CHARIDHAM
Browsing Category

Breaking News

ଭୁବନେଶ୍ୱରରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଯାହାକୁ ପାଇଲା ତାକୁ ହାଣିଲା!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଜଣେ ମାନସିକ ଅନଗ୍ରସର ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଭିଏସଏସ ନଗରରେ ଏକାଧିକ ବ୍ୟକ୍ତିଙ୍କୁ ଯୁବକ ଜଣକ ଆକ୍ରମଣ କରିଥିବା ଜଣାପଡିଛି । ଯୁବକଙ୍କ ଛୁରାମାଡ଼ରେ ୨ ଜଣ…

IPL ମ୍ୟାଚର ପ୍ରସାରଣ ପାଇଁ ଟିଭି ଓ ଡିଜିଟାଲ ମିଡିଆକୁ ମିଳିଲା ଅଧିକାର

ନୂଆଦିଲ୍ଲୀ: ଆଇପିଏଲ ମ୍ୟାଚର ପ୍ରସାରଣ ପାଇଁ ଟିଭି ଓ ଡିଜିଟାଲ ମିଡିଆକୁ ମିଳିଛି ଅଧିକାର । ଆଗାମୀ ଆଇପିଏଲ ମ୍ୟାଚର ପ୍ରସାରଣ ପାଇଁ ଅଧିକାର ମିଳିଛି । ୪୩ ହଜାର ୨୫୫ କୋଟିରେ ୫ ବର୍ଷ ପାଇଁ ଆଗାମୀ ଆଇପିଏଲ ମ୍ୟାଚର…

“ଅପରେସନ୍ ରାହୁଲ” ୬୦ ଘଣ୍ଟା ବିତିଲାଣି, ବାହାର କରିବାରେ ବିଫଳ ହେଲା ରୋବଟ୍

ଛତିଶଗଡ଼(ଓଡ଼ିଶା ଭାସ୍କର): ୫୦ ଘଣ୍ଟା ବିତି ସାରିଲାଣି, ତଥାପି ବଞ୍ଚିବାକୁ ୮୦ ଫୁଟ୍ ତଳେ ସଂଘର୍ଶ କରୁଛି ରାହୁଲ। ଉଦ୍ଧାର କାରୀ ଦଳ ଚେଷ୍ଟା ଜାରି ରଖିଛନ୍ତି। "ଅପରେସନ୍ ରାହୁଲ" ବର୍ତ୍ତମାନ ଯେକୌଣସି ସମୟରେ ସମାପ୍ତ…

ଝିଅ ଜନ୍ମ ପରେ ଅଭିନେତ୍ରୀ ସେୟାର କଲେ ଡେଲିଭରି Video : ଏପରି ହୋଇଥିଲା ଅବସ୍ଥା

ମୁମ୍ବାଇ: ଅଭିନେତ୍ରୀ ପ୍ରଣିତା ସୁଭାଷ ଏବେ ନିଜ ଜୀବନର ସବୁଠାରୁ ସାନଦାର୍ ସମୟ ଉପଭୋଗ କରୁଛନ୍ତି । ମା’ ହେବା ପରେ ପ୍ରଣିତା ନିଜର ସମସ୍ତ ସମୟ ଝିଅକୁ ପାଳିବାରେ ଦେଉଛନ୍ତି ଓ ଅନେକ ସ୍ମୃତିକୁ ସଜାଡି ରଖୁଛନ୍ତି । ଏବେ…

ଇଡି କାର୍ଯ୍ୟାଳୟରେ ହାଜର ହେଲେ ରାହୁଲ ଗାନ୍ଧୀ, ନୋଟିସକୁ ବିରୋଧ କରି କଂଗ୍ରେସର ସତ୍ୟାଗ୍ରହ

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନିକଟରେ ହାଜର ହୋଇଛନ୍ତି ରାହୁଲ ଗାନ୍ଧୀ। ଏହି ମାମଲାରେ ପଚରାଉଚରା ପାଇଁ ତାଙ୍କୁ ଇଡି ନୋଟିସ କରିଥିଲା ତାଙ୍କ ସହିତ…

ଖବର ପ୍ରସାରଣ ପରେ ଖୋଲିଲା ସିଂହଦ୍ୱାର: ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ(ଓଡ଼ିଶା ଭାସ୍କର): ଶେଷରେ ଖୋଲିଲା ସିଂହଦ୍ୱାର । ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସେବାୟତଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା ପରେ ସିଂହଦ୍ୱାର ଖୋଲିଥିବା ସୂଚନା ମିଳିଛି । ଚାରିଦ୍ୱାର ବନ୍ଦ ନେଇ…

ଅଖଣ୍ଡ ସୌଭାଗ୍ୟ ପାଇଁ କାଲି ପାଳନ୍ତୁ ବଟ ପୂର୍ଣ୍ଣିମା ବ୍ରତ: ଜାଣନ୍ତୁ ଶୁଭ ମୁହୂର୍ତ୍ତ ଓ ବିଧି

ନୂଆଦିଲ୍ଲ: ଚଳିତବର୍ଷ ବଟ ପୂର୍ଣ୍ଣିମା ବ୍ରତ ୧୪ ଜୁନ୍ ୨୦୨୨ ମଙ୍ଗଳବାର ଦିନ ପାଳନ କରାଯିବ । ଏହି ଦିନ ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଆୟୁଷ ପାଇଁ ବରଗଛ ମୂଳରେ ପୂଜା କରନ୍ତି । ବରଗଛ ମୂଳରେ ତ୍ରିଦେବ ଅର୍ଥାତ୍…

ବିଧାନସଭାର ନୂଆ ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । ଶେଷରେ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ । ସ୍ୱତନ୍ତ୍ର ଅଧିବେଶନରେ ନିଦ୍ୱର୍ନ୍ଦ୍ୱରେ ବିକ୍ରମ କେଶରୀ ଆରୁଖ…

ଶ୍ରଦ୍ଧା କପୁରଙ୍କ ଭାଇଙ୍କୁ ଅଟକ ରଖିଲା ବେଙ୍ଗାଲୁରୁ ପୋଲିସ, ଡ୍ରଗ୍ସ ସେବନ ଅଭିଯୋଗ

ବେଙ୍ଗାଲୁରୁ (ଓଡ଼ିଶା ଭାସ୍କର): ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇକୁ ବେଙ୍ଗାଲୁରୁ ପୋଲିସ ଅଟକ ରଖିଛି । ସିଦ୍ଧାନ୍ତ କପୁରଙ୍କ ଉପରେ ଡ୍ରଗ୍ସ ନେବାର ଅଭିଯୋଗ ଲାଗିଛି । ପୋଲିସ ଚଢାଉ କରିବା ପରେ ତାଙ୍କୁ…

ଏଣିକି ସରକାରୀ ସ୍କୁଲରେ ପାଠ ପଢ଼ାଇବେ ପ୍ରାଇଭେଟ୍ ଶିକ୍ଷକ

ନୂଆଦିଲ୍ଲୀ: ବେସରକାରୀ ଶିକ୍ଷକଙ୍କ ପାଇଁ ଆସିଛି ବଡ଼ ଖୁସିଖବର । ଏଣିକି ବେସରକାରୀ ଶିକ୍ଷକମାନେ ମଧ୍ୟ ସରକାରୀ ଇଂରାଜୀ ବିଦ୍ୟାଳୟରେ ଗେଷ୍ଟ ଫେକଲ୍ଟୀ ଭାବରେ ପାଠ ପଢ଼ାଇପାରିବେ । ସେହି ହିସାବରେ ତାଙ୍କୁ ଘଣ୍ଟା ପ୍ରତି…