Browsing Category

Breaking News

ଓଡ଼ିଶା ପୋଲିସ ପାଇଁ SI ଚୟନ କରିବ ଏକ ଘରୋଇ ସଂସ୍ଥା, ବିଭିନ୍ନ ମହଲରୁ ଉଠିଲାଣି ବିରୋଧର ସ୍ୱର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପୋଲିସର ଭାଗ୍ୟ ଏବେ ଘରୋଇ ସଂସ୍ଥା ହାତରେ । ପୋଲିସ ବାହିନୀ ପାଇଁ ସବ୍ ଇନ୍ସପେକ୍ଟର (ଏସଆଇ) ଚୟନ କରିବ ଏକ ଆଉଟସୋର୍ସିଂ ସଂସ୍ଥା । ଏହି ସଂସ୍ଥା ଏସଆଇ ପରୀକ୍ଷା ପାଇଁ ପ୍ରଶ୍ନପତ୍ର…

ବିଏମସିରେ ଖୋଲିଲା ୨୫ ଟି କୋଭିଡ୍ ଟେଷ୍ଟ କେନ୍ଦ୍ର, ଦେଖନ୍ତୁ ଲିଷ୍ଟ…

ଭୁବେନଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀର ତୃତୀୟ ଲହର ପରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିବାବେଳେ ଏବେ ପୁଣିଥରେ ଦେଶରେ କରୋନାତ ମାହାମାରୀର ସଂକ୍ରମଣ ବଢ଼ିବାରେ ଲାଗିଛି । ରାଜ୍ୟରେ ଦେଶ ତୁଳନାରେ ସଂକ୍ରମଣ…

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା, ବିଧାନସଭାରେ ବିରୋଧୀ ଉଠାଇବେ ପ୍ରସଙ୍ଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଏହାକୁ ନେଇ ଏବେ ରାଜନୀତି ମଧ୍ୟ ଆରମ୍ଭ ହୋଇଗଲାଣି । ବିରୋଧୀ କଲେଜରେ ରାଗିଂ ପ୍ରସଙ୍ଗକୁ…

BJPର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଧରାପଡ଼ିଲା ଜାସୁସୀ: ମୁଖ୍ୟମନ୍ତ୍ରୀ କେସିଆର ଗୁପ୍ତଚର ପଠାଇଥିବା ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ହାଇଦ୍ରାବାଦର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟରଠାରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଆଜି ଥିଲା ଦ୍ୱିତୀୟ ଦିବସ । ତେବେ ବୈଠକ ଚାଲିଥିବା ସମୟରେ ଫଟୋ ଉଠାଉଥିବା ଜଣେ ଖୁଫିଆ ଅଧିକାରୀ…

ରାଜ୍ୟର ୫ଟି ମହାନଗର ନିଗମରେ ନିଯୁକ୍ତି ପାଇବେ ସିଟି ଏଜୁକେସନ ଅଫିସର: ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାନଗର ନିଗମ ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ରାଜ୍ୟର ୫ଟି ମହାନଗର ନିଗମରେ ସିଟି ଏଜୁକେଶନ ଅଫିସର (ସିଇଓ) ନିଯୁକ୍ତି ପାଇବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା…

ଶ୍ରୀମନ୍ଦିର ପହଞ୍ଚି ଗର୍ଭଗୃହ ଯାଞ୍ଚ କରୁଛନ୍ତି ‘ଏଏସ୍‌ଆଇ’ର ବୈଷୟିକ ଟିମ୍‌

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପାଇଁ ପହଞ୍ଚିଲେ 'ଏଏସ୍‌ଆଇ'ର ବୈଷୟିକ ଟିମ୍‌। ଆଜି ପୁର୍ବାହ୍ନରେ ଏହି ଟିମ୍ ପହଞ୍ଚି ଶ୍ରୀମନ୍ଦିର ଗର୍ଭଗୃହ ସହ ଅନ୍ୟାନ୍ୟ ମୁଖ୍ୟ ଐତିହ୍ୟ କିର୍ତ୍ତିରାଜି…

ରାସ୍ତାକଡକୁ ଖସିଲା ଘରୋଇ ବସ: ୨୦ରୁ ଅଧିକ ଯାତ୍ରୀ ଆହତ

ଖୋର୍ଦ୍ଧା: ଦୁର୍ଘଟଣାର ଶିକାର ହୋଇଛି ବାଙ୍କୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ । ଭାରସାମ୍ୟ ହରାଇ ବସଟି ରାସ୍ତାକଡକୁ ଖସି ପଡିଥିବା ଜାଣିବାକୁ ମିଳିଛି । ତେବେ ଏହି ଦୁର୍ଘଟରାରେ ବସରେ ଥିବା…

ଓଡ଼ିଶାରେ ସାଙ୍ଘାତିକ ହେଲା କରୋନା ସ୍ଥିତି: ୨୪ ଘଣ୍ଟାରେ ୩୪୬ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଭାଇରସ୍ ପୁଣି ଥରେ ବଢ଼ିବାରେ ଲାଗିଛି। ରାଜ୍ୟରେ ଆଜି ବି କରୋନା ସଂକ୍ରମଣ ୩ ଶହ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୪୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…

ମୁହାଁମୁହିଁ ହେଲେ ଦୁଇ କିନ୍ନର ଗୋଷ୍ଠୀ: ରାତିଅଧରେ ହୋଟେଲ ଭିତରେ ଆକ୍ରମଣ; ୧୦ରୁ ଉର୍ଦ୍ଧ ଆହତ

ଭଦ୍ରକ(ଓଡ଼ିଶା ଭାସ୍କର): ଗତକାଲି ବିଳମ୍ବିତ ରାତିରେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ତେବେ ଏଭଳି ଅଭାବନୀୟ…

ରାଜନୈତିକ ଦଳଙ୍କୁ ସିଜେଆଇଙ୍କ ଟାର୍ଗେଟ୍‌, ‘ନ୍ୟାୟପାଳିକା ସଂପୂର୍ଣ୍ଣ ଭାବେ ସ୍ୱତନ୍ତ୍ର’

ୱାଶିଂଟନ୍‌: ଭାରତର ମୁଖ୍ୟ ବିଚାରପତି (ସିଜେଆଇ) ଏନ୍‌ବି ରମଣା ନ୍ୟାୟପାଳିକାକୁ ସଂପୂର୍ଣ୍ଣ ସ୍ୱତନ୍ତ ଓ ଏହା ସମ୍ବିଧାନ ପ୍ରତି ପୂର୍ଣ୍ଣ ସମର୍ପିତ ବୋଲି ଆମେରିକାର ସେନ୍‌ ଫ୍ରାନ୍‌ସିସ୍କୋ ଠାରେ ଆୟୋଜିତ ଏକ ସମ୍ମାନ…