fbpx
Browsing Category

Breaking News

ଓଡ଼ିଶା ହାଇକୋର୍ଟକୁ ୨ ନୂଆ ବିଚାରପତିଙ୍କ ବଦଳି

ନୂଆଦିଲ୍ଲୀ/କଟକ,(ଭାସ୍କର ନ୍ୟୁଜ୍) : ପଞ୍ଜାବ ଓ ହରିଆନା ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୋୱନ୍ତ ସିଂ ଏବଂ କଲିକତା ହାଇକୋର୍ଟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି କରାଯାଇଛି । ଅନ୍ୟପଟେ…

ଡିସେମ୍ବର ୨୨ରୁ ପ୍ରୋ କବାଡି ଲିଗ୍‌ର ଅଷ୍ଟମ ସଂସ୍କରଣ, ଷ୍ଟାର ସ୍ପୋର୍ଟ୍ସ ଓ ହଟଷ୍ଟାରେ ସିଧା ପ୍ରସାରଣ ଦେଖିପାରିବେ ଦର୍ଶକ

ମୁମ୍ବାଇ: ଆସନ୍ତା ଡିସେମ୍ବର ମାସ ୨୨ ତାରିଖରୁ ଆରମ୍ଭ ହେବ ପ୍ରୋ କବାଡି ଲିଗ୍‌ର ଅଷ୍ଟମ ସଂସ୍କରଣ । ସୂଚନା ଯୋଗ୍ୟ ଯେ ଗତ ଅଗଷ୍ଟ ମାସ ୨୯ ଓ ୩୧ ତାରିଖ ଦିନ ଖେଳାଳି ନିଲାମ ପ୍ରକ୍ରିୟା ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା…

ଉତ୍ତର ପ୍ରଦେଶରେ ଧାରଣା ଦେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଲକ୍ଷ୍ନୌ ଏୟାରପୋର୍ଟର ବାହାରକୁ ଛାଡିଲାନି ପୋଲିସ, ଦେଖନ୍ତୁ ଭିଡିଓ…

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ରାଜାଧାନୀ ଲକ୍ଷ୍ନୌ ଏୟାରପୋର୍ଟର ବାହାର ଚଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ପୋଲିସ୍‌ ତାଙ୍କୁ ଏୟାରପୋର୍ଟ ବାହାରକୁ ଯିବାକୁ ନ ଦେବାରୁ ସେ ଏହାର ପ୍ରତିବାଦରେ ଚଟାଣରେ…

ବିନ୍ଦୁସାଗରରେ ହେବନି ‘ମହାଳୟା’: କଟକଣା ଜାରିକଲା ବିଏମସି

ଭୁବନେଶ୍ୱର: ଆସନ୍ତାକାଲି ମହାଳୟାକୁ ଦୃଷ୍ଟିରେ ରଖି ବିଏମସିର କଟକଣା । ବିନ୍ଦୁସାଗରରେ ମହାଳୟା ପାଳନ ଉପରେ ବିଏମସିର ସଂପୂର୍ଣ୍ଣ ବାରଣ । ବ୍ରାହ୍ମଣ ଭୋଜନ ସହ ଅନ୍ୟାନ୍ୟ ନୀତିକାନ୍ତି ପାଳିବାକୁ ସଂପୂର୍ଣ୍ଣ ବାରଣ…

କୋହଳ ହେଲା ବିଏମସି ଗାଇଡଲାଇନ

ଭୁବନେଶ୍ୱର: ବାହାଘର ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ବଦଳିଲା ବିଏମସିର ନିୟମ । ବାହାଘର ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ମୋଟ୍ ୫୦ ଜଣକୁ ସାମିଲ ନେଇ ପୂର୍ବରୁ ରହିଛି ଗାଇଡଲାଇନ । ତେବେ ଏହି ନିୟମରେ ସାମାନ୍ୟ କୋହଳ…

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟୀ ମାମଲା; ଓଡ଼ିଶାରୁ ୨ ଗିରଫ

ମୁମ୍ବାଇ: ସମୁଦ୍ର ଭିତରେ କ୍ରୁଜରେ ଡ୍ରଗ୍ସ ପାର୍ଟୀ ମାମଲା । ମାମଲାରେ ଗିରଫ ହେଶଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଥିବା ନେଇ ସୂଚନା । ଓଡ଼ିଶାର ମନୀଷ ରାଜଗରିଆ ଏବଂ ଅଭିନ ସାହୁ ଗିରଫ । ଉଭୟ ମନୀଷ ଓ…

ପ୍ରଶାନ୍ତ ଜଗଦ୍ଦେବଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର: ଚିଲକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଳାନାହିଁ ଆଗୁଆ ଜାମିନ । ଆଗୁଆ ଜାମିନ ଦେଲେନାହିଁ ହାଇକୋର୍ଟ । ଶୁକ୍ରବାର ନିମ୍ନ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିବାକୁ ନିର୍ଦ୍ଦେଶ । ଯଦି ଆବେଦନ…

ମୋଟୁ ଥାନା ଥାର୍ଡଡିଗ୍ରୀ ମାମଲାରେ ଏସପିଙ୍କୁ ନୋଟିସ

ମାଲକାନଗିରି ମୋଟୁ ଥାନାରେ ୨ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ମାମଲା । ମାଲକାନଗିରି ଏସପିଙ୍କୁ ନୋଟିସ ଜାରି କଲେ ରାଜ୍ୟ କରିଛନ୍ତି ମାନବାଧିକାର କମିଶନ । ତଦନ୍ତ କରି ରିପୋର୍ଟ ଦେବାକୁ ଏସପିଙ୍କୁ ମାନବାଧିକାର…

ଫ୍ରିଜ୍ ହେଲା ଗଞ୍ଜେଇ ମାଫିଆଙ୍କ ୩ କୋଟିର ସଂପତ୍ତି

ଗଞ୍ଜେଇ ମାଫିଆଙ୍କ ୩ କୋଟିର ଉର୍ଦ୍ଧ୍ୱ ଟଙ୍କାର ସଂପତ୍ତି ଅଚଳ କରିବାକୁ ନିର୍ଦ୍ଦେଶ । ୫ଟି ଘର, ୬ଟି ଗାଡ଼ି, ୧୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ ଅର୍ଥ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିବା ସୂଚନା । ଫେବ୍ରୁଆରୀରେ…

୬ ଗୁଣା ମହଙ୍ଗା ହେବ ଗାଡ଼ି ରେଜିଷ୍ଟ୍ରେସନ ଫି

ନୂଆଦିଲ୍ଲୀ: ୧୫ ବର୍ଷ ପୁରୁଣା ଗାଡ଼ିର ରେଜିଷ୍ଟ୍ରେସନ କଲେ ଦେବାକୁ ହେବ ୬ ଗୁଣା ଚାର୍ଜ । ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଏନେଇ ସୋମବାର ବିଜ୍ଞପ୍ତି ଜାରି କରିଛନ୍ତି । ଏପ୍ରିଲ ୨୦୨୨ରୁ ଲାଗୁ ହେବାକୁ ଯାଉଛି ଏହି ନୂଆ…