Browsing Category

Breaking News

ରାଜ୍ୟରେ ୧୧,୪୫୦ ଶିକ୍ଷକ ପଦବୀ ପୂରଣ ପାଇଁ ଚାଲିଛି ବ୍ୟବସ୍ଥା: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ଶିକ୍ଷା ଓ ଅର୍ଥନୀତିରେ ଅଧିକ ପ୍ରଭାବ ପଡ଼ିଛି । ଏହାରି ମଧ୍ୟରେ ରାଜ୍ୟରେ ୧୧,୪୫୦ ଶିକ୍ଷକ ପଦବୀ ପୂରଣ ପାଇଁ ବ୍ୟବସ୍ଥା କରାଯାଉଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ…

ବିବାହିତା ମହିଳାଙ୍କ ଉପରେ ଲଭ୍ ଲେଟର୍ ଫୋପାଡ଼ିବା ଅପରାଧ

ନାଗପୁର: ବିବାହିତା ମହିଳାଙ୍କ ଉପରେ ଲଭ୍ ଲେଟର୍ ବା ପ୍ରେମ ପତ୍ର ଫୋପାଡ଼ିବା ହେଉଛି ଏକ ଅପରାଧ । ଏପରି ଏକ ରାୟ କରିଛି ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ । କୋର୍ଟ କହିଛି ଯେ, କୌଣସି ବିବାହିତା ମହିଳାଙ୍କ ଶରୀର ଉପରକୁ…

ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ କଟକଣା କୋହଳ ହେବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଠିକ୍ ସମୟରେ ହେବ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ…

ଏବେ Whatsappରେ ମିଳିବ Covid Vaccination Certificate, ଫଲୋ କରନ୍ତୁ ଏହି ୩ଟି ଷ୍ଟେପ୍

ନୂଆଦିଲ୍ଲୀ: ଏଣିକି ଆପଣମାନେ ସହଜରେ ନିଜର ହ୍ୱାଟସଆପରେ କୋଭିଡ୍ ଭ୍ୟାକ୍ସିନେସନ ସାର୍ଟିଫିକେଟ୍ ପାଇପାରିବେ । ଏଥିପାଇଁ ଆପଣଙ୍କୁ ମାତ୍ର ୩ଟି ଷ୍ଟେପ୍ ଫଲୋ କରି ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ । ସଂପ୍ରତି ସମଗ୍ର…

ଘୋର କଳିଯୁଗ! ପାଠ ପଢ଼ିବାକୁ କହିବାରୁ ବେଲ୍ଟରେ ମାଆର ତଣ୍ଟିଚିପି ମାରିଦେଲା ଝିଅ

ମୁମ୍ବାଇ: ଜଣେ ୧୫ ବର୍ଷୀୟା ଝିଅ ସାମନ୍ୟ ବଚସାକୁ ନେଇ ନିଜ ମା'ଙ୍କା ହତ୍ୟା କରିଥିବା ଜଣାପଡ଼ିଛି । ଏହିଭଳି ଏକ ଖବର ଆସିଛି ମାୟା ନଗରୀ ମୁମ୍ବାଇରୁ । ଘଟଣା କ୍ରମେ, ମାଆ-ଝିଅଙ୍କ ମଧ୍ୟରେ ପାଠପଢ଼ା କଥାକୁ ନେଇ ଝଗଡ଼ା…

ଉଜ୍ଜ୍ୱଳା ୨.୦ ଯୋଜନାର ଶୁଭାରମ୍ଭ କଲେ ମୋଦୀ: ୧ କୋଟି ନୂଆ ଲୋକଙ୍କୁ ମିଳିବ ମାଗଣା ଗ୍ୟାସ୍ ସିଲିଣ୍ଡର, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ମହୋବାରେ ଉଜ୍ଜ୍ୱଳା ୨.୦ର ଲଞ୍ଚ କରିଛନ୍ତି । ଗରୀବ ରେଖାର ତଳେ ଥିବା ବିପିଏଲ ପରିବାରକୁ ଏହି ଯୋଜନା ମାଧ୍ୟମରେ ମାଗଣା ଏଲପିଜି କନେକ୍ସନ…

କରୋନାର ସବୁ ଭାରିଆଣ୍ଟକୁ ଦମନ କରିବ ସୁପର୍ ଭାକସିନ୍, ଜାଣନ୍ତୁ କିପରି କରିବ କାମ

ନୂଆଦିଲ୍ଲୀ: କରୋନା ମହାମାରୀର ନୂଆ ନୂଆ ଭାରିଆଣ୍ଟ କାରଣରୁ ଲୋକ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହେଲେ ଏବେ ଲୋକ ମାନଙ୍କ ପାଇଁ ବୈଜ୍ଞାନିକ ମାନେ ନୂଆ ଏକ ଫର୍ମୁଲା ବାହାର କରିଛନ୍ତି । ଯେଉଁଥିରେ କରୋନାର…

Google Chromeକୁ ଫଟାଫଟ୍ କରିଦିଅନ୍ତୁ Update, ନଚେତ୍ ହ୍ୟାକିଂର ଶିକାର ହେବେ, ସରକାରଙ୍କ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା

ନୂଆଦିଲ୍ଲୀ: ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍ (ସର୍ଟ-ଇନ) ପକ୍ଷରୁ ଗୁଗଲ କ୍ରୋମକୁ ନେଇ ଏକ ଆଡଭାଇଜାରି ଜାରି କରାଯାଇଛି । ଗୁଗଲର ବର୍ତ୍ତମାନର ଭର୍ସନରେ କିଛି ତ୍ରୁଟି ରହିଥିବାରୁ ଏହାକୁ ତୁରନ୍ତ…

ଦୁଇ ବର୍ଷରେ ବିଜେପିକୁ ମିଳିଲା ସର୍ବାଧିକ ଚାନ୍ଦା, କଂଗ୍ରେସ ଖାତାକୁ ଆସିଲା ୩୧୮ କୋଟି: ରିପୋର୍ଟ

ନୂଆଦିଲ୍ଲୀ: ୨୦୧୯-୨୦ ବର୍ଷରେ ବିଜେପି ସଂଗ୍ରହ କରିଛି ସବୁଠାରୁ ଅଧିକ ଚାନ୍ଦା । ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ଡାଟା ଜାରି କରାଯାଇଛି । ବିଜେପି ୨୦୧୯-୨୦ ବର୍ଷରେ ଇଲେକ୍ଟୋରାଲ୍ ବଣ୍ଡ ଜରିଆରେ ସର୍ବାଧିକ ୭୬ ପ୍ରତିଶତ…

ଡିପ୍ରେସନରୁ ମୁକ୍ତି ପାଇବାରେ ଗୋଲମରିଚ ବେଶ୍ ଲାଭଦାୟକ

ଆଜିକାଲି ପ୍ରତ୍ୟେକ ରୋଷେଇ ଘରେ ଗୋଲମରିଚ ଦେଖିବାକୁ ମିଳିଥାଏ । ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହିତ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ଗୋଲମରିଚ ଅତ୍ୟନ୍ତ ଲାଭଦାୟକ । କାଶ, ପେଟରେ ଗ୍ୟାସ୍ ଇତ୍ୟାଦି ସମସ୍ୟା ପାଇଁ ଗୋଲମରିଚ…