Browsing Category

Breaking News

ପଞ୍ଚମ ଥର ପାଇଁ ଦୁନିଆର ସବୁଠୁ ସୁଖୀ ଦେଶ ଫିନଲ୍ୟାଣ୍ଡ, ଭାରତର ସ୍ଥାନ…

ସଂଯୁକ୍ତ ରାଷ୍ଟ୍ର ତରଫରୁ ଶୁକ୍ରବାର ୱାର୍ଲ୍ଡ ହାପିନେସ୍ ରିପୋର୍ଟ ୨୦୨୨ ଜାରି କରାଯାଇଛି । ତାଲିକାରେ ଫିନଲ୍ୟାଣ୍ଡ କ୍ରମାଗତ ୫ମ ଥର ଭାବେ ପ୍ରଥମ ସ୍ଥାନରେ ରହିଛି । ଫିନଲ୍ୟାଣ୍ଡ ହେଉଛି ସବୁଠାରୁ ସୁଖୀ ଦେଶ ।…

ପଞ୍ଜାବର ଯୁବକଙ୍କୁ ଭଗବନ୍ତ ମାନଙ୍କ ଉପହାର: ୨୫ ହଜାର ପଦରେ ଦେବେ ନିଯୁକ୍ତି, ପ୍ରଥମ କ୍ୟାବିନେଟ ବୈଠକରେ ମଞ୍ଜୁରୀ

ପଞ୍ଜାବରେ ମନ୍ତ୍ରୀମଣ୍ଡଳ ବିସ୍ତାର ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ନିଜ ପ୍ରଥମ କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବର ସରକାରୀ ବିଭାରେ ଖାଲି ଥିବା ୨୫ ହଜାର ପଦବୀ ନିଯୁକ୍ତି ଦେବା ନେଇ ଘୋଷଣା…

ରଙ୍ଗ ବଦଳରେ ରକ୍ତର ହୋଲି: ଗାଁ ଦାଣ୍ଡରେ ରାଜନୈତିକ ଶତ୍ରୁତା ପାଇଁ ବୁଲିଲା ଫାର୍ଶା

ଗୋଟିଏ ପଟେ ହୋଲି ପାଇଁ ସବୁଆଡ଼େ ଉତ୍ସବମୁଖର ପରିବେଶ ରହିଥିବା ବେଳେ ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଦେଖିବାକୁ ମିଳିଛି ରକ୍ତାକ୍ତ ପରିସ୍ଥିତି । ଗଡ଼ିଶାଗଦା ଥାନା ଜାଗୁଳାଇପଦର ଗାଁରେ ଗୋଷ୍ଠୀ ସଂଘର୍ଷ, ଗାଁ ଦାଣ୍ଡରେ…

ଏହି ଉପାୟରେ କରନ୍ତୁ ମାଛ ଚାଷ, ନିବେଶରୁ ତିନି ଗୁଣା ଅଧିକ ହେବ ହେବ ଲାଭ

ଭାରତ ଏକ କୃଷି ପ୍ରଧାନ ଦେଶ ଅଟେ । ଏଠାରେ ପ୍ରାୟ ୫୫ ରୁ ୬୦ ପ୍ରତିଶତ ଜନସଂଖ୍ୟା କୃଷିକାର୍ଯ୍ୟ ଉପରେ ନିର୍ଭର କରନ୍ତି । ଏମିତିରେ ମାଛ ଚାଷ ଏକ ଭଲ ଉପାୟ ହୋଇପାରେ । ମାଛ ଚାଷ ପାଇଁ ଜରୁରୀ ଜିନିଷ: ମାଛ ଚାଷ…

ମହିଳା ବିଶ୍ୱକପ କ୍ରିକେଟ: ଭାରତକୁ ହରାଇ ସେମିରେ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମହିଳା ବିଶ୍ୱକପ-୨୦୨୨ର ପ୍ରଥମ ଟିମ ଭାବେ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଛି । ଭାରତକୁ ୬ ୱିକେଟରେ ହରାଇ ଅଷ୍ଟ୍ରେଲିଆ ଏହି ଗୌରବ ହାସଲ କରିଛି ।…

ମା-ବାପା ବଞ୍ଚି ଥାଉ ଥାଉ ସମ୍ପତ୍ତି ଉପରେ ହକ୍ ଜମାଇପାରିବ ନାହିଁ ପୁଅ: ହାଇକୋର୍ଟ

ମୁମ୍ବାଇ: ପାରିବାରିକ ସମ୍ପତ୍ତିକୁ ନେଇ ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ପିତାମାତା ଜୀବିତ ଥିବା ପର୍ଯ୍ୟନ୍ତ କୌଣସି ବି ପୁଅ ସମ୍ପତ୍ତି ଉପରେ ହକ୍ ଜମାଇପାରିବ…

ହୋଲିରେ ଅଘଟଣ: ନଦୀରେ ବୁଡ଼ି ଦୁଇ ଶ୍ରମିକଙ୍କ ଜୀବନ ଗଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ସାରା ରାଜ୍ୟବାସୀ ହୋଲିରେ ଖୁସି ମନାଉଥିବା ବେଳେ ଏହି ଅବସରରେ ଏକ ଦୁଃଖ ଖବର ଆସିଛି । ଆଜି ଦୁଇଜଣ ଶ୍ରମିକଙ୍କର ଜୀବନର ଦୀପ ସବୁଦିନ ପାଇଁ ଲିଭି ଯାଇଛି । ମୃତ ଶ୍ରମିକ ଦୁହେଁ ବାହାର…

ଭଦ୍ରକରେ ଗ୍ୟାସ ଟାଙ୍କି ଫାଟି ମହିଳା ଗୁରୁତର, ୫ ବଖରା ଭସ୍ମ

ଭଦ୍ରକ(ଓଡ଼ିଶା ଭାସ୍କର): ଭଦ୍ରକରେ ଗ୍ୟାସ ଟାଙ୍କି ଫାଟିବାରୁ ଜଣେ ମହିଳା ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହା ସହ ଗ୍ୟାସ ଟାଙ୍କି ଫାଟିବାରୁ ୫ ବଖରା ଭସ୍ମ…

ଭାରତ-ପାକିସ୍ତାନ ମଧ୍ୟରେ ଆୟୋଜନ ହେବ କ୍ରିକେଟ ସିରିଜ: BCCI ସଭାପତିଙ୍କ ସହ ଆଜି ଆଲୋଚନା କରିବେ PCB ଚେୟାରମ୍ୟାନ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚକୁ ସମଗ୍ର ବିଶ୍ୱ ଉତ୍ସୁକତାର ସହ ଚାହିଁ ରହିଥାଏ । କାରଣ ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ଲଢ଼େଇର ମଜା ଅନ୍ୟ କେଉଁଠି ଦେଖିବାକୁ ମିଳିଥାଏ । ଭାରତ-ପାକ୍ ମ୍ୟାଚର…

ଭାରତରେ କେବେ ଆସିବ ଚତୁର୍ଥ ଲହର? ବିଶେଷଜ୍ଞ କଲେ ଏପରି ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଗତ ୨ ବର୍ଷ ଧରି କରୋନା ଭାଇରସ୍ ଓ ଏହାର ଅଲଗା ଅଲଗା ଭାରିଆଣ୍ଟ ସାରା ବିଶ୍ୱର ଲୋକଙ୍କୁ ସମସ୍ୟାରେ ପକାଇଛି । ଏହାରି ମଧ୍ୟରେ ପୁଣି ଥରେ ଚୀନ, ସାଉଥ କୋରିଆ ଓ ୟୁରୋପୀୟ ଦେଶରେ କରୋନା ମାମଲା ପୁଣିଥରେ…