Browsing Category
Breaking News
(ଦେଖନ୍ତୁ ଭିଡିଓ) ମହାନଦୀ ବ୍ରିଜ୍ ଉପରେ ବୋଲେରୋ-ଟ୍ରକ୍ ମୁହାଁମୁହିଁ: ୫ ମୃତ
ସୋନପୁର(ଓଡ଼ିଶା ଭାସ୍କର): ମହାନଦୀ ବ୍ରିଜ୍ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ସୋନପୁରରେ ମହାନଦୀ ବ୍ରିଜ୍ ଉପରେ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏକ ବୋଲେରୋ ସହିତ ଟ୍ରକର ମୁହାଁମୁହିଁ ହେବା…
ନାଗ ଚୈତନ୍ୟଙ୍କ ଠାରୁ ଅଲଗା ହେବା ପୋଷ୍ଟକୁ ଡିଲିଟ୍ କଲେ ସାମନ୍ଥା(ଦେଖନ୍ତୁ ଭିଡିଓ)
ନୂଆଦିଲ୍ଲୀ: ସାଉଥ୍ ଇଣ୍ଡଷ୍ଟ୍ରୀର କ୍ୟୁଟ୍ କପଲ୍ ସାମନ୍ଥା ରୁଥ୍ ପ୍ରଭୁ ଓ ନାଗା ଚୈତନ୍ୟ ଗତ ବର୍ଷ ନିଜ ବିବାହ ବିଚ୍ଛେଦର ଖବର ଦେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ । ଦୁହେଁ ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର୍ କରି ଏ…
ମା’ ହେଲେ ପ୍ରିୟଙ୍କା ଚୋପ୍ରା, ସରୋଗେସୀ ଜରିଆରେ ସ୍ୱାଗତ କଲେ ନୂତନ ଅତିଥି
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମାଆ ବନିଛନ୍ତି । ଏନେଇ ସେ ସୋସିଆଲ୍ ମିଡିଆରେ ନିଜ ଫ୍ୟାନ୍ସ ମାନଙ୍କୁ ସୂଚନା ଦେଇଛନ୍ତି । ତେବେ ଛୁଆର ଜନ୍ମ ସରୋଗେସୀ ଦ୍ୱାରା ହୋଇଛଇ । ୨୦୧୮ ମସିହାରେ ନିକ୍ ଜୋନସ୍…
ଲିକ୍ ହୋଇଗଲା ହଜାର ହଜାର ଭାରତୀୟଙ୍କ ଡାଟା, ଆପଣ ବି ହୋଇଯାଆନ୍ତୁ ସାବଧାନ୍
ନୂଆଦିଲ୍ଲୀ: କୋଭିଡ ସମ୍ବନ୍ଧୀତ ବ୍ୟକ୍ତଗତ ତଥ୍ୟ ଏକ ସରକାରୀ ସର୍ଭରରୁ ଲିକ୍ ହେବା ମାମଲା ସାମ୍ନାକୁ ଆସିଛି । ଲିକ୍ ହୋଇଥିବା ଡାଟାରେ ପାଖାପାଖି ୨୦ ହଜାର ଭାରତୀୟଙ୍କ ମୋବାଇଲ ନମ୍ବର, ଠିକଣା ଓ କୋଭିଡ ଟେଷ୍ଟର ପରିଣାମ…
ବଢିଗଲା ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଆୟ, ମୁନାଫା ୫୦୦୦ କୋଟିରୁ ଅଧିକ
ନୂଆଦିଲ୍ଲୀ : ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ନେତୃତ୍ଵାଧୀନ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଅକ୍ଟୋବର-ଡିସେମ୍ବର ତ୍ରୈମାସିକର ରିପୋର୍ଟ ଜାରି କରିଛି। ଏହି ଅବଧିରେ କମ୍ପାନୀର ଶୁଦ୍ଧ ଲାଭ ୩୭.୯ ପ୍ରତିଶତ ବଢି…
(Video) ଅମାନବୀୟ କାଣ୍ଡ: ଫଳରେ ଥିବା ବୋମା ଖାଇଦେଲା ଗାଈ, ଛିଣ୍ଡିଗଲା ମୁହଁ
ପୁଣି ଥରେ ଦେଖିବାକୁ ମିଳିଛି ପଶୁଙ୍କ ପ୍ରତି ଅମାନବୀୟ କାଣ୍ଡ । କେତେବେଳେ କୁକୁର, ତ’ କେତେବେଳେ ଗାଇ । କାହିଁକି ଏତେ ନିଷ୍ଠୁର ହୋଇଯାଉଛି ମନୁଷ୍ୟ । କାହିଁକି ହୋଇପଡ଼ୁଛି ନିର୍ଦ୍ଧୟ । ଆଉ କରୁଛି ଏହି ନିରୀହ ପଶୁଙ୍କ…
ଗୋଆ ନିର୍ବାଚନରେ ସ୍ୱାଧୀନ ଭାବରେ ଲଢ଼ିବେ ଉତ୍ପଳ ପାରିକର: ପାନାଜୀରୁ ଲଢ଼ିବା ନେଇ କଲେ ଘୋଷଣା
ଗୋଆ ନିର୍ବାଚନରେ ସ୍ୱାଧୀନ ଭାବରେ ଲଢ଼ିବେ ଦିବଙ୍ଗତ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର । ଏନେଇ ଶୁକ୍ରବାର ଘୋଷଣା କରିଛନ୍ତି ଉତ୍ପଳ ପାରିକର । ଏହା ସହ ବିଜେପିରୁ ଇସ୍ତଫା ଦେବା କଥା ମଧ୍ୟ କହିଛନ୍ତି ଉତ୍ପଳ । ସେ…
ଟେଷ୍ଟ ପରେ ଦିନିକିଆରେ ଭାରତର ଶୋଚନୀୟ ପରାଜୟ, ହାରିଲା ଦିନିକିଆ ସିରିଜ୍ ।
ପାର୍ଲ : ସମାନ ପଡିଆ ଆଉ ସମାନ ଫଳାଫଳ। ଟେଷ୍ଟ ସିରିଜ୍ ହାରିବା ପରେ ଦିନିକିଆ ସିରିଜ୍ ମଧ୍ୟ ହାରିଲା ଭାରତୀୟ ଦଳ। ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବହୀନ ପ୍ରଦର୍ଶନ ଦଳ ପରାଜୟର କାରଣ ପାଲଟିଛି। ପାର୍ଲର ବୋଲାଣ୍ଡ…
ପଞ୍ଚାୟତ ନିର୍ବାଚନର ସରିଲା ନାମାଙ୍କନ, ଜାଣନ୍ତୁ କେଉଁ ଆସନ ପାଇଁ କେତେ ପ୍ରାର୍ଥୀ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରାର୍ଥୀ ନାମାଙ୍କନ । ସୂଚନା ମୁତାବକ, ଜିଲ୍ଲା ପରିଷଦ ପାଇଁ ମୋଟ ୩ ହଜାର ୯୯୯ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି…
ଗଳାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି? ଦୂର କରିବାକୁ ଆପଣାନ୍ତୁ ଏହି ଉପାୟ
ନୂଆଦିଲ୍ଲୀ: ଭାଇରାଲ ବା ବ୍ୟାକ୍ଟେରିଆ ସଂକ୍ରମଣ ବା ଅନ୍ୟାନ୍ୟ କାରଣରୁ ଗଳାରେ ଯନ୍ତ୍ରଣା ହୋଇପାରେ । ବିଶେଷଙ୍କ ମତରେ ଷ୍ଟ୍ରେପଟୋକୋକସ୍ ବ୍ୟାକ୍ଟେରିଆ ଦ୍ୱାରା ସୃଷ୍ଟି ହୋଇଥିବା ଗଳା ସଂକ୍ରମଣ ବିପଜ୍ଜନକ ହୋଇଥାଏ ।…