Browsing Category

Breaking News

ବଢିଗଲା ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଆୟ, ମୁନାଫା ୫୦୦୦ କୋଟିରୁ ଅଧିକ

ନୂଆଦିଲ୍ଲୀ : ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ନେତୃତ୍ଵାଧୀନ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଅକ୍ଟୋବର-ଡିସେମ୍ବର ତ୍ରୈମାସିକର ରିପୋର୍ଟ ଜାରି କରିଛି। ଏହି ଅବଧିରେ କମ୍ପାନୀର ଶୁଦ୍ଧ ଲାଭ ୩୭.୯ ପ୍ରତିଶତ ବଢି…

(Video) ଅମାନବୀୟ କାଣ୍ଡ: ଫଳରେ ଥିବା ବୋମା ଖାଇଦେଲା ଗାଈ, ଛିଣ୍ଡିଗଲା ମୁହଁ

ପୁଣି ଥରେ ଦେଖିବାକୁ ମିଳିଛି ପଶୁଙ୍କ ପ୍ରତି ଅମାନବୀୟ କାଣ୍ଡ । କେତେବେଳେ କୁକୁର, ତ’ କେତେବେଳେ ଗାଇ । କାହିଁକି ଏତେ ନିଷ୍ଠୁର ହୋଇଯାଉଛି ମନୁଷ୍ୟ । କାହିଁକି ହୋଇପଡ଼ୁଛି ନିର୍ଦ୍ଧୟ । ଆଉ କରୁଛି ଏହି ନିରୀହ ପଶୁଙ୍କ…

ଗୋଆ ନିର୍ବାଚନରେ ସ୍ୱାଧୀନ ଭାବରେ ଲଢ଼ିବେ ଉତ୍ପଳ ପାରିକର: ପାନାଜୀରୁ ଲଢ଼ିବା ନେଇ କଲେ ଘୋଷଣା

ଗୋଆ ନିର୍ବାଚନରେ ସ୍ୱାଧୀନ ଭାବରେ ଲଢ଼ିବେ ଦିବଙ୍ଗତ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର । ଏନେଇ ଶୁକ୍ରବାର ଘୋଷଣା କରିଛନ୍ତି ଉତ୍ପଳ ପାରିକର । ଏହା ସହ ବିଜେପିରୁ ଇସ୍ତଫା ଦେବା କଥା ମଧ୍ୟ କହିଛନ୍ତି ଉତ୍ପଳ । ସେ…

ଟେଷ୍ଟ ପରେ ଦିନିକିଆରେ ଭାରତର ଶୋଚନୀୟ ପରାଜୟ, ହାରିଲା ଦିନିକିଆ ସିରିଜ୍ ।

ପାର୍ଲ : ସମାନ ପଡିଆ ଆଉ ସମାନ ଫଳାଫଳ। ଟେଷ୍ଟ ସିରିଜ୍ ହାରିବା ପରେ ଦିନିକିଆ ସିରିଜ୍ ମଧ୍ୟ ହାରିଲା ଭାରତୀୟ ଦଳ। ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବହୀନ ପ୍ରଦର୍ଶନ ଦଳ ପରାଜୟର କାରଣ ପାଲଟିଛି। ପାର୍ଲର ବୋଲାଣ୍ଡ…

ପଞ୍ଚାୟତ ନିର୍ବାଚନର ସରିଲା ନାମାଙ୍କନ, ଜାଣନ୍ତୁ କେଉଁ ଆସନ ପାଇଁ କେତେ ପ୍ରାର୍ଥୀ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରାର୍ଥୀ ନାମାଙ୍କନ  । ସୂଚନା ମୁତାବକ, ଜିଲ୍ଲା ପରିଷଦ ପାଇଁ ମୋଟ ୩ ହଜାର ୯୯୯ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି…

ଗଳାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି? ଦୂର କରିବାକୁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ଭାଇରାଲ ବା ବ୍ୟାକ୍ଟେରିଆ ସଂକ୍ରମଣ ବା ଅନ୍ୟାନ୍ୟ କାରଣରୁ ଗଳାରେ ଯନ୍ତ୍ରଣା ହୋଇପାରେ । ବିଶେଷଙ୍କ ମତରେ ଷ୍ଟ୍ରେପଟୋକୋକସ୍ ବ୍ୟାକ୍ଟେରିଆ ଦ୍ୱାରା ସୃଷ୍ଟି ହୋଇଥିବା ଗଳା ସଂକ୍ରମଣ ବିପଜ୍ଜନକ ହୋଇଥାଏ ।…

ବିନା ଗ୍ୟାରେଣ୍ଟିରେ ପାଇପାରିବେ ୧୦ ଲକ୍ଷ ପର୍ଯ୍ୟନ୍ତ ଲୋନ୍, ଲାଗିବନି ପ୍ରୋସେସିଂ ଫି: ଜାଣନ୍ତୁ କ’ଣ ଏହି ଯୋଜନା

ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା କିମ୍ବା ନିଜର ଚାଲୁଥିବା ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଥିବା ବ୍ୟବସାୟୀଙ୍କ ଏହା ଜରୁରୀ ହୋଇପାରେ । କାରଣ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା(PMMY) ଦ୍ୱାରା ବିନା କୌଣସି…

ଖୁବଶୀଘ୍ର ଭାରତରେ ଲାଗିବ କଡ଼ା କଟକଣା, ରାଜ୍ୟକୁ ନିର୍ଦ୍ଦେଶ ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ସମଗ୍ର ଦେଶରେ ଓମିକ୍ରନ ଯୋଗୁଁ କରୋନା ମାମଲା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଦେଶରେ କଡ଼ା କଟକଣା ଲଗାଯାଇପାରେ । ଏହି ପରିପ୍ରେକ୍ଷୀରେ ଭାରତ ସରକାର ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି । ସମସ୍ତ…

ଭୀଷଣ ଥଣ୍ଡାରେ ଆମେରିକା-କାନାଡା ବର୍ଡରରେ ୪ ଭାରତୀୟ ମୃତ

ନୂଆଦିଲ୍ଲୀ : ଆମେରିକା ସଂଲଗ୍ନ କାନାଡା ସୀମାରେ ଚାରି ଭାରତୀୟଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ଅସହ୍ୟ ଥଣ୍ଡାରେ ଏହି ଭାରତୀୟଙ୍କ ମୃତ୍ୟୁ ଘଟିଛି। ଏହି ବିଷୟରେ ପଚାରି ବୁଝିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଏହି…

ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲେ ପଦ୍ମଶ୍ରୀ ଉଦ୍ଧବ କୁମାର ଭରାଲୀ

ନୂଆଦିଲ୍ଲୀ: ଆସାମର ଲକ୍ଷ୍ମୀପୁର ଜିଲ୍ଲାର ଏକ କୋର୍ଟ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଉଦ୍ଧବ କୁମାର ଭରାଲୀଙ୍କ ନ୍ୟାୟିତ ହେପାଜତକୁ ପଠାଇଛନ୍ତି । ଉଦ୍ଧବଙ୍କ ଉପରେ ଏକ ନାବାଳିକାକୁ ବଳକ୍ରାର କରିଥିବା ଅଭିଯୋଗ ହୋଇଛି ।…