Browsing Category

Breaking News

ଢିଙ୍କିଆ ଲାଠିଚାର୍ଜ ମାମଲା: ଷ୍ଟାଟସ୍ ରିପୋର୍ଟ ଦେଲେ ସରକାର

mହାଇକୋର୍ଟରେ ଢିଙ୍କିଆ ସଂପର୍କୀତ ମାମଲାର ଶୁଣାଣି । ଦାୟର ୩ଟି ମାମଲାରେ ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଛି । ଆଇନଜୀବୀଙ୍କ ପକ୍ଷରୁ ଦାୟର ମାମଲାରେ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି । ଜଗତସିଂହପୁର…

ପୌରସଂସ୍ଥା ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୌରସଂସ୍ଥା ଅଧ୍ୟକ୍ଷ ଆସନ ପାଇଁ ଆସିଛି ସଂରକ୍ଷଣ ତାଲିକା । ୧୦୭ ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ…

ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ, ଅଭିବୃଦ୍ଧି ହାର ୮ରୁ ୮.୫% ଆକଳନ

ନୂଆଦିଲ୍ଲୀ: ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଆଜି ଲୋକସଭାରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୨-୨୩ ଆର୍ଥିକ…

ଓଡ଼ିଶା ହାଇକୋର୍ଟ ବିଚାରପତି ପାଇଁ ୪ ବରିଷ୍ଠ ଆଇନଜୀବୀଙ୍କୁ ପଦୋନ୍ନତି ଦେଲେ ସୁପ୍ରିମକୋର୍ଟ

କଟକ: ଓଡ଼ିଶା ହାଇକୋର୍ଟ ପାଇଁ ୪ ନୂଆ ବିଚାରପତିଙ୍କୁ ମିଳିଲା ପଦୋନ୍ନତି । ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ସେମାନଙ୍କ ନାଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ୍ । ଗତ ୨୯ ତାରିଖରେ କଲେଜିୟମ୍ ବୈଠକରେ ଏନେଇ…

କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ନିଆଁ

କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ଘଟିଛି । ଡାଏଲେସିସ୍ ରୁମ୍ ରେ ଅଗ୍ନିକାଣ୍ଡ ଯୋଗୁୁଁ ରୋଗୀ ଅସ୍ତବ୍ୟସ୍ତ ହୋଇଛନ୍ତି । ଧୁଆଁ ଭିତରେ ଅସ୍ତବ୍ୟସ୍ତ ରୋଗୀଙ୍କୁ…

ଅଧିକ ମାତ୍ରାରେ ଖାଆନ୍ତୁ ନାହିଁ କିସମିସ୍, ଫାଇଦା ବଦଳରେ ହୋଇଯିବ କ୍ଷତି

ନୂଆଦିଲ୍ଲୀ: କିସମିସ୍ ଶରୀର ପାଇଁ ଅଧିକ ଲାଭଦାୟକ ବୋଲି କୁହାଯାଏ । ସ୍ୱାଦରେ ମିଠା ହେବା ସହିତ କିସମିସରେ ଅନେକ ଗୁଣ ଲୁଚିରହିଛି । ଖାସ୍ କରି ଶୀତଦିନେ କିସମିସ୍ ଖାଇବା ଅଧିକ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଶୀତଦିନେ…

ୟୁ-ଟ୍ୟୁବ୍ ଷ୍ଟାର୍ କରିବା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ

ଯୋଧପୁର: ଜଣେ ନାବାଳିକାଙ୍କୁ ୟୁଟ୍ୟୁବ୍ ଷ୍ଟାର୍ କରିବା ଆଳରେ ଦୁଷ୍କର୍ମ କରାଯାଇଥିବା ଖବର ସାମନାକୁ ଆସିଛି । ଏହି ଘଟଣା ରାଜସ୍ଥାନର ଯୋଧପୁର ଠାରେ ହୋଇଥିବା ଜଣାପଡ଼ିଛି । ଅଭିଯୁକ୍ତକୁ ଗିରଫ କରାଯିବା ପରେ ରିମାଣ୍ଡରେ…

ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ କେତେ ଅଛି ଆଜିର ରେଟ୍?

ନୂଆଦିଲ୍ଲୀ: ସୁନା-ରୂପାର ଦରରେ ବୃଦ୍ଧି ହୋଇଥିଲେ ବି ରେକର୍ଡ ସ୍ତରରୁ ବହୁତ ଶସ୍ତାରେ ମିଳୁଛି ସୁନା । ଆଜି ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ଭାରତରେ ୪୭,୯୨୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ…

ଟେଲିକମ୍ କମ୍ପାନୀ ଗୁଡ଼ିକୁ କେନ୍ଦ୍ରର ଆଦେଶ, ଅନ୍ତର୍ଜାତୀୟ କଲ୍ ଓ ମେସେଜକୁ ୨ ବର୍ଷ ଯାଏଁ ସଂଗୃହିତ କରି ରଖିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଇଣ୍ଡରନେଟ୍ ଜରିଆରେ ବିଦେଶରୁ ଆସୁଥିବା କଲ୍, ସାଟେଲାଇନ୍ ଫୋନ୍ କଲ୍, କନଫରେନ୍ସ କଲ୍ ଏବଂ ମେସେଜ୍ ଗୁଡ଼ିକୁ ଅନ୍ତତଃପକ୍ଷେ ଦୁଇବର୍ଷ ପର୍ଯ୍ୟନ୍ତ ସଂଗୃହିତ କରି ରଖିବାକୁ ବାଧ୍ୟତାମୂଳକ କରିଛନ୍ତି । ଏନେଇ…

ସଂସଦର ବଜେଟ୍ ଅଧିବେଶନ୍ ଆରମ୍ଭ, ଜାଣନ୍ତୁ ଏହା ପୂର୍ବରୁ କ’ଣ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ୨ଟି ପର୍ଯ୍ୟାୟରେ ଆରମ୍ଭ ହୋଇ ବଜେଟ୍ ଅଧିବେଶନ ଏପ୍ରିଲ ୮ରେ ସରିବ । ଫେବ୍ରୁଆରୀ ୧୧ ଯାଏଁ ପ୍ରଥମ, ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ଯାଏଁ ଦ୍ୱିତୀୟ ଅଧିବେଶନ…