Browsing Category

Breaking News

ଫ୍ଲାଇଟ୍ ବନ୍ଦ କରିଥିଲେ ଭାରତରେ ଏଣ୍ଟ୍ରି କରିିନଥାନ୍ତା ଓମିକ୍ରନ: କେଜରିୱାଲ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । କର୍ଣ୍ଣାଟକରେ ୨ଟି ମାମଲା ଚିହ୍ନଟ ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ନମୂନା ଟେଷ୍ଟ ପାଇଁ ପଠାଯାଇଛି । ଦକ୍ଷିଣ…

ଦୁର୍ବଳ ହୋଇଯିବ ବାତ୍ୟା ‘ଜୱାଦ୍’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟା ଜୱାଦ୍ ଦୁର୍ବଳ ହୋଇଯିବ । ପୁରୀରେ ପହଞ୍ଚିଲା ବେଳକୁ ଏହା ଦୁର୍ବଳ ହୋଇଯିବ । ତୀବ୍ର ଅବପାତ ରୂପରେ ପୂରୀର ନିକଟତର ହେବ ଏହି ବାତ୍ୟା । ଗଭୀର ଅବପାତ…

ବାତ୍ୟା ପାଇଁ ୩୬ ଟି ଟ୍ରେନ୍ କରାଗଲା ବାତିଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ପାଇଁ କିଛି ରୁଟରେ ଟ୍ରେନ୍ ଚଳାଚଳ ବାତିଲ କରିଦିଆଯାଇଛି । ଆଜି ଓ ଆସନ୍ତାକାଲି ଟ୍ରେନ୍ ବାତିଲ କଲା ପୂର୍ବତଟ ରେଳପଥ । ଆଜି ୩୬ଟି ଓ ଆସନ୍ତାକାଲି ୩୮ଟି ଟ୍ରେନ୍ ବାତିଲ । ୬…

ଭାରତରେ Omicronର ପାୱାର କାମ କରିବନି: ଦେଶର ଅଧିକାଂଶ ଲୋକଙ୍କ ଠାରେ ‘Hybrid Immunity’ ସୃଷ୍ଟି ହୋଇଥିବା ନେଇ ଆସିଲା…

ନୂଆଦିଲ୍ଲୀ: ବର୍ତ୍ତମାନ ନୂଆ ଭାରିଆଣ୍ଟ ‘ଓମିକ୍ରନ’କୁ ନେଇ ସମଗ୍ର ବିଶ୍ୱ ଆଶଙ୍କା ମଧ୍ୟରେ ରହିଛି । ଇତି ମଧ୍ୟରେ ଏହା ୩୮ଟି ଦେଶକୁ ବ୍ୟାପିସାରିଥିବା ବେଳେ କାହାର ଏଥିରେ ମୃତ୍ୟୁ ହୋଇନାହିଁ । ବିଭିନ୍ନ ଦେଶ ଓମିକ୍ରନ…

ଟ୍ୱିନସିଟି ପାଇଁ ଜାରି ହେଲା ବାତ୍ୟା ସତର୍କତା, ପ୍ରବଳରୁ ଅତି ପ୍ରବଳ ହେବ ବର୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ଜୱାଦ୍ ପ୍ରଭାବ ଆରମ୍ଭ ହୋଇଗଲାଣି । ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବର୍ଷା ଆରମ୍ଭ ହୋଇଯାଇଛି । ପାଗ କୋହଲା ରହିବା ସହିତ କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ…

‘ଆପଣ ଏତେ ସୁନ୍ଦର!’ ଜଣେ ମହିଳା MLAଙ୍କୁ ଏପରି କମେଣ୍ଟ କଲେ ବିହାର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ‘ଆପଣ ଏତେ ସୁନ୍ଦର!’ ରାଜ୍ୟର ଜଣେ ମହିଳା ବିଧାୟକଙ୍କୁ ଏପରି କମେଣ୍ଟ କରି ବିବାଦରେ ଫସିଯାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର । ବିଧାନସଭା ଶୀତକାଳୀନ ଅଧିବେଶନ ଅବସରରେ ଏନଡିଏ ବିଧାୟକ ବୈଠକ…

ମାଡ଼ି ଆସୁଛି ‘ଜୱାଦ୍’: ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ଜୱାଦ୍ ପାଇଁ ୪ଟି ବନ୍ଦରକୁ ବିପଦ ସଙ୍କେତ ଜାରି ହୋଇଛି । ପୂରୀ, ଗୋପାଳପୁରରେ ୭ ନମ୍ବର ସଙ୍କେତ ଜାରି କରାଯାଇଛି । ସେହିପରି ପାରାଦ୍ୱୀପ ଓ ଧାମରାରେ ୪ ନମ୍ବର ବିପଦ ସଙ୍କେତ ଜାରି…

୯ ବର୍ଷର ବାଳକ କରୁଥିଲା ଅଶ୍ଳୀଳ ଭିଡିଓ ଭାଇରାଲ୍, ଜେରାରୁ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ: ସମୟ ବଦଳିବା ସହିତ ଅଜବଗଜବ ଘଟଣାମାନ ସାମନାକୁ ଆସୁଛି । ଗୋଟିଏ ୯ ବର୍ଷର ବାଳକ ସୋସିଆଲ ମିଡିଆରେ ଅଶ୍ଳୀଳ ଭିଡିଓ ଭାଇରାଲ୍ କରୁଥିଲା । ପୋଲିସ୍ ଏହି ଖବର ପାଇବା ପରେ ତା ବିରୋଧରେ ମାମଲା ରୁଜୁ କରିଛି ।…

DSP ପାହ୍ୟାର ୧୨ ଜଣ ଅଧିକାରୀଙ୍କୁ ଅତିରିକ୍ତ SP ପଦବୀକୁ ପଦୋନ୍ନତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପୋଲିସରେ କାର୍ଯ୍ୟରତ ୧୨ ଜଣ ଡିଏସପି ପାହ୍ୟାର ଅଧିକାରୀଙ୍କୁ ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି ଦିଆଆଇ ବଦଳି କରାଯାଇଛି । ସେହିପରି ୨ ଜଣ ଅତିରିକ୍ତ ଏସପିଙ୍କୁ ମଧ୍ୟ ବଦଳି…

ବଢ଼ିଲାଣି ଓମିକ୍ରନ୍ ସଙ୍କଟ! ଜୟପୁରରେ ଗୋଟିଏ ପରିବାରର ୯ଜଣ ପଜିଟିଭ୍, ଦକ୍ଷିଣ ଆଫ୍ରିକା ଫେରନ୍ତା ସାମିଲ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ମିଳିଥିବା କୋଭିଡ୍ ର ନୂନତ ପ୍ରଜାତି ଓମିକ୍ରନ୍ ବିପଦ ଭାରତରେ ବଢ଼ିବାକୁ ଲାଗିଛି । କର୍ଣ୍ଣାଟକରେ ଦୁଇ ଜଣ ଠାରେ ଓମିକ୍ରନ୍ ଚିହ୍ନଟ ଦେଖିବାକୁ ମିଳିସାରିଲାଣି । ଏବେ ଏମାନଭ୍କ…