Browsing Category
Breaking News
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଡମିଶନ ପାଇଁ CUET ବାଧ୍ୟତାମୂଳକ: UGC
ନୂଆଦିଲ୍ଲୀ: ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମଲେଖାଇବା ପାଇଁ ୟୁନିଭରସିଟି ଗ୍ରାଣ୍ଟ କମିଶନ (ୟୁଜିସି) ପକ୍ଷରୁ ଏକ ନୂଆ ନିୟମ ଲାଗୁ କରାଯାଇଛି । ଏଣିକି ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଡମିଶନ…
କୃଷ୍ଣ ପ୍ରତିହାରୀ ହତ୍ୟା ମାମଲା: ପୋଲିସ୍ କବ୍ଜା ରେ ଆଉ ୪, ପୂର୍ବରୁ ଗିରଫ ହୋଇଛନ୍ତି ୬ ଜଣ
ପୁରୀ: ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ଆଉ ୪ ଜଣଙ୍କୁ ଗିରଫ କରିଛି ପୁରୀ ପୋଲିସ୍ । ଘଟଣା ପରେ ଫେରାର ହୋଇଯାଇଥିଲେ ଏହି ୪ ଅଭିଯୁକ୍ତ । ୪ ଅଭିଯୁକ୍ତ ହେଲେ କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି…
ଋଷ ଆଭିମୁଖ୍ୟକୁ ନେଇ ଭାରତକୁ ଜୋ ବାଇଡେନଙ୍କୁ କଟାକ୍ଷ: କହିଲେ ଆଭିମୁଖ୍ୟ ଗ୍ରହଣ କରିବାରେ ଅସ୍ଥିର ଭାରତ
ଋଷ ୟୁକେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ୨୭ ଦିନରେ ପହଞ୍ଚିଛି ଯୁଦ୍ଧ ବିଭୀଷିକା । ଋଷର ଲଗାତାର ଆକ୍ରମଣରେ ଗଲାଣି ହଜାର ହଜାର ଜୀବନ । ଯୁଦ୍ଧ ରୋକିବାକୁ କୂଟନୈତିକ ସ୍ତରରେ ଚେଷ୍ଟା ଚାଲିଥିଲେ ବି ତାହା ସମ୍ଭବ…
ଋଷକୁ ଡରୁଛି ନାଟୋ: ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟପତିଙ୍କ ବଡ଼ ବୟାନ
ୟୁକ୍ରେନ ଉପରେ ଋଷର ଆକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭେଲୋଡିମୀର ଜେଲେନସ୍କୀ ନାଟୋ ସଂଗଠନ ଉପରେ ଆକ୍ରୋଶ ପ୍ରକାଶ କରିଛନ୍ତି । ସେ କହିଛନ୍ତି ନାଟୋକୁ ସ୍ପଷ୍ଟ ଭାବରେ କହିବା ଦରକାର ଯେ ସେ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୩୨ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…
ବିକ୍ରି ହୋଇଯିବ IDBI Bank, କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ପ୍ରକ୍ରିୟା
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସାର୍ବଜନିକ କ୍ଷେତ୍ରର ଘରୋଇକରଣ ପ୍ରକ୍ରିୟାରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ଆଇଡିବିଆଇ ବ୍ୟାଙ୍କ । ବ୍ୟାଙ୍କର କିଛି ପ୍ରତିଶତ ଅଂଶଧନ ବିକ୍ରି ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ…
କରୋନାର ଖେଳ ସରି ନାହିଁ, ନୂଆ ଭାରିଆଣ୍ଟ BA.2 ପୁଣି ଆଣିବ ବିପଦ: ଆମେରିକା ବିଶେଷଜ୍ଞ
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋଭିଡର ସଂକ୍ରମଣ ହ୍ରାସ ପାଇଥିବା ବେଳେ ଏବେ କିଛିଦିନ ଧରି ଚୀନ ସହ ଅନ୍ୟ କିଛି ରାଷ୍ଟ୍ରରେ ସଂକ୍ରମଣ ବଢ଼ିବାରେ ଲାଗିଛି । ତେବେ ଏହି ପରିପ୍ରେକ୍ଷୀରେ କୋଭିଡକୁ ନେଇ ଏକ ନୂଆ ଅପଡେଟ୍…
ସର୍ଟ ସର୍କିଟରୁ ନିଆଁ ଲାଗି ଜଳିଗଲା ୧୨ ବଖରା ଘର
କେନ୍ଦ୍ରାପଡ଼ା: ସର୍ଟ ସର୍କିଟ୍ ଯୋଗୁଁ ୧୨ ବଖରାରୁ ଉଦ୍ଧ୍ୱର୍ ଘର ପୋଡ଼ି ପାଉଁଶ । ସର୍ବସ୍ୱାନ୍ତ ହେଲେ ୫ ପରିବାର । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଇନ୍ଦୁପର ମଲ୍ଲିକ୍ ସାହିରେ ।…
୧୦ ମିନଟ୍ ରେ ଘରେ ପହଞ୍ଚିବ ଖାଦ୍ୟ, ଜୋମାଟୋର ଫାଉଣ୍ଡର କହିଲେ କ’ଣ ରହିଛି ଅଫର୍
ଅନେକ ସମୟରେ ଅନଲାଇନ ଖାଦ୍ୟ ମଗାଇଥାନ୍ତି ଲୋକେ । ଆଉ ଏଥିପାଇଁ କିଛି ସମୟ ଅପେକ୍ଷା ମଧ୍ୟ କରିବାକୁ ପଡ଼ିଥାଏ । ଯାହା ଅନେକଙ୍କୁ ପସନ୍ଦ ଆସିନଥାଏ । ସମସ୍ତେ ଚାହିଥାନ୍ତି ଏହା ଟିକେ ଜଲଦୀ ହୋଇଯାଆନ୍ତା କି’? ତେବେ ଏଭଳି…
କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଖାରଜ କଲେ ହାଇକୋର୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ନୟାଗଡ଼ର କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ନୂଆ ଅପଡେଟ୍ ଆସିଛି । ମାନସଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ୍ ଖାରଜ ହୋଇଯାଇଛି…