Browsing Category
Breaking News
ଗଛରୁ ଉଦ୍ଧାର ହେଲା ୩ ଯୁବତୀଙ୍କ ଝୁଲନ୍ତା ମୃତଦେହ: ପୋଲିସର ତଦନ୍ତ ଜାରି
ଝୁଲନ୍ତା ଅବସ୍ଥାରେ ଗଛରୁ ଉଦ୍ଧାର ହେଲା ୩ ଯୁବତୀଙ୍କ ମୃତଦେହ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତୋହରା ଗାଁ ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ତୋହରା ଗ୍ରାମର ଜଣେ ବିବାହିତ ମହିଳା ହେମାଲତା ଗୌଡ଼…
(Video) ପ୍ରଚଣ୍ଡ ଖରାରେ ପାରା ନେଲେ ପାଇପ୍ ପାଣିରେ ଗାଧୋଇବାର ମଜା; ଭାଇରାଲ ହେଉଛି ଭିଡିଓ…
ଅସହ୍ୟ ତାତିରୁ ରକ୍ଷା ପାଇବା ପାଇଁ ଖାଲି ମଣିଷ ନୁହେଁ ପଶୁପକ୍ଷୀମାନେ ମଧ୍ୟ ଡହଳ ବିକଳ ହୋଇଥାନ୍ତି । ମଣିଷମାନେ ସିନା ଖରାରୁ ରକ୍ଷା ପାଇବା ପାଇଁ ବ୍ୟବସ୍ଥା କରିପାରିଥାନ୍ତି । କିନ୍ତୁ ପଶୁପକ୍ଷୀମାନେ ଏଭଳି…
ନାଗ ହତ୍ୟାର ପ୍ରତିଶୋଧ ନେଲା ନାଗୁଣୀ: ୨୪ ଘଣ୍ଟା ନପୁରୁଣୁ ଫିଲ୍ମ ଷ୍ଟାଇଲରେ ନେଲା ପୁଅର ଜୀବନ
ଅନେକ ସମୟରେ ଫିଲ୍ମରେ ଆପଣ ଦେଖିଥିବେ ଯେ ନାଗକୁ ମାରିବା କାରଣରୁ ନାଗୁଣୀ ଏହାର ପ୍ରତିଶୋଧ ନେଇଥାଏ । ତେବେ ଏଭଳି କିଛି ସତରେ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ସିହୋର ଜିଲ୍ଲାରେ । ଯେଉଁଠାରେ ଜୋଶୀପୁର ଗ୍ରାମର ଜଣେ…
ଓମିକ୍ରନ ଓ XE ଭାରିଆଣ୍ଟ ଉପରେ ପ୍ରଭାବୀ ସ୍ପୁଟନିକ-V ଏବଂ ସ୍ପୁଟନିକ ଲାଇଟ୍: ଋଷର ଦାବି
ଚୀନ ସହ ଅନେକ ଦେଶରେ ବର୍ତ୍ତମାନ ପୁଣି କରୋନା ସଂକ୍ରମଣ ହେବାରେ ଲାଗିଛି । ଏହାରି ମଧ୍ୟରେ କରୋନା ଭାରିଆଣ୍ଟ ଓମିକ୍ରନ ଏବଂ ଏକ୍ସଇ ଉପରେ ସ୍ପୁଟନିକ୍-ଭି ଏବଂ ସ୍ପୁଟନିକ୍ ଲାଇଟ ସହ ନାଜାଲ ଭାକ୍ସିନ ପ୍ରଭାବୀ ବୋଲି ଦାବି…
ଇମ୍ରାନ ଖାନଙ୍କୁ ଘାରିଲା ଗିରଫଦାରୀର ଭୟ, ପଦ ଛାଡିବା ପୂର୍ବରୁ ରଖିଲେ ତିନି ସର୍ତ୍ତ
ନୂଆଦିଲ୍ଲୀ: ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ ପୂର୍ବରୁ ତିନୋଟି ସର୍ତ୍ତ ରଖିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ପଦ ହରାଇବା ପରେ ଇମ୍ରାନଙ୍କୁ ଏବେ ଗିରଫଦାରୀର ଭୟ ଘାରିଛି। ତେଣୁ…
ଗାଁ ଦାଣ୍ଡ ହେଲା ରକ୍ତରଞ୍ଜିତ: ଭାଇକୁ ଗୋଡ଼େଇ ଗୋଡ଼େଇ କଟୁରୀରେ ହାଣିଲା ଭାଇ
ଗାଁ ଦାଣ୍ଡ ପାଲଟିଲା ରଣକ୍ଷେତ୍ର । ଭାଇକୁ ଗୋଡ଼େଇ ଗୋଡ଼େଇ ହାଣିଲା ଭାଇ । ପୁରୀ ଜିଲ୍ଲା ବଳଙ୍ଗା ଥାନା ଦାସପାଟଣା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ବାପା ପୁଅ ଭାଇକୁ ଗୋଡ଼େଇ…
ଅଟକିଲା ରୁକୁଣା ରଥ: ନୀତିକାନ୍ତି ପରେ ରବିବାର ପୁଣି ଟାଣିବେ ଭକ୍ତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ ମହାମାରୀ ଯୋଗୁଁ ପ୍ରାୟ ୨ ବର୍ଷ ପରେ ଭକ୍ତଙ୍କ ଉପସ୍ଥିତିରେ ଆୟୋଜିତ ହୋଇଛି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ । ନିର୍ଦ୍ଧାରିତ ସମୟର ଘଣ୍ଟାଏ ବିଳମ୍ବରେ ଆରମ୍ଭ ହୋଇଥିଲା…
ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଭୁବନେଶ୍ୱରରେ ନୂତନ ପ୍ରକଳ୍ପ ‘ବାସୁଦେବ ବିହାର’ର ଶୁଭାରମ୍ଭ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଦ୍ବାରା ଭୁବନେଶ୍ବରର ଜଗନ୍ନାଥ ପ୍ରସାଦ ମଉଜା ରେ ' ବାସୁଦେବ ବିହାର' ନାମରେ ଏକ ଉନ୍ନତ ଗୃହପୋଯୋଗୀ ଭୂଖଣ୍ଡ ( ପ୍ଲଟିଂ ) ପ୍ରକଳ୍ପର ଶୁଭାରମ୍ଭ…
କୂଅରୁ ଉଦ୍ଧାର ହେଲା ନରକଙ୍କାଳ: ପୋଲିସର ତଦନ୍ତ ଆରମ୍ଭ
ପୋଲସରା: ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ନରକଙ୍କାଳ ଓ ଖପୁରୀ । ବୁଗୁଡ଼ା ଥାନା ଚଢ଼ିଆପଲ୍ଲୀ ଗାଁ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରୁ ଉଦ୍ଧାର ହୋଇଛି ଏହି ନରକଙ୍କଳା । ଏହା ସହ କୂଅ ନିକଟ ଏକ ଗଛ ମୂଳରୁ ମହିଳାଙ୍କ…
ପୁଣି ମାଟି କାମୁଡିଲା ଚେନ୍ନାଇ: ପଏଣ୍ଟ ଖାତା ଖୋଲିଲା ସନରାଇଜର୍ସ
ଚଳିତ ଆଇପିଏଲର ୧୭ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପର କିଙ୍ଗସ୍ କୁ ୮ ୱିକେଟ୍ ରେ ହରାଇଛି । ଚାରିଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ୍ ପୁଣି ଥରେ ପରାଜୟର ସାମ୍ନା କରିଛି । ଏହି ପରାଜୟ ସହିତ ଚଳିତ…