Browsing Category

Breaking News

ଧୂମପାନ ଅଭ୍ୟାସ ଛାଡ଼ିବେ କିପରି, ଆପଣାନ୍ତୁ ଏହିସବୁ ତରିକା

ବର୍ତ୍ତମାନ ସମୟରେ ଯୁବପୀଢ଼ିଙ୍କ ପାଇଁ ଧୂମପାନ ହେଉଛି ଏକ ମୁଖ୍ୟ ସମସ୍ୟା । ଏହାର କବଳରେ ପଡ଼ି ଅନେକଙ୍କ ଜୀବନହାନୀ ହେଉଥିବା ଦେଖାଯାଉଛି । ଧୂମପାନ କରିବା ସମୟରେ ନିର୍ଗତ ଧୂଆଁ ଆମର ଫୁସଫୁସ୍ ପାଇଁ ବହୁତ କ୍ଷତିକାରକ ।…

ACF ଡେଥ୍ ମିଷ୍ଟ୍ରି: ଆଜି ସନ୍ଧ୍ୟାରେ ଜେରା ହେବେ ତହସିଲଦାର, ଜିଲ୍ଲାପାଳ ଓ ଡିଏଫଓ କେବେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା । ଚାରିଦିନ ପୂର୍ବେ କ୍ରାଇମବ୍ରାଞ୍ଚ ଏହି ଘଟଣାର ଦାୟିତ୍ୱ ନେବା ପରେ…

ଛୋଟ ପିଲାଙ୍କୁ କରୋନା ହେଲେ କେମିତି ଜାଣିବେ? ଜାଣନ୍ତୁ କ’ଣ କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଛୋଟ ଶିଶୁମାନେ ବି ଏବେ ଏହାର ଶିକାର ହେବାରେ ଲାଗିଛନ୍ତି । ଏହାରି ମଧ୍ୟରେ ପ୍ରଶ୍ନ ଉଠୁଛି ଯେ, ଛୋଟ ପିଲାଙ୍କୁ କରୋନା ହେଲେ ଜାଣିବେ…

ଟିକା ନେବା ପରେ ବି ପଜିଟିଭ: ଜାଣନ୍ତୁ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ଅନୁସାରେ କେତେ ଚିହ୍ନଟ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀର ମୁକାବିଲା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ଟିକା ନେବା ପରେ ବି ଲୋକମାନେ ପଜିଟିଭ୍ ହେଉଛନ୍ତି । ସେହିପରି ରାଜ୍ୟରେ ବି ଟିକା ନେଇଥିବା ଲୋକେ ପଜିଟିଭ୍…

ପ୍ରିମିୟମ୍ ନଥିଲେ ବି Freeରେ YouTube Video କରିପାରିବେ ଡାଉନଲୋଡ୍, ଶିଖନ୍ତୁ ଏହିସବୁ ଟେକନିକ୍

ବର୍ତ୍ତମାନର ଡିଜିଟାଲ ଜମାନାରେ ୟୁଟ୍ୟୁବ୍ ଏକ ପପୁଲାର ଭିଡିଓ ଷ୍ଟ୍ରିମିଂ ସର୍ଭିସ୍ । ସାଧାରଣତଃ ଭିଡିଓରେ ଲୋ ଓ ହାଇ-କ୍ୱାଲିଟି ଷ୍ଟ୍ରିମ୍ ଅପସନ ରହିଥାଏ । ଏହାଛଡ଼ା ଏଥିରେ କିଛି ଲିମିଟେସନ୍ସ ୟୁଟ୍ୟୁବ ୟୁଜର୍ସ ପାଇଁ…

ୟୁଟ୍ୟୁବରେ +୨ ପିଲାଙ୍କ ପାଠପଢ଼ାକୁ ନେଇ ଏପରି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀର ପ୍ରକୋପ ଏବେ ବି ଜାରି ରହିଛି । ଏହାରି ମଧ୍ୟରେ +୨ ପିଲାଙ୍କ ପାଠପଢ଼ାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।…

ଝିଅଙ୍କୁ ମିଳିଲା ଆଉ ଏକ ସ୍ୱାଧୀନତା: ଦେଇପାରିବେ NDA ପରୀକ୍ଷା, କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏଣିକି ଝିଅମାନେ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷା ଦେଇପାରିବେ । ଝିଅମାନେ NDA ପରୀକ୍ଷା ଦେଇପାରିବା ନେଇ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସେପ୍ଟେମ୍ବର ୫ରେ ହେବାକୁ ଥିବା ଏନଡିଏ…

ଏସିଏଫ୍ ମୃତ୍ୟୁ ଘଟଣା: ସୌମ୍ୟଙ୍କ ଚିକିତ୍ସା କରିଥିବା ଡାକ୍ତରଙ୍କୁ ଚାଲିଛି ମାରାଥନ୍ ଜେରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ଚର୍ଚ୍ଚା ମାସେ ପରେ ବି ଜାରି ରହିଛି । ତେବେ ଇତିମଧ୍ୟରେ ଏହି ଘଟଣାର ତଦନ୍ତ ଭାର ନେଇଥିବା…

‘ପତ୍ନୀଙ୍କୁ ଛାଡ଼ପତ୍ର ଦେଇପାରିବ, କିନ୍ତୁ ଛୁଆକୁ ନୁହେଁ’ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି କହିଛନ୍ତି ଯେ, ସ୍ୱାମୀ ନିଜ ପତ୍ନୀଙ୍କୁ ଛାଡ୍ରପତ୍ର ଦେଇପାରେ, କିନ୍ତୁ ପିଲାମାନଙ୍କୁ ନୁହେଁ । ସ୍ୱାମୀକୁ ନିଜ ପିଲାମାନଙ୍କର…

ଆପଣଙ୍କ ଆଖପାଖର ଏହି ସଠିକ୍ ଖବର ସରକାରଙ୍କୁ ଜଣାନ୍ତୁ, ପାଆନ୍ତୁ ୩ ଲକ୍ଷ ଟଙ୍କାର ପୁରସ୍କାର, ଜାଣନ୍ତୁ କିପରି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ରାଜ୍ୟ ସରକାର କନ୍ୟାଭ୍ରୁଣ ହତ୍ୟାକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ନିକଟରେ ରାଜସ୍ଥାନ ସରକାର କନ୍ୟା ଭ୍ରୁଣ ହତ୍ୟାକୁ ରୋକିବା ପାଇଁ ଏକ ନୂଆ ଯୋଜନାର…