fbpx
Browsing Category

Breaking News

ଭୁବନେଶ୍ୱରରୁ ଆଜି ୧୧୦୯ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୩ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୧୧୦୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…

ଶିଶୁ, କିଶୋରଙ୍କ ପାଇଁ ଆଡଭାଇଜରି ଜାରି, ଜାଣନ୍ତୁ କ’ଣ କହିଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର, ୧୩ ।୫: କରୋନାର ଦ୍ୱିତୀୟ ଲହର ଲୋକଙ୍କୁ କଲବଲ କରୁଥିବା ବେଳେ ଖୁବଶୀଘ୍ର ଏହାର ତୃତୀୟ ଲହର ଆସିବାକୁ ଯାଉଛି । କିନ୍ତୁ ତୃତୀୟ ଲହରେ ଶିଶୁମାନଙ୍କୁ ଅଧିକ ବିପଦ ରହିଥିବା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି…

ଅନ୍ୟ କମ୍ପାନୀ ସହ କୋଭାକ୍ସିନ ଫର୍ମୂଲା ସେୟାର କରିବ ଭାରତ ବାୟୋଟେକ୍ : ଭି.କେ.ପଲ୍‌

ନୂଆଦିଲ୍ଲୀ,୧୩ ।୫: ଦେଶରେ ଦୈନିକ ୩ ଲକ୍ଷରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । କିନ୍ତୁ ଟିକା ଅଭାବ ଯୋଗୁଁ ଟିକାକରଣ ବାଧାପ୍ରାପ୍ତ ହେଉଛି । କିନ୍ତୁ ଅଗଷ୍ଟରୁ…

ସେବାୟତମାନଙ୍କ ପାଇଁ ଆର୍ଥିକ ସହାୟତା, ଜାଣନ୍ତୁ କେତେ

ଭୁବନେଶ୍ୱର,୧୩ ।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଥିବା ବେଳେ ଲକଡାଉନ ଯୋଗୁଁ ସବୁକିଛି ଠପ୍ ହୋଇ ପଡିଛି । ଗରିବ ଲୋକମାନଙ୍କ ଠାରୁ ଆରମ୍ଭ କରି ମଧବିତ୍ତ ଶ୍ରେଣୀ, ବ୍ରାହ୍ମଣ, ସେବାୟତ…

ମେ ୨୬ରେ ଦେଖାଦେବ ଚଳିତ ବର୍ଷର ପ୍ରଥମ ବ୍ଲଡମୁନ୍

ଓଡିଶା ଭାସ୍କର ବ୍ୟୁରୋ: ପୃଥିବୀର ଛାଇ ଯେତେବେଳେ ଚନ୍ଦ୍ର ଉପରେ ପଡିଥାଏ, ତାହା ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇନଥାଏ । ସେହି ସମୟରେ ସୂର୍ୟ୍ୟର ଝାପସା କିରଣ ଚନ୍ଦ୍ରପୃଷ୍ଠରେ ପଡୁଥିବାରୁ ଏହା ଖାଲି ଆଖିକୁ ଦେଖାଯାଏ ।…

ଖୁସି ଖବର : ଓଡ଼ିଶାରେ ଆଜି ୮୬୬୫ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୩।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୮୬୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

୧୨ରୁ୧୬ ସପ୍ତାହ ଯାଏ ବଢ଼ିଲା କୋଭିସିଲ୍ଡ ଟିକାର ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ

ନୂଆଦିଲ୍ଲୀ, ୧୩/୦୫ : ଦେଶରେ କୋଭିଡ୍ ଭୟାବହ ବଢ଼ୁଥିବା ବେଳେ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । କେନ୍ଦ୍ରର ନିଷ୍ପତି ମୁତାବକ ମେ ପହିଲାରୁ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିବିଶେଷଙ୍କ ଟିକାକରଣ ଆରମ୍ଭ ହୋଇଛି ।…

ଓଡିଶା ଉପରେ ନାହିଁ ବାତ୍ୟା ଭୟ

ନୂଆଦିଲ୍ଲୀ, ୧୩/୦୫ : ୨୦୨୧ର ପ୍ରଥମ ବାତ୍ୟା "ତଉକ୍ତେ" ଆରବ ମହାସାଗରେ ସୃଷ୍ଟି ହେବାକୁ ଯାଉଛି । ମେ ୧୬ ତାରିଖରେ ଏହା ବାତ୍ୟା ରୁପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛନ୍ତି । ତେବେ ଏହାର ପ୍ରଭାବ ଓଡିଶା…

ଦୂର ହେବ ଟିକା ସମସ୍ୟା: ଡିସେମ୍ବର ମାସ ସୁଦ୍ଧା ୨୧୬ କୋଟି ଟିକା

ନୂଆଦିଲ୍ଳୀ, ୧୩/୦୫ : କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ ଦେଶରେ ଟିକାକରଣକୁ ପ୍ରାଧାନ୍ୟ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଟିକାର ଘୋର ଅଭାବ ଦେଖାଦେଇଛି । ହେଲେ ଆଜି ନୀତି ଆୟୋଗଙ୍କ ପକ୍ଷରୁ ସୁଚନା ଦିଆଯାଇଛି ଯେ,…

ଲଣ୍ଡନରେ ରହୁଥିବା ୫ ବର୍ଷିୟ ଓଡିଆ ଶିଶୁଙ୍କ ଠାରୁ ସାମ୍ପଲ ସଂଗ୍ରହ କଲେ ଅକ୍ସଫୋର୍ଡ ବିଶେଷଜ୍ଞ, ପୁର୍ବରୁ ବାପାଙ୍କ ଶରୀରରେ ହୋଇଥିଲା ହ୍ୟୁମାନ୍…

ସମ୍ବଲପୁର, ୧୩/୦୫ : କୋଭିଡ୍ ସ୍ଥିତି ଭୟଙ୍କର ହେଉଥିବା ବେଳେ ଏବେ ଶିଶୁଙ୍କ ପାଇଁ ମଧ୍ୟ ଟିକା ଟ୍ରାଏଲ୍ ନେଇ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଟ୍ରାଏଲ୍ ସଫଳ ହେଲେ ୨ ବର୍ଷରୁ ୧୮ ବର୍ଷ ବର୍ଗର ଲୋକ ମାନଙ୍କୁ ଟିକା…