fbpx
Browsing Category

Breaking News

ଫିଲିପାଇନ୍ସରେ ସେନାଙ୍କ ବିମାନ ଦୁର୍ଘଟଣା, ୮୫ଜଣ ଲୋକ କରୁଥିଲେ ଯାତ୍ରା

ନୂଆଦିଲ୍ଲୀ: ଫିଲିପାଇନ୍ସରେ ରବିବାର ଦିନ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ହୋଇଯାଇଛି । ଏଥିରେ ସେନାଙ୍କର ଏକ ବିମାନ କ୍ରସ୍ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନରେ ସେହି ସମୟରେ ୮୫ ଜଣ ଲୋକ ରହିଥିଲେ…

ଅଡ଼ୁଆରେ ବ୍ରାଜିଲ ରାଷ୍ଟ୍ରପତି ବୋଲସନାରୋ, ଟିକା ଦୁର୍ନୀତି ଅଭିଯୋଗରେ ଅପରାଧିକ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟର ମଞ୍ଜୁରୀ

ନୂଆଦିଲ୍ଲୀ: ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି । ଭାରତ ବାୟୋଟେକ୍‌ ପାଖରୁ ଅଧିକ ଦାମରେ ଭ୍ୟାକସିନ୍‌ ଡିଲ୍‌ କରିଥିବା ଅଭିଯୋଗରେ ଏବେ ବୋଲସନାରୋଙ୍କ ବିରୋଧରେ ତଦନ୍ତ କରାଯିବ ।…

ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ମମତା! ଜାଣନ୍ତୁ କ’ଣ ପାଇଁ ଓ କେବେ

ନୂଆଦିଲ୍ଲୀ: କୁହାଯାଏ, ରାଜନୀତିରେ କାଲି ଯିଏ ଶତ୍ରୁ, ଆଜି ସିଏ ମିତ୍ର । କେତେବେଳେ କ’ଣ ଘଟିବ ତାହା କହିବା ମୁସ୍କିଲ୍ । ଗୋଟିଏ ରାତି ମଧ୍ୟରେ ଦେଶର ତଥା ରାଜ୍ୟର ରାଜନୀତିକ ପାଣିପାଗ ପରିବର୍ତ୍ତନ ହୋଇଯାଉଥିବା ଅନେକ…

ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ, ଆଜି ୨୮୭୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାରରୁ ହ୍ରାସ ପାଇ ୩ ହଜାରରେ ପହଞ୍ଚିବା ପରେ ଆଶା କରାଯାଉଥିଲା ଖୁବଶୀଘ୍ର ଏହି ସଂଖ୍ୟା ନିମ୍ନସ୍ତରରେ ପହଞ୍ଚିବ । ମାତ୍ର ରାଜ୍ୟରେ କରୋନା କଟକଣା ଲାଗୁ…

ଆଜି ରାଜ୍ୟରେ ୪୨ କରୋନା ରୋଗୀଙ୍କ ମୃତ୍ୟୁ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପ୍ରାୟତଃ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…

ମୋଦିଙ୍କ କ୍ୟାବିନେଟରେ ଓଡ଼ିଶାରୁ ଦୁଇଜଣ! ଜାଣନ୍ତୁ କିଏ ହେବ ବିଦା ଆଉ କିଏ ପାଇବ ପଦବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର କ୍ୟାବିନେଟରେ ହେବାକୁ ଥିବା ବଡ଼ଧରଣର ଅଦଳବଦଳକୁ ଏବେ ଚାରିଆଡ଼େ ଜୋରସୋରରେ ଚର୍ଚ୍ଚା ଚାଲିଛି । ୨୦୨୨ରେ ଗୋଆ, ମଣିପୁର, ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ,…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୮୭ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୮୭ ହଜାର ୧୫୫ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୪୨ ଲକ୍ଷ ୩୧…

ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଧାମି

ନୂଆଦିଲ୍ଲୀ: ଆଜି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମି ଶପଥ ଗ୍ରହଣ କରିବେ । ୪୫ ବର୍ଷୀୟ ଧାମି ରାଜ୍ୟର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିବେ । ପୂର୍ବତନ ମୁଖ୍ୟମନ୍ତ୍ରୀ…

ଦୁଇଟି ବାଲ୍ୟବିବାହ ବନ୍ଦ କଲା ବାଲିଆପାଳ ଚାଇଲ୍ଡଲାଇନ, ଉଦ୍ଧାର ହେଲେ ୨ ନାବାଳିକା

ବାଲିଆପାଳ (ଓଡ଼ିଶା ଭାସ୍କର) : ବାଲ୍ୟବିବାହ ପୂର୍ବ ୨ ଜଣ ନାବାଳିକାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ।  ବାଲିଆପାଳ ବ୍ଲକର ପ୍ରତାପପୁର ଓ ଦେଉଳା ପଞ୍ଚାୟତ ଏହି ଭଳି ଘଟଣା ଘଟିଛି। ସୂଚନା ମୁତାବିତ, ବାଲିଆପାଳ ବ୍ଲକର…

ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟ ସିରିଜ: ଓପନିଂ ବ୍ୟାଟ୍ସମ୍ୟାନ ଚୟନ ସମସ୍ୟା ନେଇ ଚିନ୍ତାରେ ବିରାଟ ବାହିନୀ, ୪ ଖେଳାଳିଙ୍କୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ (ଓଡ଼ିଶ ଭାସ୍କର): ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଓପନିଂ ଯୋଡି ଚୟନ କରିବା ନେଇ ସମସ୍ୟାରେ ପଡିଛି କୋହଲି ବାହିନୀ । କାରଣ ଯୁବ ଓପନର ଶୁବମନ ଗିଲ୍‌ ଅହତ ହୋଇ ସିରିଜରୁ ବାଦ୍‌ ପଡିବା ପରେ ସମସ୍ୟା…