
Browsing Category
Breaking News
ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ଅବସ୍ଥା ସଙ୍କଟାପନ୍ନ
ନୂଆଦିଲ୍ଲୀ: ପାକିସ୍ତାନରୁ ଏକ ଦୁଃଖଦ ଖବର ଆସିଛି । ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ତେବେ ୭୯ ବର୍ଷୀୟ ମୁଶାରଫ ଦୁବାଇଠାରେ ଚିକିତ୍ସିତ ହେଉଛନ୍ତି ।…
ଆସନ୍ତା ଜୁଲାଇ ପହିଲାରୁ ଦେଶରେ ବ୍ୟାନ୍ ହେବ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍: ସମସ୍ୟା ଘେରରେ ଶିଳ୍ପ ସଂସ୍ଥା, ରୋଜଗାର ହରାଇବେ କୋଟି କୋଟି ଲୋକ
ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସ ପହିଲାରୁ ଦେଶରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଉପରେ କଟକଣା ଲାଗୁ ହେବାକୁ ଯାଉଛି । ତେବେ ପ୍ଲାଷ୍ଟିକ୍ ବ୍ୟାନ ପରିବେଶ ସୁରକ୍ଷା ଦୃଷ୍ଟିରୁ ଏକ ସଠିକ୍ ପଦକ୍ଷେପ ହେଲେ ମଧ୍ୟ ଏହାର…
ବାରବାଟୀ ମ୍ୟାଚ ପାଇଁ ବ୍ୟାପକ ବ୍ୟବସ୍ଥା: MO BUS ଯୋଗାଇବ ସ୍ୱତନ୍ତ୍ର ସେବା
କଟକ(ଓଡ଼ିଶା ଭାସ୍କର): ଜୁନ୍ ୧୨ ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି । ମ୍ୟାଚ…
ତାତିରୁ ମିଳିବ ଆଶ୍ୱସ୍ତି: ଆଗାମୀ ତିନିଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପଟେ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଉପକୂଳ ଓଡ଼ିଶାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ରୌଦ୍ରତାପ । ତେବେ ଏହାରି…
ଅନୁଭବ-ବର୍ଷା ବିବାଦ: ଷ୍ଟାର ଦମ୍ପତିଙ୍କ କଳହରେ ଆସିଲା ପୁଣି ନୂଆ ଟ୍ୱିଷ୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସିନେ ତାରକା ତଥା ରାଜନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦାମ୍ପତ୍ୟ କଳହରେ ଦିନକୁ ଦିନ ନୂଆ ଟ୍ୱିଷ୍ଟ ଯୋଡ଼ି ହେବାରେ ଲାଗିଛି । ତେବେ ବର୍ଷା ତାଙ୍କର ସ୍ୱାମୀ…
‘ରଣବୀର ଭର୍ସେସ ୱାଇଲ୍ଡ’: ବେୟର ଗ୍ରିଲ୍ସଙ୍କ ସହ ଦୁଃସାହସିକ ଯାତ୍ରା କଲେ ରଣବୀର ସିଂ
ନୂଆଦିଲ୍ଲୀ: ରଣବୀର ସିଂଙ୍କୁ କିଏ ବା ନଜାଣେ । ଅଭିନେତା ଭାବେ ରଣବୀର ସିଂ ଜଣେ ଚମତ୍କାର କଳାକାର । ରଣବୀର ସିଂ ନିଜର ଅତରଙ୍ଗୀ ପୋଷାକ ପାଇଁ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି । ତେବେ ସିମ୍ବା ଓ ପଦ୍ମାବତ ଭଳି…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୦ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…
୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକ ହରାଇଲେ ୩.୧୫ ଲକ୍ଷ କୋଟି
ନୂଆଦିଲ୍ଲୀ: ଗତକାଲି ଭାରତୀୟ ଶେୟାର ବଜାରରେ ଉନ୍ନତି ପରିଲକ୍ଷିତ ହୋଇଥିଲାବେଳେ ଆଜି ଶୁକ୍ରବାର କିନ୍ତୁ ପୁଣି କ୍ଷତି ଦେଖିବାକୁ ମିଳିଛି । ବୈଶ୍ୱିକ ସ୍ତରରେ ଆର୍ଥକ ମାନ୍ଦାବସ୍ତା କାରଣରୁ ଅନେକ ଦେଶର ଶେୟାର ବଜାର…
ଆସନ୍ତା ଜୁଲାଇ ୨ରୁ ବିଧାନସଭା ଅଧିବେଶନ ଆରମ୍ଭ, ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ମାସ ୨ ତାରିଖରୁ ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ । ଅଧିବେଶନ…
କୋଲାକାତା ବାଂଲାଦେଶ ହାଇକମିଶନ ନିକଟରେ ଗୁଳିକାଣ୍ଡ: ୨ ମୃତ
କେଲକାତା: କୋଲକାତାରେ ଅବସ୍ଥିତ ବାଂଲାଦେଶ ହାଇକମିଶନ ପରିସରରେ ଘଟିଛି ବଡ ଧରଣର ଗୁଳିକାଣ୍ଡ । ଏହି ଘଟଣାରେ ଦୁଇ ଜଣ ସାଧାରଣ ଜନତା ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି । ତେବେ ଗୁଳିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା…