Browsing Category

Breaking News

ପୁଟିନ-ମୋଦି ଆଲୋଚନା: ହିଂସାର ପଥ ଛାଡ଼ି ଯୁଦ୍ଧ ରୋକିବାକୁ କଲେ ଅପିଲ୍

ରୁଷ ରାଷ୍ଟ୍ରପତିଙ୍କ ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ମୋଦି । ୟୁକ୍ରେନ ସଂକଟ ପରିପ୍ରେକ୍ଷୀରେ ଗୁରୁବାର ଫୋନରେ କଥା ହେଲେ ମୋଦି । ସମଗ୍ର ଘଟଣାକୁ ନେଇ ମୋଦିଙ୍କୁ ସୂଚନା ଦେଲେ ପୁଟିନ୍ । ଆଲୋଚନା ମାଧ୍ୟମରେ…

ୟୁକ୍ରେନ ସଂକଟକୁ ନେଇ ବିଦେଶ ମନ୍ତ୍ରାଳୟର ପ୍ରେସମିଟ୍: କିଛି ସମୟ ମଧ୍ୟରେ ପୁଟିନଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ । ଯାହାର ପ୍ରଭାବ ସମଗ୍ର ଉପରେ ଦେଖିବାକୁ ମିଳିଛି । ଅନେକ ଦେଶ ନିଜ ନିଜ ସ୍ତରରେ ଏହି ଯୁଦ୍ଧକୁ କୁଟନୈତିକ ସ୍ତରରେ ରୋକିବାକୁ ଚେଷ୍ଟା କରୁଛନ୍ତି ।…

ରୁଷିଆ ରାଷ୍ଟ୍ରପତିଙ୍କ ବିଳାଶପୂର୍ଣ୍ଣ ଜୀବନଶୈଳୀ, ମୋଟ ସମ୍ପତ୍ତି ମୂଲ୍ୟ ରହିଛି ଏତିକି

ରୁଷ ଓ ୟୁକ୍ରେନ୍ ଭିତରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି । ରୁଷର ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ୍ଙ୍କ ନିର୍ଦେଶ ପରେ ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଛି । ଦୁଇ ଦେଶର ସେନା ପରସ୍ପରକୁ କଡା ଜବାବ୍…

ୟୁକ୍ରେନର ୧୧ଟି ଏୟାର ଫିଲ୍ଡ, ୭୪ ଟି ସେନା ଶିବିର ଧ୍ୱଂସ କରିବା ନେଇ ରୁଷର ସୂଚନା

ରୁଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ । ଗୁରୁବାର ସକାଳେ ୟୁକ୍ରେନ ଉପରେ ଆକ୍ରମଣ ଘୋଷଣା କରିଥିଲେ ରୁଷ ରାଷ୍ଟ୍ରପତ ଭ୍ଲାଦିମିର ପୁଟିନ୍ । ଯାହାକୁ ନେଇ ବିଶ୍ୱ ସ୍ତରରେ ଆରମ୍ଭ ହୋଇଛି ସମାଲୋଚନା । ସେପଟେ…

ସୀମା ଟପିଲା ନୃଶଂସତା: ଯୌତୁକ ପାଇଁ ସ୍ତ୍ରୀର ଆଙ୍ଗୁଠି କାଟିଲା ସ୍ୱାମୀ, ଲଗାଇଲା କରେଣ୍ଟ

ଲକ୍ଷ୍ନୌ: ଯୌତୁକ ପାଇଁ ସ୍ୱାମୀ ଦେଲା ନୃଶଂସ ନିର୍ଯ୍ୟାତନା । ବାପା ମା ସହ ମିଶି ସ୍ତ୍ରୀର ଆଙ୍ଗୁଠି କାଟିଲା, ଖାଲି ଏତିକି ନୁହେଁ କରେଣ୍ଟ ମଧ୍ୟ ଲଗାଇଲା । ଏଭଳି ଏକ ନୃଶଂସ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ…

(Video) ୟୁକ୍ରେନ-ଋଷିଆ ଯୁଦ୍ଧ: ଓଡ଼ିଆ ପୁଅଙ୍କ ମୁଣ୍ଡରେ ଭାରତୀୟଙ୍କ ସୁରକ୍ଷା ଭାର

ଆରମ୍ଭ ହୋଇଛି ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ଏଭଳି ସ୍ଥିତିରେ ସବୁ ଦେଶ ୟୁକ୍ରେନରେ ଥିବା ନିଜର ନାଗରିକଙ୍କ ସୁରକ୍ଷା ପାଇଁ ଏବେ ଅଧିକ ଚିନ୍ତିତ ହୋଇପଡ଼ିଛନ୍ତି । ସବୁ ଦେଶ ନିଜ ନାଗରିକଙ୍କୁ ୟୁକ୍ରେନରୁ ଉଦ୍ଧାର…

ଲଞ୍ଚ ହେଲା Realmeର ନୂଆ ସ୍ମାର୍ଟଫୋନ; ବଜେଟରେ ରହିଛି 50 MP ର କ୍ୟାମେରା

ନୂଆଦିଲ୍ଲୀ: ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Realme ଏହାର ନୂତନ ସ୍ମାର୍ଟଫୋନ Realme Narzo 50 କୁ ଭାରତରେ ଲଞ୍ଚ କରିଛି । ଏହି ବଜେଟ ସ୍ମାର୍ଟଫୋନରେ ଦମଦାର ଟ୍ରିପଲ କ୍ୟାମେରା, ବ୍ୟାଟେରୀ, ଦମଦାର ପ୍ରୋସସର ରହିଛି…

ଭିଜିଲାନ୍ସ ଜାଲରେ ବିଜୁଳି ଯନ୍ତ୍ରୀ: ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ

ଜୟପୁର: ଭିଜିଲାନ୍ସ ଜାଲରେ ପଡ଼ିଲେ ବିଦ୍ୟୁତ ବିଭାଗ ସରକାରୀ ଯନ୍ତ୍ରୀ । ଟିପିଏସଓଡିଏଲ ବୋରିଗୁମ୍ମାର ସହକାରୀ ଯନ୍ତ୍ରୀ ପ୍ରବୀଣ ହୋତା । ଠିକା କର୍ମଚାରୀଙ୍କୁ ତଡ଼ି ଦେବାକୁ ଧମକ ଦେଇ ଲାଞ୍ଚ ନେଉଥିଲେ । ୧୦ ହଜାର ଟଙ୍କା…

ପୌର ନିର୍ବାଚନକୁ ନେଇ ଅଡ଼ୁଆରେ ସରକାର: ଓବିସି ସଂରକ୍ଷଣ ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ପସ୍ତୁତି ଜାରି ରହିଥିବାବେଳେ, ଏବେ ଓବିସି ସଂରକ୍ଷଣଙ୍କୁ ନେଇ ଅଡ଼ୁଆରେ ସରକାର । ଓବିସି ସଂରକ୍ଷଣ ନେଇ ହାଇକୋର୍ଟରେ ଦାୟର ମାମଲାରେ ନୋଟିିସ । ରାଜ୍ୟ ନିର୍ବାଚନ କମିଶନ, ଓବିସି…

ପଞ୍ଚମ ପର୍ଯ୍ୟାୟରେ ୭୦%ରୁ ଅଧିକ ମତଦାନ: ନିର୍ବାଚନ କମିଶନ

ଭୁବନେଶ୍ୱର: ରାଜ୍ୟରେ ସରିଛି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ । ପଞ୍ଚମ ପର୍ଯ୍ୟାୟରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ନେଇ ସୂଚନା…