Browsing Category

Breaking News

ସରକାରୀ ସ୍କୁଲରେ ପିଲା ପିଛା ଟଙ୍କା ଖର୍ଚ୍ଚର ହିସାବ: ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୃହରେ ଆଜି ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି । ବିରୋଧୀଙ୍କ ପ୍ରଶ୍ନର ଗୋଟି ଗୋଟି କରି ଉତ୍ତର ରଖିଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ ସରକାରୀ ସ୍କୁଲରେ ପିଲାଙ୍କ ମୁଣ୍ଡପିଛା…

ଅଯଥା ଗୃହର ସମୟ ନଷ୍ଟ କରନ୍ତୁ ନାହିଁ, ସଂକ୍ଷିପ୍ତ ବିବୃତି ରଖିବାକୁ ପରାମର୍ଶ

ଭୁବନେଶ୍ୱର: ମନ୍ତ୍ରୀଙ୍କ ଲମ୍ବା ଉତ୍ତରକୁ ନେଇ ବିରକ୍ତି ପ୍ରକାଶ କଲେ ବାଚସ୍ପତି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦଶ ୧୦ ମିନିଟ ଧରି ଗୃହରେ ଉତ୍ତର ପଢିବାରୁ ଅସନ୍ତୋଷ ପ୍ରକାଶ କଲେ ବାଚସ୍ପତି ବିକ୍ରମ। ମନ୍ତ୍ରୀଙ୍କୁ…

(Video) ୧୦ ଦିନ ଧରି ଉପଭୋଗ କରିବା ପରେ ଛାଡ଼ିଦେଲା ପ୍ରେମିକ: ନ୍ୟାୟ ପାଇବାକୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବତୀ

ପୁରୀ(ଓଡ଼ିଶା ଭାସ୍କର): ଆଜିକାଲି ବାହାଘରର ଲୋଭ ଦେଖାଇ ପ୍ରେମରେ ଧୋକା ଦେଉଥିବାର ଅନେକ ଘଟଣା ସାମ୍ନାକୁ ଆସୁଛି । କିଏ ଲିଭ-ଇନରେ ରହି ଛାଡ଼ି ଦେଉଛନ୍ତି ତ ଆଉ କିଏ ବାହାଘରରୁ ବଞ୍ଚିବା ପାଇଁ ହତ୍ୟା କରିବାକୁ ମଧ୍ୟ ପଛାଉ…

ରାନିଲ ବିକ୍ରମସିଂଘେ ହେଲେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଶ୍ରୀଲଙ୍କାର ଆର୍ଥିକ ପରିସ୍ଥିତି ଦିନକୁ ଦିନ ଖରାପ ହେଉଥିବା ବେଳେ ସାମ୍ନାକୁ ଆସିଛି ବଡ଼ ଖବର । ରାନିଲ ବିକ୍ରମସିଂଘେ ହୋଇଛନ୍ତି ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି । ତ୍ରିକୋଣୀୟ ମୁକାବିଲାରେ ବିଜୟୀ…

କାର୍-ବାଇକ୍-ଅଟୋ ଚାଳକଙ୍କ ପାଇଁ ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା: ଶୁଣିଲେ ଉଡ଼ିଯିବ ହୋସ୍

ନୂଆଦିଲ୍ଲୀ: ପୁଣିଥରେ ଏକ ବଡ଼ ଘୋଷଣା କରି ଚର୍ଚ୍ଚାକୁ ଆସିଛନ୍ତି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ । ତାଙ୍କ ଘୋଷଣା ଶୁଣି କାର-ବାଇକ୍ ଓ ଅନ୍ୟାନ୍ୟ ଗାଡ଼ିଚାଳକମାନେ ସ୍ତବ୍ଧ ହୋଇଯାଇଛନ୍ତି । ଏକ…

(Video) କାରକୁ ଜୋରଦାର୍ ଧକ୍କା ଦେଲା ବାଇକ୍: ସାମ୍ନାକୁ ଆସିଲା ମୃତ୍ୟୁର ଭୟଙ୍କର ଦୃଶ୍ୟ

ନୂଆଦିଲ୍ଲୀ: ଡ୍ରାଇଭିଂ କରିବା କୌଣସି ପିଲାଖେଳ ନୁହେଁ । ଟିକିଏ ଅସାବଧାନତା ଯୋଗୁଁ ଚାଲିଯାଉଛି ବହୁ ମୂଲ୍ୟବାନ୍ ଜୀବନ । ଭଲରେ ଡ୍ରାଇଭିଂ ଜାଣି ମଧ୍ୟ ଅନେକ ଥର ଲୋକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ଅନେକ…

ଚେକିଂ ବେଳେ ମହିଳା SIଙ୍କ ଉପରେ ଚଢ଼ାଇଦେଲେ ଗାଡ଼ି: ଘଟଣାସ୍ଥଳରେ ମୃତ୍ୟୁ

ରାଞ୍ଚି: ହରିୟାଣା ମର୍ଡର ଘଟଣାର ପୁନରାବୃତ୍ତି ରାଞ୍ଚିରେ ହୋଇଛି । ଝାଡ଼ଖଣ୍ଡ ରାଞ୍ଚିରେ ଜଣେ ମହିଳା ଏସଆଇଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରାଯାଇଛି । ମହିଳା ସବୁ ଇନ୍ସପେକ୍ସର ସନ୍ଧ୍ୟା ଟୋପ୍ନୋଙ୍କୁ ଗାଡ଼ି ମଡ଼ାଇ ହତ୍ୟା…

କାଲି ବାହାରିବ CBSE ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ପ୍ରକାଶ ପାଇବ CBSE ଦ୍ୱାଦଶ ବୋର୍ଡ ରେଜଲ୍ଟ । କାଲି ଦିନ ସାଢ଼େ ୧୨ଟାରେ ରେଜଲ୍ଟ ପ୍ରକାଶ ପାଇବ । www.cbse.nic.in ରେ ରେଜଲ୍ଟ ଉପଲବ୍ଧ ହେବ । ତେବେ ସିବିଏସଇ ରେଜଲ୍ଟ…

ପେଟ୍ରୋଲ, ଡିଜେଲ, ଜେଟ ଇନ୍ଧନ, ଅଶୋଧିତ ତେଲ ଉପରେ ହ୍ରାସ ପାଇଲା ୱିଣ୍ଡଫଲ ଟ୍ୟାକ୍ସ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ପେଟ୍ରୋଲ, ଡିଜେଲ ଏବଂ ଜେଟ ଇନ୍ଧନ ଉପରୁ ରପ୍ତାନୀ ଶୁଳ୍କ ହଟାଇଛନ୍ତି କେନ୍ଦ୍ର ସରକାର। ସରକାରୀ ବିଜ୍ଞପ୍ତ ଅନୁଯାୟୀ ମୋଦି ସରକାର ଡିଜେଲ…

ମଦ ପିଉଥିବା ଲୋକଙ୍କ ପାଇଁ ବଡ଼ ଖୁସିଖବର! ଏଣିକି ଘରେ ଘରେ ମଦ’ର ପାଇପଲାଇନ୍ ବସାଇବେ ସରକାର, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିିଦିନ କିଛି ନା କିଛି ଖବର ଭାଇରାଲ ହେଉଛି । କିନ୍ତୁ ବେଳେ ବେଳେ ଏପରି କିଛି ଖବର ଭାଇରାଲ ହୋଇଯାଏ, ଯାହା ବିଷୟରେ ଭାବିବା ବି ସମ୍ଭବପର ନୁହେଁ । ଏହାରି ମଧ୍ୟରେ ସୋସିଆଲ ମିଡିଆରେ…