fbpx
Browsing Category

Breaking News

କରିଆମେଟା ଜଙ୍ଗଲରେ କମ୍ବିଂ ଅପରେସନ୍ ବେଳେ ସୁରକ୍ଷାକର୍ମୀ- ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୨ ଯବାନ ଶହୀଦ

ମାଲକାନଗିରି (ଭାସ୍କର ନ୍ୟୁଜ୍) : ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ। କରିଆମେଟା ଜଙ୍ଗଲରେ ପୋଲିସ ଓ ଆଇଟିବିପି ଯବାନ ପକ୍ଷରୁ କମ୍ବିଂ ଅପରେସନ…

ଆପଣଙ୍କର ପିଲାମାନେ ମଧ୍ୟ ଉଚ୍ଚ ରକ୍ତଚାପର ଶିକାର ହୋଇପାରନ୍ତି, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

ଆପଣମାନଙ୍କ ମଧ୍ୟରୁ କିଛି ଲୋକ ରକ୍ତଚାପର ଶିକାର ହୋଇଥିବେ । ମାତ୍ର ଆପଣମାନେ କଣ ଏକଥା ଜାଣନ୍ତି କି ଛୋଟ ପିଲାମାନେ ମଧ୍ୟ ଉଚ୍ଚ ରକ୍ତଚାପର ଶିକାର ହୋଇଥାନ୍ତି । ଏପରି ଅନେକ କାରଣ ରହିଛି, ଯାହାର ପ୍ରଭାବରେ ଛୋଟ…

ପଞ୍ଚାୟତ ନିର୍ବାଚନ ପାଇଁ ଆସିବ ନୂଆ ନିୟମ: ଏଣିକି ଗଣତି କେନ୍ଦ୍ରରେ ସମସ୍ତଙ୍କ ଉପସ୍ଥିତିରେ ଖୋଲାଯିବ ବାଲାଟ୍ ବକ୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନରେ ହିଂସା ରୋକିବାକୁ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ପଞ୍ଚାୟତ ଭୋଟ ଗଣତି ନେଇ ନୂଆ ନିୟମ ଲାଗୁହେବ । ଏନେଇ ପଞ୍ଚାୟତିରାଜ…

ପାକିସ୍ତାନ ବିମାନକୁ ତାଲିବାନ ମଞ୍ଜୁରି, ଖୋଲୁଛି ଭିତିରି ସମ୍ପର୍କ

ଓଡ଼ିଶା ଭାସ୍କର ବ୍ୟୁରୋ: ପାକିସ୍ତାନ ହିଁ ସପୋର୍ଟ କରୁଛି ତାଲିବାନଙ୍କୁ । ଆଫଗାନିସ୍ତାନରେ ଆତଙ୍କର କାରଣ ତାଲିବାନ ଅପେକ୍ଷା ପାକିସ୍ତାନ ବେଶି । ଏଭଳି ଅଭିଯୋଗ ବିଶ୍ୱ ସ୍ତରରେ ହେଉଥିବାବେଳେ ତାହା ଏକ ପ୍ରକାର…

ଶୋଇବାର ଷ୍ଟାଇଲ୍ କହିବ ଆପଣଙ୍କର ସ୍ୱାସ୍ଥ୍ୟ ଓ ଚରିତ୍ର ବିଷୟରେ, ଜାଣନ୍ତୁ ଏ ବିଷୟରେ

ସାଧାରଣତଃ ପ୍ରତ୍ୟେକ ଲୋକ ଭିନ୍ନ ଭିନ୍ନ ଷ୍ଟାଇଲରେ ବିଛଣାରେ ଶୋଇଥାନ୍ତି । ବିଶେଷଜ୍ଞଙ୍କ ମତରେ, ଜଣେ ଲୋକର ଶୋଇବା ଷ୍ଟାଇଲରୁ ତା’ର ସ୍ୱାସ୍ଥ୍ୟ ଓ ସ୍ୱଭାବ ବିଷୟରେ ବହୁତ କିଛି ଜାଣିହେବ । ପ୍ରାୟତଃ ଲୋକମାନେ ତିନି…

ମାଓ ହମଲାରେ ୨ ଆଇଟିବିପି ଯବାନ ସହିଦ

ଛତିଶଗଡ଼ ନାରାୟଣପୁର ଜିଲ୍ଲା କାଡେମେଟାରେ ମାଓ ହମଲା । ଆମ୍ବୁସ ଲଗାଇ ଯବାନଙ୍କ ଉପରେ ହମଲା କଲେ ମାଓବାଦୀ । ମାଓବାଦୀଙ୍କ ଗୁଳି ମାଡ଼ରେ ୨ ଯବାନ ସହିଦ ସୂଚନା । ଯବାନଙ୍କ ଠାରୁ ବନ୍ଧୁକ, ଗୁଳିଗୋଳା ଛଡ଼ାଇ ନେଇଥିବା ସୂଚନା…

ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ଓଲଟିଲା ଟ୍ରକ, ୧୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । କିଛି ଶ୍ରମିକଙ୍କୁ ନେଇ ଯାଉଥିବା ସମୟରେ ଏକ ଟ୍ରକ୍ ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମହାରାଷ୍ଟ୍ରର ବୁଲଢାଣା…

ଏସିଏଫ୍ ମୃତ୍ୟୁ ରହସ୍ୟ: ଥାନାଧିକାରୀ ମମତା ପଣ୍ଡାଙ୍କୁ ଚାଲିଛି ଜେରା, ପୋଲିସ ଦେଇଥିଲା କ୍ଲିନଚିଟ୍, କ୍ରାଇମବ୍ରାଞ୍ଚ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ୱାରା ଜାରି ରହିଛି । ତେବେ ଆଜି ଗୁରାଣ୍ଡି ଥାନାଧିକାରୀ ମମତା ରାଣୀ…

ନିଜ ରୋଗ ସମ୍ପର୍କରେ ଇଣ୍ଟରନେଟରେ କେବେ ବି ସର୍ଚ୍ଚ କରନ୍ତୁନି, ନଚେତ୍ ଭୋଗିବାକୁ ପଡ଼ିବ ଏହି ସମସ୍ୟା

ଓଡ଼ିଶା ଭାସ୍କର ବ୍ୟୁରୋ: ବର୍ତ୍ତମାନର ଟେକ୍ନୋଲୋଜି ଯୁଗରେ ଇଣ୍ଟରନେଟ୍ ବିନା କୌଣସି କାମ ହେବା ଅସମ୍ଭବ । ଆଜିକା ସମୟରେ ଲୋକମାନଙ୍କର ସବୁଠାରୁ ବଡ଼ ଆବଶ୍ୟକୀୟ ଜିନିଷ ଭାବରେ ଇଣ୍ଟରନେଟ୍ ଉଭା ହୋଇଛି । ତେଣୁ ଆମେ…

ସିନ୍ଧିଆଙ୍କ ପୁରୁଣା ହିସାବ ବରାବର କରିବା ଲକ୍ଷ୍ୟରେ ରହିଛନ୍ତି କମଲ ନାଥ, ହାଇକମାଣ୍ଡଙ୍କୁ ଦେଲେ ନୂଆ ଅଫର୍

ନୂଆଦିଲ୍ଲୀ: ଦିନ ଥିଲା କମଲ ନାଥ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ଥିଲେ । ମାତ୍ର ଅଳ୍ପଦିନ ମଧ୍ୟରେ ତାଙ୍କର ସେଇ ରାଜଗାଦି ଭୁଶୁଡ଼ି ପଡ଼ିଥିଲା । କଂଗ୍ରେସରେ ମନ ମୁତାବକ ପଦ ନ ମଳିବା ଓ କଣଠେସା ହେବା…