Browsing Category

Breaking News

ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ, AIIMSରେ ହେବ ଅଗ୍ନିଶମ ସେବା କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର AIIMS ପରିସରରେ ହେବ ଅଗ୍ନିଶମ ସେବା କେନ୍ଦ୍ର । ଏହି ଅଗ୍ନିଶମ ସେବା କେନ୍ଦ୍ର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କେନ୍ଦ୍ରରେ ଜଣେ…

ପ୍ରମୋଦ ଭଗତଙ୍କୁ ଖେଳ ରତ୍ନ ଓ ଦୀପ୍ ଗ୍ରେସଙ୍କୁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓ ପାରା ଅଲିମ୍ପିକ୍ସ ପାଇଁ ମନୋନୀତ ହୋଇଥିବା ଭାରତୀୟ ପାରା ସଟଲର୍ ବା ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ପାଇଁ ସୁପାରିସ୍ କରିଛନ୍ତି…

ଷ୍ଟାନ୍ ସ୍ୱାମୀଙ୍କର ଶବଦାହକୁ ଅନଲାଇନରେ ଦେଖିବେ ପରିବାର ଲୋକେ

ଚେନ୍ନାଇ: ସମାଜସେବୀ ଷ୍ଟାନ୍ ସ୍ୱାମୀଙ୍କର ସୋମବାର ଦେହାନ୍ତ ହୋଇଯାଇଥିଲା । ତାଙ୍କର ୮୪ ବର୍ଷରେ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ତେବେ ତାଙ୍କର ପରିବାର ଲୋକେ ତାଙ୍କର ଶବଦାହକୁ ଲାଇଭ୍ ଦେଖିବେ । ଏସଟି ପିଟରସ୍ ଚର୍ଚ୍ଚ…

ବିମାନବନ୍ଦରର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ପ୍ରଭାତ, କହିଲେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ବିମାନବନ୍ଦରର ନୂଆ ନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ପ୍ରଭାତ ରଞ୍ଜନ ବେଉରିଆ । ଦାୟିତ୍ୱ ନେବା ପରେ ପ୍ରଭାତ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବାକି ଥିବା…

ଉତ୍କଳ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗରେ ଲାଗିଲା ନିଆଁ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗରେ ନିଆଁ ଲାଗିଯାଇଛି । ଏଚଓଡିଙ୍କ ବିଭାଗରେ ନିଆଁ ଲାଗିଯାଇଥିବା ଜଣାପଡିଛି । କିନ୍ତୁ କେଉଁ କାରଣରୁ ଏହି ନିଆଁ ଲାଗିଛି ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ । ତେବେ…

ଇସ୍ରାଏଲର ଏହି ୫ଟି ଅସ୍ତ୍ର ପାଇବାକୁ ପାଗଳ ପ୍ରାୟ ସାରା ଦୁନିଆ, ଜାଣନ୍ତୁ କଣ ଏହା

ଓଡ଼ିଶା ଭାସ୍କର ବ୍ୟୁରୋ: ବିଭିନ୍ନ ଉନ୍ନତ ଧରଣର କ୍ଷେପଣାସ୍ତ୍ର ତିଆରି କରିବାରେ ଇସ୍ରାଏଲ୍ ହେଉଛି ସବୁଠାରୁ ଅଗ୍ରଣୀ ଦେଶ । ଏହି କ୍ଷେପଣାସ୍ତ୍ର ବିକ୍ରୟ କରି ଇସ୍ରାଏଲ ଭାରତ ସହିତ ୧୦୦୦ କୋଟିରୁ ଅଧିକ ଚୁକ୍ତି କରିଛି ।…

ରାଜ୍ୟ ସରକାର ଦାଖଲ କରିବେ କୋଭିଡ୍ ମୃତ୍ୟୁର ପ୍ରକୃତ ତଥ୍ୟ, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ୍ ମୃତ୍ୟୁକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ସରକାରୀ ତଥ୍ୟ, ଶ୍ମଶାନ ମୃତ୍ୟୁ ସଂଖ୍ୟା, ମୃତ୍ୟୁ ସାର୍ଟିଫିକେଟକୁ ତର୍ଜମା କଲେ କରୋନା ମୃତ୍ୟୁ ସଂଖ୍ୟାରେ…

ରାଜ୍ୟରେ ବନ୍ଦ ହେବ କୋଭିଡ଼ କେୟାର ସେଣ୍ଟର, ଜାଣନ୍ତୁ କାରଣ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏହାରି ମଧ୍ୟରେ ସବୁ ଜିଲ୍ଲାପାଳ ଓ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଏସିଏସ ପ୍ରଦୀପ୍ତ ମହାପାତ୍ର । ରୋଗୀ ନଥିଲେ…

କରୋନାରେ ମୃତ୍ୟୁ ହୋଇଥିବା ଆକ୍ରାନ୍ତଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା, ଘୋଷଣା କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଆଜି ଏକ ବଡ ଘୋଷଣା କରିଛନ୍ତି । ନିଜ ଘୋଷଣାରେ ସେ କହିଛନ୍ତି ଯେ, ଯେଉଁମାନଙ୍କ କରୋନାରେ ମୃତ୍ୟୁ ହୋଇଛି ସେମାନଙ୍କ ପରିଜନଙ୍କୁ ୫୦ ହଜାରର ସହାୟତା ରାଶି…

ନୂଆ ଆଇଟି ନିୟମ ଉଲଂଘନ କରିଥିବା ମାନିଲା ଟୁଇଟର୍, କେନ୍ଦ୍ର କହିଲା, ‘ନିଜ ଇଚ୍ଛାରେ ନେଇପାରିବେନି ସମୟ’

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରେ ମଙ୍ଗଳବାର ଦିନ ଟୁଇଟର୍ ସ୍ୱୀକାର କରିଛି ଯେ, ଭାରତ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ନୁତନ ଆଇଟି ନିୟମକୁ ପାଳନ କରିନାହିଁ । ଏହା ଉପରେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ,…