ ମନ୍ତ୍ରୀ: ଦୁଃଖର କଥା କାହାକୁ ମିଳୁନି ନ୍ୟାୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଏକଦା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ସୌମ୍ୟଙ୍କ ପରିବାର ବର୍ଗ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ…

ବାଣ ଧୁଆଁ କାରଣରୁ ଫୁସଫୁସ୍ ଉପରେ ପଡ଼ିପାରେ ଗମ୍ଭୀର ପ୍ରଭାବ, ଜାଣନ୍ତୁ କିପରି ରହିବେ ସୁରକ୍ଷିତ

ନୂଆଦିଲ୍ଲୀ: ଦୀପ, ମହମବତୀ, ବାଣ ଏବଂ ମିଠା, ଏସବୁ ଦୀପାବଳୀ ପର୍ବକୁ ଖାସ୍ କରିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଏହି ଖୁସିର ସମୟରେ ସବୁ ଲୋକ ନିଜର ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ରଖିବା ଆବଶ୍ୟକ ।…