Browsing Category
Breaking News
ମୁଣ୍ଡବିନ୍ଧାର କାରଣ ହେଲା ମଙ୍କିପକ୍ସ: ଭାଇରସରେ ଆଉ ଜଣେ ନୂଆ ସଂକ୍ରମିତ ଚିହ୍ନଟ
କେରଳ: ଦେଶରେ ମହାମାରୀ କରୋନା ସଂକ୍ରମଣ ଏବେ ବି ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହା ଉପରେ ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ମଙ୍କିପକ୍ସ ଭାଇରସ । ୟୁଏଇରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ…
(Video)ଫାଟିଲା ଗ୍ୟାସ ସିଲିଣ୍ଡର ଉଡିଗଲା ଛାତ: ଛିନଛତର ହେଲା ଘର
ଗଞ୍ଜାମ(ଓଡ଼ିଶା ଭାସ୍କର): ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ଉଡ଼ିଲା ଘରର ଛାତ। ଭାଙ୍ଗିଲା କାନ୍ଥ । ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଘଟିଯାଇଛି ଏହି ଅଘଟଣ। ଏଥିରେ ୨ଜଣ ଆହତ ହୋଇଛନ୍ତି। ଆହତଙ୍କୁ…
ସିଗାରେଟ୍ ପ୍ୟାକେଟରେ ଲେଖାଯିବ ‘ତମାଖୁ ସେବନ ମାନେ ଅକାଳ ମୃତ୍ୟୁ’, ଗାଇଡଲାଇନ୍ ଜାରି କଲେ ସରକାର
ନୂଆଦିଲ୍ଲୀ: ସିଗାରେଟ୍ ହେଉ କିମ୍ବା ଗୁଟକା, ସମସ୍ତ ନିଶାଦ୍ରବ୍ୟ ପ୍ୟାକେଟ୍ରେ ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ବୋଲି ସ୍ପଷ୍ଟ ଭାବରେ ଚିତ୍ରିତ କରାଯାଇଥାଏ। ଏହା ପରେ ମଧ୍ୟ ଲୋକେ ଏଥିପ୍ରତି ନଜର ଦେଇ ନଥାନ୍ତି।…
ଆଜି ବି ଶସ୍ତା ସୁନା କିଣିବାର ରହିଛି ସୁଯୋଗ: ଜାଣନ୍ତୁ ୨୪ କ୍ୟାରେଟ ଗୋଲ୍ଡ କେତେ କମିଲା ?
ନୂଆଦିଲ୍ଲୀ: ଆଜି ପୁଣି କମିଯାଇଛି ସୁନା ଦାମ୍ । ଭାରତୀୟ ବଜାରରେ ସୁନା ଦର ଶୁକ୍ରବାର ଦିନ ପୁଣି ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୦୦୦ ଟଙ୍କା ଥିବା…
(Video) ଜଗତର ନାଥ ଜଗନ୍ନାଥଙ୍କୁ ଫେସବୁକରେ ଅଶ୍ଳୀଳ ଗାଳି, କାନରେ ଶୁଣି ହେବନି କି ଆଖିରେ…
ଗଜପତି(ଓଡ଼ିଶା ଭାସ୍କର): କାଳିଆ ସାଆନ୍ତକୁ ଗାଳି । ଓଡିଆଙ୍କ ଭଗବାନଙ୍କୁ ଅଶ୍ଳିଳ ଭାଷାରେ କଲେ ଗାଳି । ଏମିତି ଗାଳି ଯେ ତାକୁ ଆଖିରେ ଦେଖି ହେବନି କି କାନରେ ବି ଶୁଣି ହେବନି । ଓଡିଆଙ୍କ ଭାବାବେଗ ସହ ଖେଳିଲେ । ଜଣେ…
ପ୍ରକାଶ ପାଇଲା CBSE ବୋର୍ଡ ଦଶମ ଫଳାଫଳ
ଭୁବନେଶ୍ୱର: CBSE ବୋର୍ଡ ଦଶମ ଫଳାଫଳ ପ୍ରକାଶ କରିଛି। CBSE ଦଶମ ପରୀକ୍ଷା ଦେଇଥିବା ଛାତ୍ରମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ www.cbse.gov.in, cbseresults.nic.in, cbse.nic.in, digilocker.gov.in ରେ…
୪୫ ବର୍ଷ ପରେ ଏହି କାରଣରୁ ମଧୁମେୟ ରୋଗୀଙ୍କୁ ହୋଇଥାଏ ହୃଦଘାତ : ଜାଣନ୍ତୁ ଏହାକୁ ରୋକିବାର ଉପାୟ
ମଧୁମେୟ ବା (ଡାଇବେଟିସ୍ )ରୋଗିମାନଙ୍କୁ ହୃଦଘାତ ହେବାର ବହୁମାତ୍ରାରେ ଆଶଙ୍କା ରହିଥାଏ । ତେବେ କେଉଁ କାରଣରୁ ମଧୁମେୟ ରୋଗୀଙ୍କୁ ହୃଦଘାତ ହୋଇଥାଏ ଓ ଏଭଳି ପରିସ୍ଥିତିରେ ସେମାନଙ୍କର ଯତ୍ନ କିପରି ନେବେ ଆସନ୍ତୁ ଜାଣିବା…
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କେତେ ମିଳିବ ଦରମା? କେତେ ଭରିବେ ଟ୍ୟାକ୍ସ ଓ କ’ଣ ମିଳିବ ଅଧିକାର
ନୂଆଦିଲ୍ଲୀ: ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଏହାରି ମଧ୍ୟରେ ରାଷ୍ଟ୍ରପତିଙ୍କ ଅଧିକାର, ଦରମା, କେତେ ଦିନ ଛୁଟି ଓ ତାଙ୍କ ଉପରେ କ’ଣ ଦାୟିତ୍ୱ ରହିଛି, ତାହା ଜାଣିବାକୁ…
ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍
କଟକ(ଓଡ଼ିଶା ଭାସ୍କର): କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ପଠାଯାଇଛି କାରଣ ଦର୍ଶାଅ ନୋଟିସ୍ । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ପିସିସି ସଭାପତି ଶରତ ପଟ୍ଟନାୟକ ଏହି ନୋଟିସ୍ ଜାରି କରିଛନ୍ତି । ୨ ସପ୍ତାହ ଭିତରେ…
PF ଉପରେ ସୁଧହାର ବଢ଼ାଇବେ କି ସରକାର? ସଂସଦରେ କେନ୍ଦ୍ରମନ୍ତ୍ରୀ ଦେଲେ ବଡ଼ ସୂଚନା
ନୂଆଦିଲ୍ଲୀ: ଚାକିରିଆଙ୍କ ପାଇଁ ଆସିଛି ବଡ଼ ଖବର । ପିଏଫ୍ ଆକାଉଣ୍ଟରେ ସୁଧ ହାର ବଢ଼ାଇବାକୁ ନେଇ ସରକାର ଏକ ବଡ଼ ବୟାନ ଦେଇଛନ୍ତି । ଶ୍ରମ ଓ ରୋଜଗାର ମନ୍ତ୍ରୀ ରାମେଶ୍ୱର ତେଲି ଗୃହରେ କହିଛନ୍ତି ଯେ, ୨୦୨୧-୨୦୨୨ ଆର୍ଥିକ…