Browsing Category
Breaking News
୨୦୨୨-୨୩ ଆର୍ଥିକ ବର୍ଷ ବଜେଟରୁ ଓଡ଼ିଶା କଣ ରଖିଛି ଆଶା?
ନୂଆଦିଲ୍ଲୀ: ଆଜି ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟରୁ ଓଡ଼ିଶା ଅନେକ କିଛି ଆଶା ରଖିଛି । ଗତବର୍ଷ ଡିସେମ୍ବର ମାସ ୩୦…
ଚାଷୀ ହେବେ ମାଲାମାଲ୍! ବଜେଟରେ ପିଏମ କିଷାନର ଟଙ୍କା ବୃଦ୍ଧିକୁ ନେଇ ହୋଇପାରେ ବଡ଼ ଘୋଷଣା
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ନିଜ ଦ୍ୱିତୀୟ କାର୍ଯ୍ୟକାଳର ଚତୁର୍ଥ ବଜେଟ୍ ଉପସ୍ଥାପନ କରିବେ । ସାଧାରଣ ଜନତାଙ୍କୁ ଏହି ବଜେଟ ଉପରେ ଅନେକ ଆଶା ରହିଛି । ୨୦୨୧ରେ ମୁଦ୍ରାସ୍ପୀତି ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।…
ଆଜି କେନ୍ଦ୍ର ବଜେଟ୍, ସଂସଦରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ, : ମଙ୍ଗଳବାର ସଂସଦରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥର ବଜେଟ୍ରୁ ମଧ୍ୟବିତ୍ତମାନେ ବେଶ୍ କିଛି ଆଶା ରଖିଛନ୍ତି । କାରଣ କରୋନା ସଂକ୍ରମଣ ପାଇଁ ମଧ୍ୟବିତ୍ତଙ୍କ…
ଆଜିଠୁ ଖୋଲିବ ଶ୍ରୀମନ୍ଦିର, କୋଭିଡ କଟକଣା ମଧ୍ୟରେ କାଳିଆ ଦର୍ଶନ କରିପାରିବେ ଭକ୍ତ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । କରୋନା ସଂକ୍ରମଣ ପାଇଁ ପ୍ରାୟ ମାସାଧିକ କାଳ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରକୁ ସାଧାରଣ ଭକ୍ତଙ୍କ ନିମନ୍ତେ ବନ୍ଦ ରଖାଯାଇଥିଲା ।…
ଆହୁରୀ କମିବ ଶୀତ: ୩ରୁ ଘନ କୁହୁଡ଼ି, ୪ରୁ କୁଆପଥର ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ରାଜ୍ୟରେ ଗତ କିଛିଦିନ ହେବ ପ୍ରଚଣ୍ଡ ଶୀତ ଲହରୀ ଜାରି ରହିଥିବାବେଳେ ମଙ୍ଗଳବାରଠାରୁ ଏହା କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୩ରୁ…
ଥାନା ଆଗରେ ଯୁବକଙ୍କ ଆତ୍ମାହୁତି: ଗୁରୁତର ଅବସ୍ଥାରେ ଏମକେସିଜି ରେ ଭର୍ତ୍ତି
ବ୍ରହ୍ମପୁର: ଗୋଳନ୍ଥରା ଥାନା ଆଗରେ ଜଣେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ କରି ଗୁରୁତର ହୋଇପଡ଼ିଛନ୍ତି । ଯୁବକ ଜଣକ ନିଜ ଦେହରେ କିରୋସିନି ଢାଲି ଆତ୍ମାହୁତି ଉଦ୍ୟମ କରୁଥିଲେ । ତେବେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଅଟକାଇଲା…
ଲେଫ୍ଟନାଣ୍ଟ ଜେନେରାଲ ଜି.ଏ.ଭି ରେଡ୍ଡୀ ହେଲେ ନୂଆ ପ୍ରତିରକ୍ଷା ଗୁଇନ୍ଦା ମୁଖ୍ୟ
ପ୍ରତିରକ୍ଷା ଗୁଇନ୍ଦା ମୁଖ୍ୟ ଭାବରେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜି.ଏ.ଭି ରେଡ୍ଡୀ । ସୋମବାର କାର୍ଯ୍ୟରୁ ଅବସର ନେଇଥିବା ଲେଫ୍ଟନାଣ୍ଟ ଜେନେରାଲ କେଜେଏସ ଢିଲନଙ୍କ ସ୍ଥାନ ନେବେ ଜିଭି ରେଡ୍ଡୀ ।
ଲେଫ୍ଟନାଣ୍ଟ…
(Video) ଅସଲି ନାଁ ରେ ନକଲି ମଦ: ଚଢ଼ାଉରେ ଜବତ ହେଲା ୪ ଲକ୍ଷ ଟଙ୍କାର ନକଲି ବିଦେଶୀ ମଦ
ବୋତଲ ଅସଲି, ମାଲ୍ ନକଲି । ବ୍ରାଣ୍ଡ ଆଉ ଲୋଗୋ ବି ନାମୀ ଦାମୀ ବିଦେଶୀ ମଦର । ମାତ୍ର ଭିତରେ ଥିବା ମଦ ସମ୍ପୂର୍ଣ୍ଣ ନକଲି ଓ ଅପମିଶ୍ରିତ। ପଞ୍ଚାୟତ ନିର୍ଵାଚନକୁ ଆଖିରେ ରଖି ଗାଁ ଗଣ୍ଡାରେ ନକଲି ବିଦେଶୀ ମଦର ଜାଲ ଵିଛା…
ଇଲେକ୍ଟ୍ରିକ ଯାନ ଉପରେ ରାଜ୍ୟ ସରକାରଙ୍କ ରିହାତି: ମିଳିବ ୫୦ ହଜାର ପର୍ଯ୍ୟନ୍ତ ଟିକସ ଛାଡ଼
ଭୁବନେଶ୍ୱର: ଇ-ଯାନ ବ୍ୟବହାରକାରୀଙ୍କ ପାଇଁ ରାଜ୍ୟସରକାରଙ୍କ ଘୋଷଣା । ଇ-ଯାନ ପାଇଁ ପଞ୍ଜୀକରଣ ଫି’ ଓ ଟିକସ ଛାଡ଼ କଲେ ରାଜ୍ୟ ସରକାର । ଏହି ସୁବିଧା ପିଛିଲା ଭାବେ ୨୦୨୧ ସେପ୍ଟେମ୍ବରରୁ ଏହା ଲାଗୁ ହେବ । ଏନେଇ ଘୋଷଣା…
କରହଲ ଆସନରୁ ନାମାଙ୍କନ ଭରିଲେ ଅଖିଲେଶ: କହିଲେ ବିଜେପି ଏଠାରେ ଯାହାକୁ ବି ପ୍ରାର୍ଥୀ କରିବ ତାଙ୍କର ହାର୍ ସୁନିଶ୍ଚିତ
ଉତ୍ତର ପ୍ରଦେଶରେ ଜାରି ରହିଛି ନିର୍ବାଚନୀ ଉଷ୍ମତା । ଏହାରି ମଧ୍ୟରେ ସମାଜବାଦୀ ପାର୍ଟୀ ମୁଖ୍ୟ ଅଖିଲେଶ ଯାଦବ ସୋମବାର ମୈନପୁରୀର କରହଲ ସିଟରୁ ନାମାଙ୍କନ ଭରିଛନ୍ତି । ଅଖିଳେଶ ପ୍ରଥମ ଥର ବିଧାନସଭା ନିର୍ବାଚନ…