Browsing Category
Breaking News
OSSSCରେ ଆଜି ବାହାରିଲା ୧୦୦୦ଟି ପଦବୀ, ଲିଙ୍କ ଦେଖି ଯୋଗ୍ୟତା ଚେକ୍ କରିନିଅନ୍ତୁ
ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିସନ (OSSSC) ପକ୍ଷରୁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି । OSSSCରେ ମୋଟ ୧୦୦ଟି Laboratory Technician ପଦବୀ ଖାଲି ଥିବା ନେଇ ବିଜ୍ଞପ୍ତି ବାହାରିଛି । ଇଚ୍ଛୁକ…
ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ସୋନପୁର ସାମିଲ, ୩୦୦ କୋଟିର ଭେଟି ଦେଲେ ମୁଖ୍ୟମନ୍ତ୍ରୀ
ସୋନପୁର(ଓଡିଶା ଭାସ୍କର) : ସ୍ମାର୍ଟ କାର୍ଡ ବଣ୍ଟନ ଯୋଜନାରେ ସାମିଲ ହୋଇଛି ସୋନପୁର । ଭର୍ଚୁଆଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସୋନପୁରରେ ପ୍ରାୟ…
ପାକିସ୍ତାନରୁ ପଠାଯାଇଥିଲା ଗୌତମ ଗମ୍ଭୀରଙ୍କୁ ଧମକପୂର୍ଣ୍ଣ ଇମେଲ୍, ଯାଞ୍ଚରୁ ହେଲା ବଡ଼ ଖୁଲାସା
ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର୍ ତଥା ବିଜେପି ସାଂସଦ ଗୌତକ ଗମ୍ଭୀରଙ୍କୁ ଦୁଇ ଦୁଇଥର ଆଇଏସଆଇଏସ୍ ରୁ ଧମକପୂର୍ଣ୍ଣ ଇମେଲ୍ ପଠାଯାଇଥିଲା । ଏନେଇ ସେ ଦିଲ୍ଲୀ ପୋଲିସ୍ ପାଖରେ ଅଭିଯୋଗ କରିଥିଲେ । ତେବେ ପୋଲିସ୍ ଏନେଇ…
ଫାଇନାନ୍ସିଆଲ ଫ୍ରଡ୍ ଉପରେ ଲାଗିବ ଲଗାମ: NPCI ଆଣୁଛି ଏକ ନୂଆ ଟେକ୍ନୋଲୋଜି
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅନଲାଇନରେ ଫାଇନାନ୍ସିଆଲ ଫ୍ରଡ ବହୁଳ ଭାବେ ବୃଦ୍ଧି ପାଇଛି । ଠକମାନେ ଲୋକଙ୍କଠାରୁ ଅର୍ଥ ହଡ଼ପ କରିବା ପାଇଁ ବିଭିନ୍ନ ପ୍ରକାର ତରିକା ଆପଣାଉଛନ୍ତି । ତେବେ ଏବେ ଏଥିରୁ ସମସ୍ତଙ୍କୁ…
ସ୍ୱିଡେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ମାତ୍ର କିଛି ଘଣ୍ଟାରେ ଗଲା ପଦବୀ, ଜାଣନ୍ତୁ କଣ ରହିଛି କାରଣ
ସ୍କଟହୋମ୍: ପ୍ରଧାନମନ୍ତ୍ରୀ ହେବାର ମାତ୍ର କିଛି ଘଣ୍ଟା ପରେ ହିଁ ପଦବୀରୁ ଇସ୍ତଫା ଦେଲେ ସ୍ୱିଡେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ମେଗଡାଲେନା ଆଣ୍ଡରସନ୍ । ସଂସଦରେ ବଜେଟ୍ ପ୍ରସ୍ତାବରେ ଆଣ୍ଡରସନ୍ ସରକାରଙ୍କୁ ପରାଜୟର…
୨୯ରେ ଆସୁଛି ଆଉ ଏକ ଲଘୁଚାପ!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୯ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ…
ଲକ୍ଷଣ ବଦଳାଉଛି କରୋନା, ୪ରୁ ୫ ଦିନ ଭିତରେ ନିୟନ୍ତ୍ରଣକୁ ଆସିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ ଓ ବୁର୍ଲାରେ ସଂକ୍ରମଣ ବ୍ୟାପିବା ପ୍ରସଙ୍ଗରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ସୁନ୍ଦରଗଡ଼ ଓ ବୁର୍ଲାରେ…
୬୦ ନୁହେଁ, ଏବେ ୪୦ ବର୍ଷ ବୟସରେ ମିଳିବ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍! LIC ଆଣିଲା ଏହି ଜବରଦସ୍ତ ପ୍ଲାନ୍
ନୁଆଦିଲ୍ଲୀ: ଏପର୍ଯ୍ୟନ୍ତ ଆପଣ ୬୦ ବର୍ଷ ବୟସରେ ପେନସନ୍ ମିଳିବା କଥା ଶୁଣିଥିବେ ନିଶ୍ଚୟ । କିନ୍ତୁ ଏବେ ଆପଣମାନଙ୍କୁ ପେନସନ୍ ପାଇଁ ଲମ୍ବା ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଜୀବନ ବୀମା ନିଗମ(ଏଲଆଇସି) ଏକ ଜବରଦସ୍ତ…
ରାଜ୍ୟରେ ନାହାନ୍ତି ଯୋଗ୍ୟ ସଂସ୍କୃତ ଶିକ୍ଷକ, ବିଜ୍ଞାପନ ପରେ ଖାଲି ପଡ଼ୁଛି ଶହ ଶହ ପଦବୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଂସ୍କୃତ ବିଷୟକୁ ନେଇ ରାଜ୍ୟରେ ଉଠିଛି ପ୍ରତିବାଦର ସ୍ୱର । ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଆରମ୍ଭ ହେବା ପରେ ଛାତ୍ରଛାତ୍ରୀମାନେ ଆଉ ସଂସ୍କୃତ ଭାଷା ପ୍ରତି ଆଗ୍ରହ ଦେଖାଉ ନାହାନ୍ତି ।…
କଟକଣାରେ ଚାଲିବ ବିଧାନସଭା, ଏପରି ବୁଝାଇ କହିଲେ ବାଚସ୍ପତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ବିପଦ ସମ୍ପୂର୍ଣ୍ଣ ଦୂରେଇ ଯାଇନି । ଏଥିପାଇଁ ଏଥର ବି କୋଭିଡ କଟକଣା ଭିତରେ ଚାଲିବ ବିଧାନସଭା ଅଧିବେଶନ । ଏନେଇ ବାଚସ୍ପତିି ସୂର୍ଯ୍ୟ ନାରାୟଣ ପାତ୍ର…