Browsing Category
Breaking News
ମୁହାଁମୁହିଁ ଧକ୍କା ହେଲା ୨ ବସ୍, ପବନରେ ଉଡ଼ିଗଲା ଡ୍ରାଇଭର: ଦେଖନ୍ତୁ ଦୁର୍ଘଟଣାର ଛାତିଥରା CCTV ଫୁଟେଜ୍
ସଲେମ: ତାମିଲନାଡ଼ୁର ସଲେମ ଜିଲ୍ଲାରେ ୨ଟି ଘରୋଇ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩୦ ଜଣ ଲୋକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ୧୦ ମେ’ ତାରିଖ ସନ୍ଧ୍ୟାରେ ହୋଇଥିଲା । ୩୦ ଜଣ ଯାତ୍ରୀଙ୍କୁ ଇଦାପଦିରୁ ଯାତ୍ରା…
ସାଙ୍ଗ ସହ ଭିଡିଓ କଲରେ ଚାଲିଥିଲା କଥା: ଅଚାନକ୍ ଫ୍ୟାନରେ ଝୁଲିପଡ଼ିଲେ ଏହି ଅଭିନେତ୍ରୀ
ନୂଆଦିଲ୍ଲୀ: ନିକଟରେ ଅନେକ କଳାକାରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ନିକଟରେ ଜଣେ କନ୍ନଡ଼ ଅଭିନେତ୍ରୀ ଚେତନା ରାଜଙ୍କର ସର୍ଜରୀ ସମୟରେ ମୃତ୍ୟୁ ହୋଇଥିଲା । ଏବେ ଖବର ମିଳିଛି କି ଆଉ ଜଣେ ସାଉଥ ଇଣ୍ଡିଆନ୍ ସିନେମା…
ବ୍ରଜରାଜନଗର ଉପନିର୍ବାଚନ: କେବେଠୁ ପ୍ରଚାର ଆରମ୍ଭ କରିବ BJP? ଜାଣନ୍ତୁ ତାରିଖ
ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତ ହୋଇସାରିଛି ରଣନୀତି । ବିଜେଫି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସହ ଷ୍ଟାର ପ୍ରଚାରକ ତାଲିକା ମଧ୍ୟ ଘୋଷଣା ହୋଇଛି । ଅନ୍ୟପଟେ…
ତାରାତାରିଣୀ ପୀଠର ନୂଆ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆଜି ଉତ୍ସବ ମୁଖରିତ । ଜିଲ୍ଲାର ସବୁ ରାସ୍ତା ଆଜି ଯାଇ ପହଞ୍ଚିଛି ମା ତାରାତାରିଣୀଙ୍କ ପୀଠରେ । ଲୋକଙ୍କ ସୁଅ ଛୁଟିଛି ରତ୍ନଗିରି ପାହାଡକୁ, ମାଙ୍କ ଆସ୍ଥାନକୁ । ଗଞ୍ଜାମର ଆରାଧ୍ୟ ଦେବୀ ମା…
ମହଙ୍ଗା ପଡ଼ିଲା ଶାରୀରିକ ସମ୍ପର୍କ: ଜାଣିଣୁଣି HIV ଦେଲା ଯୁବକ, ବର୍ଷକ ପରେ ପୁଣି ଦେଖା ହେବାରୁ…
ନୂଆଦିଲ୍ଲୀ: ଅନେକଥର ଜୋସ୍ ରେ ଆସି ଲୋକମାନେ ହୋସ୍ ହରାଇବସନ୍ତି, ଯାହାକୁ ନେଇ ପରେ ଅନୁତାପ କରିବାକୁ ପଡେ । ଜଣେ ମହିଳାଙ୍କ ସହ ବି କିଛି ଏପରି ଘଟିଛି । ଜଣେ ଯୁବକଙ୍କ ସହ ରିଲେସନସିପରେ ଆସିବା ମହିଳାଙ୍କୁ ମହଙ୍ଗା…
କଂଗ୍ରେସକୁ ବଡ଼ ଝଟକା, ଦଳରୁ ଇସ୍ତଫା ଦେଲେ ହାର୍ଦ୍ଦିକ ପଟେଲ
ଗୁଜରାଟ ବିଧାନସଭା ନିର୍ବାଚନ ପୁର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଏନେଇ ଟୁଇଟରରେ ସୂଚନା ଦେଇଛନ୍ତି ।
ସେ…
ବଡ଼ଦାଣ୍ଡ ମୁକୁଳା ଡ୍ରେନ୍ ନେଲା ଜୀବନ, ଦେଖନ୍ତୁ Video
ପୁରୀ(ଓଡ଼ିଶା ଭାସ୍କର): ମୁକୁଳା ଡ୍ରେନ୍ ନେଲା ଯୁବକଙ୍କ ଜୀବନ । ପୁରୀ ମାର୍କେଟ ଛକ ନିକଟରେ ଘଟିଯାଇଛି ଏହି ଅଘଟଣ । ସେହି ମୁକୁଳା ଡ୍ରେନରେ ପଡ଼ିବା କାରଣରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ତେବେ…
(Video) କିଡ଼ନୀ ଖରାପ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏପରି ଲକ୍ଷଣ: ଅଣଦେଖା କଲେ ଜୀବନ ପ୍ରତି ବିପଦ
ନୂଆଦିଲ୍ଲୀ: କିଡ଼ନୀ ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମଧ୍ୟରୁ ଗୋଟିଏ ହୋଇଥିବା ବେଳେ ଏହାର ଯତ୍ନ ନେବା ଆବଶ୍ୟକ । ଗତ କିଛି ବର୍ଷ ମଧ୍ୟରେ କିଡ଼ନୀ ସମ୍ବନ୍ଧୀୟ ସମସ୍ୟା ଅତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି…
କୋର୍ଟ ବିବାହ ପାଇଁ ଆବେଦନ କଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ, ଜାଣନ୍ତୁ କ’ଣ ରହିଛି କାହାଣୀ
ଜଗତସିଂହପୁର (ଓଡ଼ିଶା ଭାସ୍କର) : ବହୁ ଚର୍ଚ୍ଚିତ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ନିମନ୍ତେ ଆଜି ଜଗତସିଂହପୁର ସବରେଜିଷ୍ଟ୍ରରଙ୍କ କାର୍ଯ୍ୟାଳୟରେ ଆବେଦନ କରାଯାଇଛି । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର…
ବାହାଘର ଭୋଜି ଖାଇ ୧୨ ଅସୁସ୍ଥ: ମେଡିକାଲରେ ଚାଲିଗଲା୨ ଯୁବତୀଙ୍କ ଜୀବନ, ଜାଣନ୍ତୁ କ’ଣ ଖାଇଥିଲେ
ଛିନ୍ଦୱାଡା: ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାର ପାଢୁର୍ଣ୍ଣାରେ ଏକ ବିବାହ ଭୋଜି ଖାଇ ୧୨ ଜଣ ଅସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଛି । ଚିକିତ୍ସା ସମୟରେ ୨ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଅସୁସ୍ଥ ଲୋକଙ୍କୁ…