Browsing Category
Breaking News
ପୌର ଉପାଧ୍ୟକ୍ଷ ଓ ଡେପୁଟି ମେୟର ପାଇଁ ଲାଗୁ ହେବ ନୂଆ ନିୟମ, ଜାଣନ୍ତୁ କ’ଣ ସେଗୁଡ଼ିକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ରାଜ୍ୟରେ ମେୟରଙ୍କୁ ଜନସାଧାରଣ ସିଧାସଳଖ ଭାବେ ଭୋଟ ଦେଇ ବାଛିଛନ୍ତି । ତେବେ ଏହାପରେ ପୌର ସଂସ୍ଥା ଉପାଧ୍ୟକ୍ଷ ଓ ଡେପୁଟି ମେୟର ପଦବୀ ପାଇଁ ପରୋକ୍ଷ ନିର୍ବାଚନ ହେବ । ଏହି…
୭ରେ ପୌରସଂସ୍ଥା ଉପାଧ୍ୟକ୍ଷ ଓ ଡେପୁଟି ମେୟର ନିର୍ବାଚନ: ଚୌକି ପାଇଁ ଶାସକ ଓ ବିରୋଧ ମଧ୍ୟରେ ଚାଲିଛି କସରତ
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଆସନ୍ତା ୭ ତାରିଖରେ ୧୦୫ଟି ପୌରସଂସ୍ଥାର ଉପାଧ୍ୟକ୍ଷ ଓ ୩ଟି ମହାନଗର ନିଗମର ଡେପୁଟି ମେୟର ପଦବୀ ନିମନ୍ତେ ପରୋକ୍ଷ ଭାବେ ନିର୍ବାଚନ ଅନୁଷ୍ଠିତ ହେବ । ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ…
ରାଜ୍ୟର ୧୧୨ ଏମର୍ଜେନ୍ସି ରେସ୍ନ୍ସ ବାହାନର ଶୁଭାରମ୍ଭ କଲେ ସ୍ୱତନ୍ତ୍ର ଡିଜି ମନୋଜ ଛାବ୍ରା, ପ୍ରଥମ ପର୍ଯ୍ୟୟରେ ୧୦୬ଟି ଗାଡ଼ି ହେଲା ସାମିଲ
କଟକ(ଭାସ୍କର ନ୍ୟୁଜ୍): ରାଜ୍ୟରେ ଜରୁରୀକାଳୀନ ସେବା ଭିତିଭୂମିରେ ଉନ୍ନତି ପାଇଁ ଓଡ଼ିଶା ପୋଲିସର ମିଳିତ ଆନୁକୂଲ୍ୟରେ ଏମରଜେନ୍ସି ରେସପନ୍ସ ଭେଇକିଲ(ଇଆରଭି)ର ଶୁଭାରମ୍ଭ କରାଯାଇଛି । ସ୍ୱତନ୍ତ୍ର ଡିଜି (ଏସଏପି) ମନୋଜ…
ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ବିଭାଗୀୟ ସଚିବଙ୍କ ପରାମର୍ଶ: ଦେବାଳିଆ କରିବ ମାଗଣା ଯୋଜନା, ଶ୍ରୀଲଙ୍କା ଓ ଗ୍ରୀସ ଭଳି ହେବ ଆର୍ଥିକ ସଙ୍କଟ
ନୂଆଦିଲ୍ଲୀ: ସାମ୍ପ୍ରତିକ ପରିସ୍ଥିତିରେ ନିର୍ବାଚନରେ ବିଜୟ ଲାଭ କରିବା ପାଇଁ ବିଭିନ୍ନ ରାଜ୍ୟ ସରକାର ଏକାଧିକ ଲୋକାଭିମୁଖୀ ଯୋଜନା ଘୋଷଣା କରୁଛନ୍ତି । ନିର୍ବାଚନରେ ବିଜୟ ହାସଲ କରିବା ପରେ ଲୋକଙ୍କ ଭରସା ରକ୍ଷା କରିବା…
ରାଶିଫଳ(ମଙ୍ଗଳବାର,୦୫ ଏପ୍ରିଲ,୨୦୨୨)
ମେଷ - ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିଵ, ନୂଆ ଭୁମି କ୍ରୟ, ଗାଡି କ୍ରୟ, ରୋଜଗାର ପନ୍ଥା, ଔଷଧ ଏବଂ ଖେଳ ସାମଗ୍ରୀ ଜନିତ ବ୍ୟବସାୟ ଆଦି କ୍ଷେତ୍ରରେ ଶୁଭଫଳ…
ମାନସ ସ୍ୱାଇଁ ହତ୍ୟା ମାମଲା: ଶର୍ମିଷ୍ଠା, ଝୁନାକୁ ମୁହାଁମୁହିଁ ଜେରା ବେଳେ ଖୋଲୁନି ମେମୋରୀ ଚିପ୍ ରହସ୍ୟ,୨ଦିନରେ ଆହୁରି ଗୁମର ଉଗାରିବ…
କଟକ/ରଣପୁର, (ଭାସ୍କର ନ୍ୟୁଜ୍) : ବହୁଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତାର ତଦନ୍ତ ପ୍ରକ୍ରିୟାକୁ ଅଧିକ ଶାଣିତ କରିଛି । ପୂର୍ବରୁ ଏହି ଘଟଣାରେ ଗିରଫ ହୋଇଥିବା ୪…
ଆକାଶଛୁଆଁ ହେବାରେ ଲାଗିଛି ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କେତେ ହେଲା ମହଙ୍ଗା?
ନୂଆଦିଲ୍ଲୀ: ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ-ଡିଜେଲ ଦର ଲଗାତାର ଭାବେ ବଢ଼ାଇବାରେ ଲାଗିଛନ୍ତି । ମଙ୍ଗଳବାର ଅର୍ଥାତ୍ ଆଜି ମଧ୍ୟ ପେଟ୍ରୋଲ-ଡିଜେଲ ଦରରେ ଲିଟର ପିଛା ୮୦ ପଇସା ମହଙ୍ଗା ହୋଇଛି । କମ୍ପାନୀ ନିଜର…
ସମବାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଜୁନ୍ ୧୯ଓ ୨୬ ତାରିଖରେ ଭୋଟ୍, ମତାଧିକାର ସାବ୍ୟସ୍ତ କରିବେ ୩୦ ଲକ୍ଷ ସଦସ୍ୟ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ଶେଷ ହେବାପରେ ଏବେ ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସମବାୟ ନିର୍ବାଚନ କମିଶନଙ୍କ ସୁପାରିଶ ଆଧାରରେ…
ଆସିଲା ରଣବୀର ଓ ଆଲିଆ ଭଟ୍ଟଙ୍କ ବିବାହ ତାରିଖ, ଏହି ଦିନ ପଡ଼ିବ ହାତଗଣ୍ଠି
ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଗତ କିଛି ଦିନରୁ ବେଶ୍ ଚର୍ଚ୍ଚା ହୋଇଆସୁଛି । କୁହାଯାଉଥିଲା ରଣବୀର ଏବଂ ଆଲିଆଙ୍କ ବିବାହ ଚଳିତ ମାସର ଦ୍ୱିତୀୟ ସପ୍ତାହରେ ହେବ । ସେମାନଙ୍କ ବିବାହ ମୁମ୍ବାଇର ଚେମ୍ବୁର…
ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦ ହୋଇପାରନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ !
ଇସଲାମାବାଦ: ପାକିସ୍ତାନର ତେହରିକ- ଏ- ଇନସାଫ(ପିଟିଆଇ) କୋର କମିଟିର ପରାମର୍ଶ ଏବଂ ଅନୁମୋଦନ ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି…