fbpx
Browsing Category

Breaking News

ଶୀଘ୍ର ସାରନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯାଇପାରେ ଆପଣଙ୍କ ପେନସନ୍; ପଢ଼ନ୍ତୁ ପୂରା ଖବର

ନୂଆଦିଲ୍ଲୀ: ଯଦି ଆପଣ ଚାହୁଁନାହାନ୍ତି ଆପଣଭ୍କ ପେନସନ୍ ବନ୍ଦ ହୋଇଯାଉ ତେବେ ଆପଣ ଖୁବ୍ ଶୀଘ୍ର ଆପଣଙ୍କ ଲାଇଫ୍ ସାର୍ଟିଫିକେଟ୍ ସବମିଯ୍ କରିଦିଅନ୍ତୁ । ଜାଣି ରଖନ୍ତୁ ଯେ, ପେନସନ୍ ପାଇବାକୁ ଏବଂ ତାକୁ ଜାରି ରଖିବାକୁ…

MSRTC ବଢ଼ାଇଲା କର୍ମଚାରୀଙ୍କ ଡିଏ, ଦୀପାବଳୀ ବୋନସ୍ ସହିତ ମିଳିବ ଏହି ଭତ୍ତା

ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ ବା MSRTC ନିଜର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୧୨%ରୁ ୧୭% ବଢ଼ାଇଦେଇଛି । ଏଥିରେ MSRTCର ପାଖାପାଖି ୯୫,୦୦୦ କର୍ମଚାରୀଙ୍କର ଫାଇଦା ହେବ ।…

ରଜନୀକାନ୍ତ ଲଞ୍ଚ କଲେ ନୂତନ ସୋସିଆଲ୍ ମିଡିଆ ଆପ୍ Hoote, ଜାଣନ୍ତୁ ଏଥିରେ କଣ ରହିଛି ଖାସ୍

ନୂଆଦିଲ୍ଲୀ: ତାମିଲ ସିନେମାର ସୁପରଷ୍ଟାର୍ ରଜନୀକାନ୍ତ ଏକ ନୂତନ ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ କରିଛନ୍ତି । ଯାହାର ନାମ ହେଉଛି ହୁଟେ ଆପ୍ (Hoote) । ଏହା ଏକ ଭଏସ୍ ଆଧାରିତ ସୋସିଆଲ ମିଡିଆ ଆପ୍ । ଏହାର ଫାଉଣ୍ଡର୍…

ପର୍ଣ୍ଣହବ୍ ୱେବସାଇଟରେ ଗଣିତ ପଢ଼ାଉଛନ୍ତି ଶିକ୍ଷକ, ବର୍ଷରୁ ରୋଜଗାର ୨ କୋଟି

ନୂଆଦିଲ୍ଲୀ: ପର୍ଣ୍ଣହବ୍ ନାଁ ଶୁଣିଲେ ମୁଣ୍ଡକୁ ଗୋଟି କଥା ଆସେ ତାହା ହେଉଛି ପର୍ଣ୍ଣୋଗ୍ରାଫୀ । ହେଲେ କଣ ଆପଣ ମାନେ କେବେ ଭାବିଛନ୍ତି କି ପର୍ଣ୍ଣ ହବ୍ ଭଳି ସାଇଟ୍ ରେ ଗଣିତ ପାଠ ପଢ଼ାଯାଉଥିବ? ତେବେ ଏହିଭଳି ଜଣେ ଗଣିତ…

ମମିତା ହତ୍ୟା ମାମଲାରେ ପିତାଙ୍କ ସାଙ୍ଘାତିକ ତଥ୍ୟ, କହିଲେ- ଗୋବିନ୍ଦ ଲେଖାଇଥିଲା ଏତଲା!

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ମମିତା ନିଖୋଜ ନେଇ ଗୋବିନ୍ଦ ଏତଲା ଲେଖାଇଥିବା କହିଛନ୍ତି…

ଦୁନିଆର ସବୁଠାରୁ ଧନୀ ଏଲନ୍ ମସ୍କ ରଚିଲେ ଇତିହାସ, ଗୋଟିଏ ଦିନରେ କମାଇଲେ ୨.୭୧ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ କାର୍ ତିଆରି କରୁଥିବା କମ୍ପାନୀ ଟେସଲାର ମାଲିକ ତଥା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଇତିହାସ ରଚିଛନ୍ତି । ସୋମବାର ଦିନ ଏଲନ୍ ମସ୍କ ୨.୭୧ ଲକ୍ଷ କୋଟି ଟଙ୍କା ରୋଜଗାର କରିଛନ୍ତି…

ମନୀଷ ହତ୍ୟା ମାମଲା: ୩ ଅଭିଯୁକ୍ତଙ୍କର ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ୩ ଅଭିଯୁଙ୍କ ଲାଏ ଡିଟେକ୍ସନ ଟେଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଅମ୍ରିତ ବିଶ୍ୱାଳ , ଦିନେଶ…

ପ୍ରତ୍ୟେକ ଗାଁରେ ଖୋଲିବ କୋଭିଡ୍ ଟିକାକରଣ କେନ୍ଦ୍ର, ରାଜ୍ୟ ସରକାର ନେଲେ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡର ଦ୍ୱିତୀୟ ଡୋଜ୍ ଟିକାକରଣ ଧିମେଇ ଯାଇଛି । ବାରମ୍ବାର ଏସଏମଏସ୍ ଓ ସଚେତନତା ପରେ ବି ଟିକାକରଣ ସଂଖ୍ୟା ବଢ଼ୁନାହିଁ । ବିଶେଷ କରି ଗ୍ରାମାଞ୍ଚଳରେ ଏହି ସମସ୍ୟା ଅଧିକ…

ଦୀପାବଳୀର ସଫା କରୁଥିବା ସମୟରେ ଘରୁ ବାହାର କରନ୍ତୁ ଏହି ୬ଟି ଜିନିଷ, ନଚେତ୍…

ଦୀପାବଳୀ ପୂର୍ବରୁ ଘର ସଫା କରାଯାଏ । କୁହାଯାଏ ଯେ, ଘରେ ଯଦି କିଛି ବି ମଇଳା ରହିଯାଏ ବା ଭଙ୍ଗା ଜିନିଷ ରହିଥାଏ, ତେବେ ମା’ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ଓ ଘରୁ ବାହାରି ଯାଆନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ,…

୧୩ଟି Airportର ଘରୋଇକରଣ ନେଇ ଲିଷ୍ଟ ଜାରି କଲା AAI, ଜାଣନ୍ତୁ ଓଡ଼ିଶାର କେତୋଟି

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶର ମୋଟ ୧୩ଟି ଏୟାରପୋର୍ଟର ଘରୋଇକରଣ କରାଯିବ । ଏହି ଅବସରରେ ଘରୋଇକରଣ ପାଇଁ ଏୟାରପୋର୍ଟ ଅର୍ଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ପକ୍ଷରୁ ସମସ୍ତ ବିମାନ ବନ୍ଦରଗୁଡ଼ିକର ଲିଷ୍ଟ…