fbpx
Browsing Category

Breaking News

ଓଡିଶାରେ ଘରୋଇ ବସକୁ ରୋଡ ଟ୍ୟାକ୍ସ ଛାଡ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟ ଘରୋଇ ବସ୍ ମାଲିକମାନଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତିର ଖବର । ଏପ୍ରିଲ ଓ ମେ’ ମାସର ରୋଡ ଟ୍ୟାକ୍ସ ଛାଡ କରିଛନ୍ତି ରାଜ୍ୟ ସରକାର । ଲକଡାଉନ୍ ଓ ସଟଡାଉନ୍‌ରେ ବ୍ୟବସାୟୀମାନେ…

ଶରୀରର ପ୍ରାଇଭେଟ୍ ପାର୍ଟ ଉପରେ ପ୍ରଭାବ ପକାଉଛି ବ୍ଲାକ୍ ଫଙ୍ଗସ୍, ହୋଇପାରେ ଫଙ୍ଗଲ୍ ଇନଫେକ୍ସନ୍: ବିଶେଷଜ୍ଞ

ନୂଆଦିଲ୍ଲୀ : କୋଭିଡ୍-୧୯ ଭୁତାଣୁ ପରେ ଏବେ ଲୋକଙ୍କୁ ସଂକ୍ରମିତ କରୁଛି ମ୍ୟୁକୋରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ । ଯାହାର କବଳରେ ଏବେ ଭାରତବାସୀ ଧୀରେ ଧୀରେ ସଂକ୍ରମିତ ହେବାରେ ଲାଗିଛନ୍ତି । ତେବେ ଏହାକୁ ନେଇ ଲୋକଙ୍କ…

ଭୁବନେଶ୍ୱରରୁ ୯୦୫ ନୂଆ ପଜିଟିଭ ଚିହ୍ନଟ, ୧୦୨୧ ସୁସ୍ଥ

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ଆଜି ୯୦୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪୫ ଜଣ…

ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡିଶାର ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ୟଶ୍ । ଏହାକୁ ନଜରରେ ରଖି ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଆଜି ସରକାର ରାଜ୍ୟରେ ଦୁଇ ଦୁଇଟି ବିପଦକୁ ମୁକାବିଲା କରିବାକୁ…

ଭଦ୍ରକ ଏବଂ ବାଲେଶ୍ୱର ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ୟଶ୍: SRC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ୟଶ୍ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସମୁଦ୍ର ମଧ୍ୟରେ ଅଧିକ ସମୟ ଯାଏଁ ରହି ଏକ ସାମୁଦ୍ରିକ୍ ଝଡର ରୂପ…

ବାତ୍ୟା ପରେ ଜେନେରେଟର୍ ଲଗାନ୍ତୁ ନାହିଁ: ଏସଆରସି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୬ ତାରିଖରେ ମଧ୍ୟାହ୍ନ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟାଳ ୟଶ୍ । ତେବେ ବାତ୍ୟାର ଗଭୀରତା କୁବ୍ ଅଧିକ ଥିବାରୁ ଏହା ଅନେକ କ୍ଷୟକ୍ଷତି ପହଞ୍ଚାଇପାରେ ବୋଲି କୁହାଯାଉଛି । ତେଣୁ…

କଟକଣାକୁ ମାନିଲେନି ଦୁର୍ଘଟଣାରେ ଚାଲିଗଲା ଜୀବନ

ତେଲେଙ୍ଗାନା: କରୋନା ସଂକ୍ରମଣ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ୍ ଲାଗୁ କରାଯାଇଛି । ହେଲେ କିଛି ଅମାନିଆ ଏହାକୁ ମାନିବାକୁ ନାରାଜ୍ । ବେପରୁଆ ଭାବରେ ପୋଲିସ୍ କୁ ଚକମା ଦେଇ ଏଣେ ତେଣେ ବୁଲି ସଂକ୍ରମଣକୁ…

‘ବାତ୍ୟା ଓଡ଼ିଶା ପାଇଁ ନୂଆ ନୁହେଁ, ମୁକାବିଲା ପାଇଁ ଆମେ ପ୍ରସ୍ତୁତ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ବର୍ତ୍ତମାନ ଆମେ ଏକ ସମୟରେ ଦୁଇ ଦୁଇଟି ବିପଦର ସାମନା କରୁଛୁ । ଗୋଟିଏ ହେଲା କରୋନା ଓ ଅନ୍ୟ ଟି ହେଲା ୟଶ୍ ।…

ବାଲେଶ୍ୱରରେ ଲ୍ୟାଣ୍ଡଫଲ୍ କରିବ ୟଶ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୬ ତାରିଖ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ ବାତ୍ୟା ୟଶ୍ । ତେବେ ଏହା ବର୍ତ୍ତମାନର ସୂଚନା ଅନୁସାରେ ବାତ୍ୟା ବାଲେଶ୍ୱର ପାଖରେ ଳ୍ୟାଣ୍ଡଫଲ୍ କରିବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି…

ପତ୍ନୀଙ୍କ ସହ ଅବୈଧ ସମ୍ପର୍କ ସନ୍ଦେହ: କ୍ରୋଧରେ ପଡ଼ୋଶୀଙ୍କ ୯ ବର୍ଷର ପୁତ୍ରକୁ କେନାଲକୁ ଫିଙ୍ଗି ହତ୍ୟାକଲେ ପତି

ହିସାର: କଥାରେ ଅଛି କ୍ରୋଧ ପରମ ଚଣ୍ଡାଳ । ନିଜ ପତ୍ନୀଙ୍କ ସହ ପଡ଼ୋଶୀଙ୍କର ଅବୈଧ ସମ୍ପର୍କକୁ ସନ୍ଦେହ କରି ପତି ରାଗରେ ଏକ ୯ ବର୍ଷର ବାଳକଙ୍କୁ ହତ୍ୟା କରିଛନ୍ତି । ଯୁବକ ଜଣକ ପ୍ରତିଶୋଧପରାୟଣ ହୋଇ ପଡ଼ୋଶୀଙ୍କ ପୁତ୍ରକୁ…