Browsing Category
Breaking News
ହିଞ୍ଜିଳିରେ ୪ ଜଣଙ୍କୁ ହତ୍ୟା, କମେଣ୍ଟମରାକୁ କେନ୍ଦ୍ରକରି…
ଗଞ୍ଜାମ(ଓଡ଼ିଶା ଭାସ୍କର): ଗଞ୍ଜାମ ହିଞ୍ଜିଳିକାଟୁ ଥାନା ପିତଳ ଛକରେ ୪ ଜଣଙ୍କୁ ହତ୍ୟା କରାଯାଇଛି । ଗୋଟିଏ ପରିବାରର ୩ ଭାଇ ଓ ଅନ୍ୟ ଜଣେ ପୁତୁରାଙ୍କ ହତ୍ୟା ହୋଇଥିବା ଜଣାପଡିଛି । କମେଣ୍ଟମରାକୁ କେନ୍ଦ୍ର କରି ହୋଇଥିଲା…
ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ଅପରାହ୍ନ ସାଢ଼େ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ (ଭାସ୍କର ନ୍ୟୁଜ୍): ଆଜି ଚୈତ୍ର-କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ପରେ ଏହି ସ୍ୱତନ୍ତ୍ର ନୀତି ବଢ଼ିବ । ଦତ୍ତମହାପାତ୍ରମାନେ ଗୋଷ୍ଠୀଗତ…
ପୌର ନିର୍ବାଚନ ପାଇଁ ମଦ ବିକ୍ରି ବନ୍ଦ, ୨୬ ତାରିଖ ପରେ ଖୋଲିବ ଦୋକାନ
ବ୍ରହ୍ମପୁର, (ଭାସ୍କର ନ୍ୟୁଜ): ରାଜ୍ୟରେ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ମଙ୍ଗଳବାର ସନ୍ଧ୍ୟାଠୁ ୨୬ ଯାଏଁ ୫ ଦିନ ପାଇଁ ସହରାଂଚଳର ମଦ ଦୋକାନଗୁଡ଼ିକ ବନ୍ଦ ରହିବ । ଏହି ପରିପ୍ରେକ୍ଷୀରେ ମଦ ଦୋକାନ, ହୋଟେଲ,…
ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କରସିଂ ଧାମି
ଡେରାଡୁନ: ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କରସିଂ ଧାମି ଦ୍ୱିତୀୟ ଥର ପାଇଁ ପଥ ଗ୍ରହଣ କରିବେ । ସୋମବାର ବିଧାୟକଦଳ ବୈଠକରେ ତାଙ୍କୁ ସର୍ବସମ୍ମତ ନେତା ନିର୍ବାଚିତ କରାଯାଇଥିଲା । ତେବେ ଶ୍ରୀ ଧାମି…
ସରିଲା ନିର୍ବାଚନ ପ୍ରଚାର, କାଲି ୧୦୬ ପୌରପାଳିକା, ୩ ମହାନଗର ପାଇଁ ହେବ ମତଦାନ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍) : ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୌର ନିର୍ବାଚନ ନିମନ୍ତେ ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ରାଜ୍ୟର ୧୦୬ ମ୍ୟୁନିସିାଲିଟି ଓ ଏନ୍ଏସି ଏବଂ ୩ଟି ମହାନଗର…
ଦିଲ୍ଲୀରେ ଏବେ ରହିବେ ଜଣେ ମେୟର, ତିନି ଏମସିଡିକୁ ବିଲୟ ପାଇଁ ମୋଦୀ କ୍ୟାବିନେଟର ମଞ୍ଜୁରୀ
ଦିଲ୍ଲୀର ତିନି ନଗର ନିଗମକୁ ଗୋଟିଏ କରିବା ନେଇ ବିଲ୍ ଏମସିଡି ବିଲ୍ କୁ ମୋଦୀ କ୍ୟାବିନେଟର ମୋହର । ଆସନ୍ତା ସପ୍ତାହରେ ସଂସଦରେ ବିଲ୍ ଆଗତ ହେବ । ବିଲ୍ ପାସ୍ ହେବାପରେ ଦିଲ୍ଲୀରେ ତିନି ମେୟର ବଦଳରେ ଜଣେ ମେୟର ରହିବେ ।…
ମହିଳା ବିଶ୍ୱକପ୍: ବଢ଼ିଲା ଭାରତର ସେମି ଆଶା, ବାଂଲାଦେଶକୁ ୧୧୦ ରନରେ ପରାସ୍ତ କଲା ଭାରତ
ନୂଆଦିଲ୍ଲୀ: ମହିଳା ବିଶ୍ୱକପରେ ଭାରତ ପାଇଁ ଆଜିର ଦିନଟି ଜବରଦସ୍ତ ରହିଛି । ଅଧିନାୟିକା ମିଥାଲି ରାଜାଙ୍କ ବାହିନୀ ବାଂଲାଦେଶକୁ ୧୧୦ ରନରେ ପରାସ୍ତ କରିଛି । ଏହି ବିଜୟ ଫଳରେ ଭାରତର ସେମିଫାଇନାଲ ଖେଳିବା ଆଶା…
କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ପୁରୀ ଏସପିଙ୍କ ପ୍ରେସମିଟ୍: ୪ ଅଭିଯୁକ୍ତଙ୍କୁ ଧରିବା ନେଇ ଦେଲେ ସଂପୂର୍ଣ୍ଣ ତଥ୍ୟ
ପୁରୀ: ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ମଙ୍ଗଳବାର ପୁରୀ ପୋଲିସ୍ ଆଉ ୪ ଅଭିଯୁକ୍ତୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଟୁଟୁ, ହରି ପଣ୍ଡା, କୁନମୁନି ଓ ଜଗନ ଖଟେଇ । ତେବେ ଏହି ୪ ଅଭିଯୁକ୍ତଙ୍କ ଗିରଫ…
ନକଲି ପରିଚୟ ଦେଇ ବିବାହ କରିବାକୁ ଆସି ବର ହେଲା ହଟାହଟା: କାବୁ କରି ପୋଲିସ ଜିମା ଦେଲେ ଗାଁ ଲୋକ
ନକଲି ପରିଚୟ ଦେଇ ଅନେକ ବିବାହ କରିବା କଥା ତ’ ଆପଣ ଣୁଣିଥିବେ । ଏବେ ପୁଣି ଥରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ନକଲି ପରିଚୟ ଦେଇ ବିବାହ କରିବା ପଡ଼ିଛି ମହଙ୍ଗା । ନକଲି ପରିଚୟ ଦେଇ ବିବାହକୁ କରିବାକୁ ଯାଇ…
ବିଗିଡ଼ିଲା ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା: ଏୟାର ଆମ୍ବୁଲାନ୍ସରେ ନିଆଯିବ ଦିଲ୍ଲୀ
ପୁଣି ଅସୁସ୍ଥ ହୋପଡ଼ିଛନ୍ତି ଲାଲୁ ଯାଦବ । ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଥରେ ଖରାପ । । କୁହାଯାଉଛି ତାଙ୍କର କ୍ରିଏଟିନିନ ଲେବୁଲ ୪.୧ ରୁ ବଢ଼ି ୪.୬ ହୋଇଯାଇଛି । ଲାଲୁଙ୍କ ସ୍ୱାସ୍ଥ୍ୟ ଖରାପ…