Browsing Category

Breaking News

ରଥଯାତ୍ରାରେ ଛେରାପହଁରା କରିବେ ଗଜପତି

ପୁରୀ(ଓଡ଼ିଶା ଭାସ୍କର): କରୋନା କାଳରେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କଟକଣାରେ ପାଳିତ ହେବ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ଏଥର ରଥଯାତ୍ରାରେ ଛେରାପହଁରା କରିବେ ଗଜପତି ମହାରାଜା । ଛେରାପହଁରା ନେଇ ଗଜପତି ମହାରାଜା…

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପାଇଁ ନୂଆ ଆବେଦନ ଦାଖଲ, ଦିଲ୍ଲୀ ହାଇକୋର୍ଟ କେନ୍ଦ୍ରକୁ ମାଗିଲା ଜବାବ୍

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଦିନ ଏକ ନୂଆ ଆବେଦନକୁ ନେଇ କେନ୍ଦ୍ର ଏବଂ ଅନ୍ୟ ମାନଙ୍କୁ ନୋଟିସ୍ ଜାରି କରିଛି । ଏହି ଆବେଦନରେ ସମଲିଙ୍ଗୀ ବିବାହ ପାଇଁ ସ୍ୱୀକୃତି ଦେବା ପାଇଁ ଦାବି କରାଯାଇଛି । ଖାଲି…

ଏଣିକି ମରିବା ପୂର୍ବରୁ ଜାଣିପାରିବେ ମୃତ୍ୟୁ ତାରିଖ! ମାର୍କେଟକୁ ଆସିଲା ଭବିଷ୍ୟବାଣୀ କରୁଥିବା କାଲକୁଲେଟର

ମୃତ୍ୟୁ ହେଉଛି ଦୁନିଆର ଅପ୍ରିୟ ସତ୍ୟ । ଜନ୍ମ ମାତ୍ରେ ମୃତ୍ୟୁ ସୁନିଶ୍ଚିତ । ସମସ୍ତଙ୍କୁ ଦିନେ ନା ଦିନେ ମରିବାକୁ ପଡ଼ିବ । କେଉଁ ଦିନ କାହାର ଶେଷ ଦିନ ହେବ, ତାହା କେହି କହିପାରିବେ ନାହିଁ । କିନ୍ତୁ ଆଗାମୀ ସମୟରେ…

ଓଡ଼ିଶାର ଦୁଇ ଭଉଣୀଙ୍କ କମାଲ, ଇକୋ-ଫ୍ରେଣ୍ଡଲି ବ୍ୟାଟେରୀରେ ଅଟୋ ମୋବାଇଲ ସେକ୍ଟରରେ ଆଣିଲେ ନୂତନ ବିପ୍ଳବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ପୁରୁଷଙ୍କ ତୁଳନାରେ ମହିଳାମାନେ ବ୍ୟବସାୟ ଠାରୁ ଆରମ୍ଭ କରି ଟେକ୍ନୋଲୋଜି, ଶିଳ୍ପ ସବୁ କ୍ଷେତ୍ରରେ ଅଗ୍ରଣୀ ହେଉଥିବା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଶିଳ୍ପ…

୧୧ରେ ଲଘୁଚାପ ! ଆଗାମୀ ୨୪ ଘଣ୍ଟା ପାଇଁ ୨୦ ଜିଲ୍ଲା ସାବଧାନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁଲାଇ ୧୧ରେ ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ସହ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ…

ଭୁଲରେ ବି ସ୍ପର୍ଶ କରନ୍ତୁ ନାହିଁ ଏହି ଗଛକୁ, ସାପ ଠାରୁ ଅଧିକ ଭୟଙ୍କର ଏହାର ଶାଖା-ପ୍ରଶାଖା

ନୂଆଦିଲ୍ଲୀ: ବୃକ୍ଷ ଚତୁଃର୍ପାଶ୍ୱକୁ ସବୁଜ ରଖିବା ସହିତ ବାୟୁମଣ୍ଡଳରେ ଅମ୍ଳଜାନ ଓ ଅଙ୍ଗାରକାମ୍ଲକୁ ସନ୍ତୁଳନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆମେ ଚାରିପାଖରେ ଦେଖୁଥିବା ଅନେକ ବୃକ୍ଷ ଆମକୁ…

୧୫ ଲକ୍ଷ ଅତିରିକ୍ତ ଟିକା ଦାବି କଲା ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ପକ୍ଷରୁ ଅତିରିକ୍ତ ୧୫ ଲକ୍ଷ ଡୋଜ୍ କୋଭିସିଲ୍ଡ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି । ରାଜ୍ୟରେ ସୋମବାର ୪ ଲକ୍ଷରୁ ଅଧିକ ଟିକାକରଣ ହୋଇଥିବା ବେଳେ ସମୁଦାୟ ଟିକାକରଣ…

ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ, AIIMSରେ ହେବ ଅଗ୍ନିଶମ ସେବା କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର AIIMS ପରିସରରେ ହେବ ଅଗ୍ନିଶମ ସେବା କେନ୍ଦ୍ର । ଏହି ଅଗ୍ନିଶମ ସେବା କେନ୍ଦ୍ର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କେନ୍ଦ୍ରରେ ଜଣେ…

ପ୍ରମୋଦ ଭଗତଙ୍କୁ ଖେଳ ରତ୍ନ ଓ ଦୀପ୍ ଗ୍ରେସଙ୍କୁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓ ପାରା ଅଲିମ୍ପିକ୍ସ ପାଇଁ ମନୋନୀତ ହୋଇଥିବା ଭାରତୀୟ ପାରା ସଟଲର୍ ବା ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ପାଇଁ ସୁପାରିସ୍ କରିଛନ୍ତି…

ଷ୍ଟାନ୍ ସ୍ୱାମୀଙ୍କର ଶବଦାହକୁ ଅନଲାଇନରେ ଦେଖିବେ ପରିବାର ଲୋକେ

ଚେନ୍ନାଇ: ସମାଜସେବୀ ଷ୍ଟାନ୍ ସ୍ୱାମୀଙ୍କର ସୋମବାର ଦେହାନ୍ତ ହୋଇଯାଇଥିଲା । ତାଙ୍କର ୮୪ ବର୍ଷରେ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ତେବେ ତାଙ୍କର ପରିବାର ଲୋକେ ତାଙ୍କର ଶବଦାହକୁ ଲାଇଭ୍ ଦେଖିବେ । ଏସଟି ପିଟରସ୍ ଚର୍ଚ୍ଚ…