CHARIDHAM
Browsing Category

Breaking News

ଯୋଗାଣ ବୃଦ୍ଧି ପରେ ଖାଇବା ତେଲ ମୂଲ୍ୟରେ ୧୫ ଟଙ୍କା ହ୍ରାସ, ଆଗକୁ ଆହୁରି ଶସ୍ତା ହେବ ବୋଲି ଆଶା

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଦେଶରେ ବର୍ତ୍ତମାନ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଉପରମୁହାଁ ରହିଛି। ଏଭଳି ସମୟରେ ବ୍ରାଣ୍ଡେଡ୍ କମ୍ପାନୀ ଖାଇବା ତେଲର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ସୂଚନା…

ଗଭୀର ସମୁଦ୍ରରେ ଟ୍ରଲର ନିଖୋଜ: ୧୩ ମତ୍ସ୍ୟଜୀବୀଙ୍କର ମିଳୁନି ପତ୍ତା

ପଟ୍ଟାମୁଣ୍ଡାଇ(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ଟ୍ରଲର ସହ ୧୩ ମତ୍ସ୍ୟଜୀବୀ ନିଖୋଜ । ସମୁଦ୍ରକୁ ମାଛ ଧରିବାକୁ ଯାଇ ଟ୍ରଲର ନିଖୋଜ ହୋଇଥିବା ଘଟଣା ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ରାଜନଗର ବ୍ଲକ ତାଳଚୁଆ ନିକଟ…

ଅଗ୍ନିପଥ ଯୋଜନାକୁ ନେଇ ଜଳୁଛି ନିଆଁ, ବିହାରରେ ପ୍ରଦର୍ଶନକାରୀ ଟ୍ରେନ୍ ଜାଳିଦେଲେ

ବିହାର(ଓଡ଼ିଶା ଭାସ୍କର): ଅଗ୍ନିପଥ ଯୋଜନାକୁ ନେଇ ଶୁକ୍ରବାର ମଧ୍ୟ ବିରୋଧ ପ୍ରଦର୍ଶନ ଜାରି ରହିଛି। ବିହାରରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଧୀରେଧୀରେ ଉତ୍ତର ପ୍ରଦେଶ, ହରିୟାଣା, ରାଜସ୍ଥାନ ଦେଇ ଦିଲ୍ଲୀ ପର୍ଯ୍ୟନ୍ତ…

ଲଗାତାର ଦ୍ୱିତୀୟ ଦିନରେ ୧୨ ହଜାର ଟପିଲା ଦୈନିକ ସଂକ୍ରମଣ: ଚାଲିଗଲା ୧୪ ଜୀବନ, ମହାରାଷ୍ଟ୍ରରେ ସବୁଠାରୁ ଅଧିକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଲଗାତାର ଦ୍ୱିତୀୟ ଦିନରେ ୧୨ ହଜାର ଅତିକ୍ରମର କରିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ୧୨,୮୪୭ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । କାଲି…

ବିଚ୍ ରାସ୍ତାରେ ହେଲା ୫୦୦ ଟଙ୍କିଆ ନୋଟର ବର୍ଷା: ଲାଗିଗଲା ଲୋକଙ୍କ ଭିଡ଼, ଦେଖନ୍ତୁ Video

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକଥର ଏପରି କିଛି ଭିଡିଓ ସାମ୍ନାକୁ ଆସିଥାଏ, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ସେହିପରି ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ…

ଭୁଲ୍ ସ୍ଥାନରେ ପାର୍କିଂ ଗାଡ଼ିର ଫଟୋ ପଠାଇଲେ ମିଳିବ ୫୦୦ ଟଙ୍କା, ମାଲିକ ଦେବ ଜୋରିମାନା: ନୀତିନ ଗଡ଼କରୀଙ୍କ ଘୋଷଣା

ନୂଆଦିଲ୍ଲୀ: ଭୁଲ ଭାବରେ ରାସ୍ତାରେ ପାର୍କିଂ ହୋଇଥିବା ଗାଡ଼ିର ଫଟୋ ପଠାଇଲେ ଏଣିକି ମିଳିବ ୫୦୦ ଟଙ୍କାର ପୁରସ୍କାର । ସରକାର ଖୁବଶୀଘ୍ର ଏପରି ଏକ ଆଇନ ଲାଗୁ କରିବାକୁ ଯାଉଛନ୍ତି । ଏହା ସହ ଭୁଲରେ ପାର୍କିଂ କରିଥିବା…

ଡ୍ରାଗନ୍ ସେନାର ଦାଦାଗିରି, ପୁଣି ସୀମାରେ ଚଳାଇଛି ନିର୍ମାଣ କାର୍ଯ୍ୟ

ନୁଆନଦିଲ୍ଲୀ : ଭାରତ ସୀମାରେ ଚୀନ ସଦାସର୍ବଦା ତାର କ୍ଷମତା ଜାହିର ଜହିର କରିବାରେ ଲାଗିଛି । ପୂର୍ବରୁ ବେଶ କିଛଦିନ ତଳେ ସୀମାବିବାଦ ଏବଂ ଦୁଇ ସେନାଙ୍କ ମଧ୍ୟରେ ଧସ୍ତା ଧସ୍ତି ଯୋଗୁ କିଛି ସେନା ପ୍ରାଣ ହାରିଥିବାବେଳେ…

ସମ୍ବୁଲପୁର-ଟିଟିଲାଗଡ଼ ରୁଟ୍‌ରେ ଚାଲିଛି ଉପମାର୍ଗ ନିର୍ମାଣ କାର୍ଯ୍ୟ, ୨ ଟ୍ରେନ୍‌ ଆଂଶିକ ବାତିଲ୍‌

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ସମ୍ବୁଲପୁର-ଟିଟିଲାଗଡ଼ ରେଲୱେ ସେକ୍ସନରେ ଡୁଙ୍ଗୁରିପାଲ୍ଲି ଏବଂ ଖଲିଆପାଲ୍ଲୀ ଷ୍ଟେସନ୍‌ ମଧ୍ୟରେ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପମାର୍ଗ ନିର୍ମାଣ ପାଇଁ ଶୁକ୍ରବାର ୨ ଯୋଡା ଟ୍ରେନ୍‌ ଆଂଶିକ…

ଆଜିଠୁ ଖୋଲିବ ସ୍କୁଲ: ଜାଣନ୍ତୁ ଗଣଶିକ୍ଷା ବିଭାଗର ଗାଇଡଲାଇନ

ଭୁବନେଶ୍ୱର: ୧୧ ଦିନିଆ ଖରା ଛୁଟି ପରେ ଆଜିଠୁ ଖୋଲିବ ସ୍କୁଲ । ଆଜିଠୁ ଛାତ୍ରଛାତ୍ରୀଙ୍କର କ୍ଲାସ ରୁମ ପାଠପଢ଼ା ଆରମ୍ଭ ହେବ । ଦିନ ୧୦ଟାରୁ ଅପରାହ୍ଣ ୪ଟା ଯାଏଁ ସ୍କୁଲ ଚାଲିବ । ୯ଟା ୩୦ରୁ ଅପରାହ୍ଣ ୪ଟା ୩୦ ପର୍ଯ୍ୟନ୍ତ…

ରାଶିଫଳ(ଶୁକ୍ରବାର,୧୭ ଜୁନ,୨୦୨୨)

ମେଷ : ବ୍ୟବସାୟୀମାନଙ୍କ ପାଇଁ ଆଜିର ଦିନ ଲାଭଦାୟୀ ଅଟେ । ପରିବାରର ଆନନ୍ଦଦାୟୀ ବାତାବରଣ ମଧ୍ୟ ଆପଣଙ୍କ ମନକୁ ପ୍ରଫୁଲ୍ଲିତ ରଖିବାରେ ସହାୟତା କରିବ । ସ୍ୱାସ୍ଥ୍ୟରେ ବୃଦ୍ଧି ହେବ । ସହଯୋଗିମାନଙ୍କର ଭଲ ସହଯୋଗ ମିଳିବ ।…