Browsing Category
Breaking News
ବଡ଼ଗଡ଼ରେ ଝାଡ଼ାବାନ୍ତି ଆତଙ୍କ: ୨୫ରୁ ଅଧିକ ଆକ୍ରାନ୍ତ, ୧୫ଟା ଗ୍ରାମ ପ୍ରଭାବିତ
ଗଞ୍ଜାମ (ଭାସ୍କର ନ୍ୟୁଜ୍): ସୋରଡା ବ୍ଲକ ବଡ଼ଗଡ଼ରେ ଝାଡ଼ାବାନ୍ତି ଆତଙ୍କ । ପ୍ରତିଦିନ ବଡ଼ଗଡ଼ ମେଡିକାଲରେ ଭର୍ତ୍ତି ହେଉଛନ୍ତି ୨୫ରୁ ଉର୍ଦ୍ଧ ରୋଗୀ । ବଡଗଡ଼ ଓ ଏହାର ଆଖପାଖ ଅଞ୍ଚଳ ସିଙ୍ଗିପୁର, ସିଦ୍ଧପୁର, ଗାଙ୍ଗପୁର,…
ପୁରୀଠାରୁ ୭୪୦ କିମି ଦୂରରେ ବାତ୍ୟା ‘ଅସାନି’: ୧୦ରୁ ୧୨ ପ୍ରବଳ ବର୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୀଷଣ ବାତ୍ୟାର ରୂପ ନେଇ ‘ଅସାନି’ ଉପକୂଳର ନିକଟତର ହେଉଛି । ପୁରୀଠାରୁ ଉତ୍ତର-ଉତ୍ତରପୂର୍ବ ଦିଗରେ ୭୪୦ କିମି ଦୂରରେ ତାହା କେନ୍ଦ୍ରୀଭୂତ ହୋଇଛି । ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି…
୨୦୨୪ ପାଇଁ କଂଗ୍ରେସର ପ୍ରସ୍ତୁତ ହେବ ରଣନୀତି ! ଆଜି ହାଇକମାଣ୍ଡଙ୍କୁ ଭେଟି ‘ୱାନ ଟୁ ୱାନ୍’ ଆଲୋଚନା କରିବେ ଦଳୀୟ ନେତା
ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଓ ନେତାଙ୍କ ମଧ୍ୟରେ ବାକ୍ଯୁଦ୍ଧ ଦୀର୍ଘ ଦିନ ହେବ ଲାଗି ରହିଛି । ଫଳରେ ରାଜ୍ୟରେ ଦଳ ଉଧେଇବାର ନାଁ ଧରୁନାହିଁ । ଏକ୍ଷେତ୍ରରେ କଂଗ୍ରେସ ସଂଗଠନକୁ ମଜଭୁତ…
ରାଶିଫଳ(ସୋମବାର,୦୯ ମେ,୨୦୨୨)
ମେଷ : ଆଜି ଆପଣ ଧାର୍ମିକ ଏବଂ ମାଙ୍ଗଳିକ ମୁହୂର୍ତ୍ତ ଉପସ୍ଥିତ ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। କ୍ରୋଧର କାରଣରୁ ଅଫିସ କିମ୍ବା ଘରେ ମନମାଳିନ୍ୟ ହେବାର ଆଶଙ୍କା ରହିବ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ…
ଆଜି ଭାରତ-ବାଂଲାଦେଶ ସୀମା ପରିଦର୍ଶନ କରିବେ ଶାହା
ଗୌହାଟୀ: ଆଜି ଭାରତ-ବାଂଲାଦେଶ ସୀମାରେ ମାନକଚାରରେ ପହଂଚିବା ପରେ ଦକ୍ଷିଣ ସଲମାରା-ମାନକଚର ଜିଲ୍ଲାର ମାନକଚର ପରିଦର୍ଶନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ ମାନକଚାରରରେ ଆସାମମେଘାଳୟ ସୀମାରେ କାମାଖାବାରି…
ବଙ୍ଗୋପସାଗରରେ ଭୟଙ୍କର ହେଉଛି ‘ଅସାନୀ’: ଆଜିଠୁ ୪୦ରୁ ୫୦ କି.ମି. ବେଗରେ ପବନ ବୋହିବ, କାଲି ସନ୍ଧ୍ୟାରୁ ବର୍ଷିବ
ନୂଆଦିଲ୍ଲୀ/ଭୁବନେଶ୍ୱର, : ବଙ୍ଗୋପସାଗରରେ ଭୟଙ୍କ ବାତ୍ୟାର ରୂପ ନେଇ ଆଗକୁ ବଢ଼ୁଛି । ଏହାର ନାଁ ‘ଅସାନୀ’ ରଖାଯାଇଛି । ‘ଅସାନୀ’ର ଅର୍ଥ ହେଉଛି କ୍ରୋଧ । ଶ୍ରୀଲଙ୍କା ପକ୍ଷରୁ ଏହି ବାତ୍ୟାର ନାମକରଣ କରାଯାଇଛି ।…
ଦିଲ୍ଲୀ ଉପରେ ଭାରି ପଡିଲେ ଚେନ୍ନାଇ ବୋଲର: ବିଶାଳ ସ୍କୋରର ପିଛା କରି ୧୧୭ରେ ଅଟକିଲା ପନ୍ତ ପାୱାର
ମୁମ୍ବାଇ: ଧମାକାଦାର ବ୍ୟାଟିଂ, ଆଉ ପରେ ଜବରଦସ୍ତ ବୋଲିଂର ପ୍ରଦର୍ଶନ କରିଛି ଚେନ୍ନାଇ ସୁପର କିଙ୍ଗସ । ବ୍ୟାଟିଂରେ କମାଲ କରି ୨୦୯ ରନର ବିଜୟ ଲକ୍ଷ୍ୟ ଦେବା ପରେ ଦିଲ୍ଳୀକୁ ଧୂଳି ଚଟାଇଛି ଚେନ୍ନାଇ । ଧୋନୀଙ୍କ ବୋଲର…
ପ୍ରଶ୍ନପତ୍ର ବାତିଲ ପରେ ରଦ୍ଦ ହେଲା ବିପିଏସସି ୬୭ତମ ପରୀକ୍ଷା: କେମିତି ହେଲା ଲିକ୍ ? ଯାଞ୍ଚ କରିବ ସାଇବର ସେଲ୍
ପ୍ରଶ୍ନପତ୍ର ଭାଇରାଲ ହେବା ମାମଲା ପରେ ବିହାର ଲୋକ ସେବା ଆୟୋଗ ୬୭ ତମ ସଂଯୁକ୍ତ ପ୍ରାଥମିକ ପରୀକ୍ଷା(ପିଟି) କୁ ରଦ୍ଧ କରିଛି । ପ୍ରଶ୍ନପତ୍ର କେମିତି ଲିକ୍ ହୋଇଛି, କିଏ ଭାଇରାଲ କରିଛି, ଏହାର ଯାଞ୍ଚ ସାଇବର ସେଲ୍…
ଦିଲ୍ଲୀ ବିରୋଧରେ ଧୋନୀଙ୍କ ଧମାଲ: ମାତ୍ର ୨୧ ରନ କରି ବି ରେକର୍ଡ କଲେ କ୍ୟାପଟେନ କୁଲ ମାହି
ମୁମ୍ବାଇ: ଦିଲ୍ଲ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଚାଲିଥିବା ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀକୁ ୨୦୯ ରନର ଟାର୍ଗେଟ ଦେଇଛି ଚେନ୍ନାଇ । ଡେଭନ କନୱେଙ୍କ ଦମଦାର ପାଳି…
(Video) ରାସ୍ତା ଉପରେ ଶୋଇ ଆରାମ କଲେ ସିଂହ, ପର୍ଯ୍ୟଟକ ହେଲେ ହଟହଟା, ଦେଖନ୍ତୁ ଭାଇରାଲ ଭିଡିଓ…
ଜଙ୍ଗଲ ସଫାରୀରେ ଯିବାକୁ ଅନେକ ଲୋକ ଭୟ କରିଥାନ୍ତି କାରଣ ସଫାରୀରେ ହୁଏତ ବାଘ ହେଉ କି ସିଂହ ପାଖକୁ ଆସିବାର ଭୟ ରହିଥାଏ । କିନ୍ତୁ ଯଦି ସାମ୍ନାରେ ୩-୩ ଟି ସିଂହ ଆସିଯାଆନ୍ତି ତା’ହେଲେ ତ’ କଥା ସରିଲା । କିଛି ଏଭଳି…