CHARIDHAM
Browsing Category

Breaking News

ଘରେ ଅସରପା ପୋଷିଲେ ମିଳିବ ଦେଢ଼ଲକ୍ଷ ଟଙ୍କା: ଏହି କମ୍ପାନୀ ଦେଉଛି ନିଆରା ଅଫର୍

ଘରେ କିଏ ବା ଅସରପା ଦେଖିବାକୁ ପସନ୍ଦ କରିବ । ଘରେ ଯଦି ଏକ ଅସରପା ଦେଖାଯାଏ, ତେବେ ତାକୁ ସଙ୍ଗେସଙ୍ଗେ ବାହାରକୁ ତଡିଦେବା ପାଇଁ ଆମେ ସମସ୍ତେ ଚାହାଁନ୍ତି । ଯଦି ଆପଣଙ୍କୁ ଘରେ ଅସରପା ପୋଷିବା ପାଇଁ ଟଙ୍କା ଦିଆଯାଏ,…

ସିଲିଣ୍ଡର ପରେ ମହଙ୍ଗା ହେଲା ଗ୍ୟାସ୍ କନେକ୍ସନ, ଜାଣନ୍ତୁ କେତେ ଦେବାକୁ ପଡିବ ଦାମ୍

ନୂଆଦିଲ୍ଲୀ: ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଅତ୍ୟାବଶ୍ୟକ ଜୀବନରୁ ଦମଦାମ୍ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ଉପଭୋକ୍ତା । ତେବେ ଏହି ଧାଡିରେ ଏବେ ସାମିଲ ହୋଇଯାଇଛି ଗ୍ୟାସ୍…

ସ୍ନାନ ପୂର୍ଣ୍ଣିମାରେ ଅଘଟଣ: ନରେନ୍ଦ୍ର ପୋଖରୀରେ ବୁଡି ଜଣେ ଯୁବକ ମୃତ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଲାଗିଛି ଭକ୍ତଙ୍କ ଗହଳି । ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ନୀଳାଚଳ ଧାମ । ଦୀର୍ଘ ଦୁଇ ବର୍ଷ ପରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଦେଖିବା ପାଇଁ ହଜାର ହଜାର…

ବୋରୱେଲରୁ ଉଦ୍ଧାର ପରେ ବିଗିଡିଲା ରାହୁଲର ସ୍ୱାସ୍ଥ୍ୟବସ୍ଥା: ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ: ଦୀର୍ଘ ସମୟରେ ଚେଷ୍ଟା ପରେ ସଫଳ ହୋଇଛି ଅପରେସନ ରାହୁଲ । ବୋରୱେଲରେ ଫସି ରହିଥିବା ରାହୁଲକୁ ଉଦ୍ଧାର କରିବାରେ ସଫଳ ହୋଇଛି ଇଣ୍ଡିଆନ ଆର୍ମି । ତେବେ ଉଦ୍ଧାର ପରେ ରାହୁଲକୁ ଚିକିତ୍ସା ପାଇଁ ମେଡିକାଲରେ…

ଆସନ୍ତା ଏକ ବର୍ଷ ମଧ୍ୟରେ ୧,୪୮,୪୬୩ ଲୋକଙ୍କୁ ନିଯୁକ୍ତି ଦେବ ରେଲୱେ: ଜାଣନ୍ତୁ କ’ଣ ରହିଛି ଯୋଜନା

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆସିଛି ଖୁସିଖବର । କାରଣ ଆସନ୍ତା ଏକ ବର୍ଷ ଭିତରେ ୧,୪୮,୪୬୩ ଲୋକଙ୍କୁ ନିଯୁକ୍ତି ଦେବ ଭାରତୀୟ ରେଳବାଇ । ଗତ ୮ ବର୍ଷରେ ବାର୍ଷିକ ୪୩,୬୭୮ ଲୋକଙ୍କୁ ଭର୍ତ୍ତି କରାଯାଇଥିଲା…

ପୁଣି ବଡମ୍ବା ରେଞ୍ଜରେ ମିଳିଲା ଆଉ ଏକ ହାତୀ କଙ୍କାଳ

ଭୁବନେଶ୍ୱର: ରାଜ୍ୟରେ ହାତୀଙ୍କ ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନ ଉଠି ଚାଲିଛି । ବିଭିନ୍ନ ସ୍ଥାନରେ ହାତୀ ଅସୁରକ୍ଷିତ ହୋଇ ରହିଥିବା ଦେଖିବାକୁ ମିଳୁଛି । ନରସିଂହପୁର ଜଙ୍ଗଲରେ ହାତୀକୁ ଗୁଳିବଦ୍ଧ ହାତୀର ମୃତ୍ୟୁ…

ତୃତୀୟ ଥର ପାଇଁ EDରେ ହାଜର ହେବେ ରାହୁଲ ଗାନ୍ଧୀ: ଜାଣନ୍ତୁ ଜେରା ସମ୍ବନ୍ଧିତ କିଛି ରୋଚକ ତଥ୍ୟ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡେ ମାମଲାରେ ତୃତୀୟ ଥର ପାଇଁ ଆଜି ପୁଣି ଥରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଜେରା କରିବ ପ୍ରବର୍ତ୍ତନ ନ୍ୟାୟାଳୟ(ଇଡି) । ମିଳିଥିବା ଖବର ଅନୁଯାୟୀ, ମଙ୍ଗଳବାର ଅର୍ଥାତ୍ ଗତକାଲି…

FD ଜମାରାଶିର ସୁଧହାର ବୃଦ୍ଧି କଲା SBI

ନୁଆଦିଲ୍ଲୀ: ଫିକ୍ସଡ୍ ଡିପୋଜିଟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସୁଧହାର ବୃଦ୍ଧି କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ ସପ୍ତାହରେ ରେପୋରେଟ୍ ବୃଦ୍ଧି କରିବାରୁ SBI ଏଭଳି ପଦକ୍ଷେପ ନେଇଛି । SBI ୱେବସାଇଟର…

(Video) ସୂର୍ଯ୍ୟରେ ୮ ଘଣ୍ଟା ଧରି ବିସ୍ଫୋରଣ: ସୌରଝଡର ଘନେଇଲା ବିପଦ

ନୂଆଦିଲ୍ଲୀ: ପୂର୍ବରୁ କିଛି ମାସ ତଳେ ସୂର୍ଯ୍ୟରେ ବିସ୍ଫୋରଣ ହେବା ଘଟଣା ବର୍ତ୍ତମାନ ବଢ଼ିଚାଲିଛି । ସୋମବାର ଏକ ବଡ଼ ବିସ୍ଫୋରଣ ଘଟିଛି ଯାହାକି ଲଗାତର ଭାବେ ୮ ଘଣ୍ଟାଧରି ଚାଲିଥିଲା । ଏହାକୁ ନାସାର ସୋଲାର ଡାଇନେମିକସ…

୪୮ ଘଣ୍ଟାରେ ଓଡ଼ିଶା ଛୁଇଁବ ମୌସୁମୀ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରଜର ପ୍ରଥମ ଦିନରେ ତାତିର ପ୍ରଭାବ ଆହୁରି ବଢ଼ିଯାଇଥିବା ବେଳେ ଆସିଛି ଏକ ଆଶ୍ୱସ୍ତିକର ଖବର । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ…