Browsing Category
Breaking News
ଚତୁର୍ଥ ଟି-୨୦ରେ ୱେଷ୍ଟଇଣ୍ଡିଜକୁ ୫୯ ରନରେ ହରାଇ ସିରିଜ୍ କବଜା କଲା ଭାରତ
ନୂଆଦିଲ୍ଲୀ: ଭାରତ ୱେଷ୍ଟଇଣ୍ଡିଜକୁ ଚତୁର୍ଥ ଟି-୨୦ ମ୍ୟାଚ୍ରେ ଏକତରଫା ୫୯ ରନ୍ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ୩-୧ରେ ଜିତି ନେଇଛି। ଅନ୍ୟପଟରେ ରୋହିତ ଶର୍ମା ନିୟମିତ…
ରାଜ୍ୟଗୋଷ୍ଠୀ କ୍ରୀଡା: ୯ମ ଦିନରେ କୁସ୍ତିରେ ସ୍ୱର୍ଣ୍ଣ ବର୍ଷା, ହକି-କ୍ରିକେଟ୍ ଫାଇନାଲରେ, ଜାଣନ୍ତୁ ପଦକ ସଂଖ୍ୟାରେ କେଉଁ ସ୍ଥାନରେ ଭାରତ
ନୂଆଦିଲ୍ଲୀ: କମନୱେଲଥ ଗେମ୍ସ ୨୦୨୨ ର ୯ ତମ ଦିନ ଭାରତୀୟ ଆଥଲେଟ୍ମାନଙ୍କ ନାମରେ ରହିଛି। ଶନିବାର ଦିନ ୪ ଟି ସ୍ୱର୍ଣ୍ଣ, ୩ ଟି ରୌପ୍ୟ ଏବଂ ୭ ଟି ବ୍ରୋଞ୍ଜ ପଦକ ସହିତ ଭାରତ ମୋଟ ୧୪ ଟି ପଦକ ଜିତିଛି। ଏହା ଭାରତର ଗୋଟିଏ…
ଆଜି ନିତି ଆୟୋଗ ବୈଠକରେ ଯୋଗ ଦେବେ ନବୀନ, ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବି କରିବେ
ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱ ଓ ଅବଦାନ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ୩ ଦିନିଆ ଦିଲ୍ଲୀଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ…
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୧୦ ତାରିଖ ଯାଏଁ ତାଣ୍ଡବ ଜାରି ରଖିବ ବର୍ଷା: ଆଜି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ…
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ରାଜ୍ୟରେ ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ ବର୍ଷାର ତାଣ୍ଡବ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେବା ପରେ ଲୋକମାନେ ଛାନିଆ ହୋଇପଡ଼ିଛନ୍ତି । ଏପରିକି ଓଡ଼ିଶାର କେତେକ ଅଞ୍ଚଳରେ…
ସରକାରୀ ଚାକିରି ବୟସ ସୀମା ୩୨ରୁ ୩୮କୁ ବଢ଼ିଲା, ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାକିରି ଅନ୍ୱେଷଣରେ ଥିବା ରାଜ୍ୟର ହଜାର ହଜାର ଆଶାୟୀଙ୍କ ପାଇଁ ଖୁସି ଖବର । ୨୦୨୧-୨୦୨୩ ବର୍ଷ ପାଇଁ ସରକାରୀ ଚାକିରି ବୟସ ସୀମା ୩୮ ବର୍ଷକୁ ବୃଦ୍ଧି କରାଯାଇଛି । କୋଭିଡ୍ ପରେ ରାଜ୍ୟ…
ଏହି ମାର୍କେଟରେ ବିକ୍ରି ହୁଅନ୍ତି ବର! ୭୦୦ ବର୍ଷରୁ ଚାଲିଆସୁଛି ପରମ୍ପରା
ଭାରତରେ ଗୋଟିଏ ପଟେ ଯୌତୁକ ନେବା ଆଇତଃ ଅପରାଧ, କିନ୍ତୁ ଏବେବି କିଛି ଲୋକ ଅଛନ୍ତି ଯେଉଁମାନେ ଲୋଭରେ ଯୌତୁକ ନେଉଛନ୍ତି । ଯୌତୁକ ପ୍ରଥା ମାମଲାରେ ଉତ୍ତରପ୍ରଦେଶ ଏବଂ ବିହାର ନାମ ସବୁବେଳେ ଆଗରେ । ଏଠାରେ ଲୁଚା ଛପାରେ…
ରାଜ୍ୟର ସରକାରୀ ଡିଗ୍ରୀ କଲେଜରେ ନିଯୁକ୍ତି ପାଇବେ ଅତିଥି ଅଧ୍ୟାପକ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କୁ ଚିଠି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ସରକାରୀ ଡିଗ୍ରୀ କଲେଜରେ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ ହେବ । ଡିଗ୍ରୀ କଲେଜରେ ଥିବା ଖାଲି ପଦ ଗୁଡ଼ିକରେ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ । ୨୦୨୨-୨୩ରୁ…
କୋଲକାତା ମ୍ୟୁଜିୟମରେ ଗୁଳିମାଡ଼, ଜଣେ ଓଡ଼ିଆ ଯବାନ ମୃତ
କୋଲକାତାର ମ୍ୟୁଜିୟମରେ ସିଆଇଏସଏଫ ଯବାନଙ୍କ ଗୁଳିମାଡ଼ । ଗୁଳିମାଡ଼ରେ ଜଣେ ସିଆଇଏସଏଫ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି ।
ସୂଚନାଅନୂଯାୟୀ, ଶନିବାର କୋଲକାତା ପାର୍କ ଷ୍ଟ୍ରିଟ୍ ସ୍ଥିତ ଇଣ୍ଡିଆନ…
ଭାରତକୁ ମିଳିଲା ଡବଲ ଗୋଲ୍ଡ ମେଡାଲ: କୁସ୍ତିରେ ବଡ଼ ଇତିହାସ ରଚିଲେ ଏହି ଦୁଇ ଖେଳାଳି
ବର୍ମିଂହାମ: କମନୱେଲଥ ଗେମ୍ସରେ ଭାରତ ଆଉ ଦୁଇ ସ୍ୱର୍ଣ୍ଣ ପଦକ ହାସଲ ହୋଇଛି । କୁସ୍ତି ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ନିଜ ନାମରେ କରିଛନ୍ତି ଭାରତର ଷ୍ଟାର ଆଥଲେଟ ରବି ଦହିୟା । ଏହା ସହିତ ଭାରତକୁ ଚଳିତ…
ଏମିତି ଦୁଃଖ ଈଶ୍ୱର କାହାକୁ ନ ଦିଅନ୍ତୁ: ବାପା ଶଯ୍ୟାଶାୟୀ, ମେଡିସିନ୍ ପାଇଁ ଅର୍ଥ ନାହିଁ, ଅଧାରୁ ପାଠ ଛାଡ଼ିଲେ ପୁଅଝିଅ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି- ବିଧିର ବିଧାନ କେ କରିବ ଆନ । କାହା ଭାଗ୍ୟରେ କ’ଣ ଲେଖା ଅଛି ସେକଥା କିଏ କହିପାରିବ । ସେହିପରି ଭଳି ଜଣେ ଭୁକ୍ତଭୋଗୀ ହେଉଛନ୍ତି ଭଦ୍ରକର ଅକ୍ଷୟ ଜେନା । ଦିନ ଥିଲା କୋଣାର୍କ…