Browsing Category
Breaking News
ଅଟୋମୋବାଇଲ୍ ମାର୍କେଟ୍ ପାଇଁ ଅଗଷ୍ଟ ହେବ ଶୁଭଙ୍କର, ୯ ନୂଆ କାର୍ର ହେବ ବଜାର ପ୍ରବେଶ
ନୂଆଦିଲ୍ଲୀ: ଅଟୋମୋବାଇଲ୍ ମାର୍କେଟ୍ ପାଇଁ ଅଗଷ୍ଟ ମାସ ଶୁଭଙ୍କର ସାବ୍ୟସ୍ତ ହେବାକୁ ଯାଉଛି । କାରଣ ଏହି ମାସରେ ଭାରତୀୟ ବଜାରରେ ୨ଏସ୍ୟୁଭି, ହେଚବ୍ୟାକ ଓ ଇଲେକ୍ଟ୍ରିକ୍ ସେଡାନ ଲଞ୍ଚ କରିବାର ସମ୍ଭାବନା ରହିଛି ।…
ରାଜ୍ୟଗୋଷ୍ଠୀ କ୍ରୀଡା: ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ ହକି ଟିମ୍, ଘାନାକୁ ୧୧-୦ଗୋଲରେ ପରାସ୍ତ କଲା
ବର୍ମିଂହାମ: ଭାରତୀୟ ପୁରୁଷ ହକି ଦଳ ବିଜୟରୁ ଆରମ୍ଭ କରିଛନ୍ତି ରାଜ୍ୟଗୋଷ୍ଠୀ କ୍ରୀଡା ଅଭିଯାନ । ରବିବାର ଅନୁଷ୍ଠିତ ପୁଲ ବି’ ପ୍ରଥମ ମ୍ୟାଚରେ ଭାରତ ୧୧-୦ ଗୋଲରେ ଘାନାକୁ ପରାସ୍ତ କରିଛି ଭାରତ । ଭାରତୀୟ ଦଳ ପ୍ରଥମରୁ…
ଶସ୍ତା ହୋଇଗଲା ଏଲପିଜି ଗ୍ୟାସ୍: ଅଗଷ୍ଟ ପ୍ରଥମ ଦିନରେ ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି, ଜାଣନ୍ତୁ ନୂତନ ମୂଲ୍ୟ
ନୂଆଦିଲ୍ଲୀ: ଅଗଷ୍ଟ ମାସ ଆରମ୍ଭରୁ ହ୍ରାସ ପାଇଛି ଏଲପିଜି ଦାମ୍ । ଜାରି ରହିଥିବା ମହଙ୍ଗା ମାଡ଼ ମଝିରେ ଗ୍ରାହକଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତିକର ଖବର । ଆଜିଠାରୁ କମର୍ସିୟାଲ ସିଲିଣ୍ଡର ଉପରେ ୩୬ ଟଙ୍କା ହ୍ରାସ ପାଇଛି…
ଭାରତ ହାତରେ ଆଉ ଏକ ସ୍ୱର୍ଣ୍ଣ ପଦକ: ଭାରୋତ୍ତଳନରେ ଗୌରବ ଆଣିଲେ ଅଚିନ୍ତା ଶୁଲୀ
ବର୍ମିଂହାମ: ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ମିଳିଛି ଆଉ ଏକ ବଡ ସଫଳତା । ଟୁର୍ଣ୍ଣାମଣ୍ଟେରେ ଦେଶକୁ ସ୍ୱର୍ଣ୍ଣ ଜିତାଇଛନ୍ତି ଆଉ ଜଣେ ସୁପରଷ୍ଟାର । ମୀରାବାଇ ଚାନୁ ଏବଂ ଜେରେମୀଙ୍କ ପରେ…
ଆଜି ଶ୍ରୀମନ୍ଦିରରେ ମହାପ୍ରଭଙ୍କୁ ଖସାପଡ଼ା ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ(ଭାସ୍କର ନ୍ୟୁଜ୍): ଆଜି ଶ୍ରୀମନ୍ଦିର ମହାପ୍ରଭଙ୍କୁ ଖସାପଡ଼ା ନୀତି ସମ୍ପନ୍ନ ହେବ। ଏହା ଶ୍ରୀଜିଉଙ୍କ ଗୁପ୍ତ ସେବା ହୋଇଥିବାରୁ ଏହି ସେବା ସମୟରେ ଠାକୁରଙ୍କ ଦର୍ଶନ ବାରଣ କରାଯାଇଛି । ଏଥିପାିର୍ ଅପରାହ୍ନରେ…
୧୬ ଘଣ୍ଟାର ପଚରାଉଚରା ପରେ ସଞ୍ଜୟ ରାଉତଙ୍କୁ ଗିରଫ କଲା ଇଡି
ମୁମ୍ବାଇ: ପାତ୍ର ଚାୱଲା ଜମି ଘୋଟାଲା ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ରବିବାର କେନ୍ଦ୍ରୀୟ ଏଜେନ୍ସି ସଞ୍ଜୟ ରାଉତଙ୍କ ଘରେ ଚଢାଉ କରିଥିଲା। ଏହି ସମୟରେ…
ଆଜି ୬୮୯୧ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି, କଳିଙ୍ଗ ଷ୍ଟାଡିୟମ୍ରେ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ): ଆଜି ୬୮୯୧ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି । ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କଳିଙ୍ଗ ଷ୍ଟାଡିୟମରେ ଓରିଏଣ୍ଟେସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ନବ ନିଯୁକ୍ତ ଶିକ୍ଷକଙ୍କୁ…
ରାଜ୍ୟଗୋଷ୍ଠୀ କ୍ରୀଡା: ୫୦ମିଟର ବ୍ୟାକଷ୍ଟ୍ରୋକ ସେମିକୁ ଗଲେ ଶ୍ରୀହରି
ବର୍ମିଂହାମ: ଭାରତୀୟ ଯୁବ ସନ୍ତରଣକାରୀ ଶ୍ରୀହରି ନଟରାଜ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା ପୁରୁଷ ୫୦ ମିଟର ବ୍ୟାକଷ୍ଟ୍ରୋକ ଇଭେଣ୍ଟ ସେମିଫାଇନାଲ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି । ରବିବାର ଅନୁଷ୍ଠିତ ଏହି ଇଭେଣ୍ଟର…
ଆଜିଠୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ, ପର୍ଯ୍ୟଟକମାନଙ୍କୁ ସ୍ୱାଗତ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା
ପଟ୍ଟାମୁଣ୍ଡାଇ/ରାଜନଗର (ଭାସ୍କର ନ୍ୟୁଜ୍) : ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ୩ ମାସ ହେବ ପର୍ଯ୍ୟଟକଙ୍କ ପାଇଁ ଏହା ବନ୍ଦ ରହିଥିଲା । ଭିତରକନିକାକୁ…
(Video) କୁନି କଣ୍ଠରେ ସୁମଧୁର ଗୀତ, ଶୁଣିଲେ ଆପଣ ମଧ୍ୟ କରିବେ ପ୍ରଶଂସା
ଛୋଟ ପିଲାଙ୍କ ଦୃଦୟ ସବୁବେଳେ ନିର୍ମଳ । ସେଥିପାଇଁ ତ’ ଏହି କୁନି କୁନି ପିଲାମାନେ ଯାହାବି କରନ୍ତି ସେଥିରେ ତାଙ୍କର ନିରୀହତା ସତରେ ବେଶ୍ ସୁନ୍ଦର ଲାଗେ । ଆପଣ ମଧ୍ୟ ଏହା ଅନୁଭବ ନିଶ୍ଚୟ କରିଥିବେ । କୁହାଯାଏ ପ୍ରତିଟି…