Browsing Category
Breaking News
ଅଗରକରଙ୍କୁ ବୋଲିଂ କୋଚ୍ କରିବା ପାଇଁ ସିନିୟର ଖେଳାଳିଙ୍କ ଇଚ୍ଛା, ବିସିସିଆଇର କରାଇଲେ ଦୃଷ୍ଟି ଆକର୍ଷଣ
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ପେସ୍ ବୋଲର ଅଜିତ ଅଗରକରଙ୍କୁ ବୋଲିଂ କୋଚ ନିଯୁକ୍ତ କରିବା ପାଇଁ ଭାରତୀୟ କ୍ରିକେଟ ଦଳର ସିନିୟର ଖେଳାଳି ମାନେ ଇଛା ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ…
ମହିଳାଙ୍କ ଆଖିରୁ ଡାକ୍ତର ବାହାର କଲେ ତିନୋଟି ଜୀଅନ୍ତା ମାଛି
ନୂଆଦିଲ୍ଲୀ: ଆଜିକାଲିର ଦୈନନ୍ଦିନ ଜୀବନରେ ଦିନକୁ ଦିନ ନୂଆ ନୂଆ ଘଟଣା ସବୁ ଦେଖିବାକୁ ମିଳୁଛି । କିଏ ବାଲି ଖାଇ ବଞ୍ଚୁଛି ତ କାହାର ପେଟରୁ ଲୁହା କଣ୍ଟା ବାହାରିଲାଣି । ତେବେ ନିକଟରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା…
ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ (ଭାସ୍କର ନ୍ୟୁଜ): ଆଜି ଫାଲ୍ଗୁନ କୃଷ୍ଣ ସପ୍ତମୀ ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ପରେ ଏହି ସ୍ୱତନ୍ତ୍ର ନୀତି ବଢ଼ିବ । ଦତ୍ତମହାପାତ୍ରମାନେ ଠାକୁରଙ୍କ…
ଋଷିଆ ଉପରେ ଆମେରିକାର କଟକଣା: ୟୁକ୍ରେନକୁ ସେନା ଯୋଗାଇବେ ବାଇଡନ୍
ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଋଷ ଦ୍ୱାରା ଅଲଗା ଅଲଗା ଅଞ୍ଚଳକୁ ସ୍ୱାଧୀନ ଭାବେ ଘୋଷଣା ପରେ ଏବେ ଆମେରିକା ଋଷ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆମେରିକାର…
ପାଞ୍ଚାୟତ ନିର୍ବାଚନରେ ସାମ୍ବାଦିକଙ୍କୁ ଆକ୍ରମଣ ଏବଂ ବୁଥ ରିଗିଂ ଘଟଣା: ଗିରଫ ସଂଖ୍ୟା ୯୮କୁ ବୃଦ୍ଧି
ଯାଜପୁର (ଭାସ୍କର ନ୍ୟୁଜ୍): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୩ଟି ପର୍ଯ୍ୟାୟ ମତଦାନ ସମୟରେ ଯାଜପୁର ଜିଲ୍ଲାରେ ବ୍ୟାପକ ହିଂସା ଦେଖାଦେଇଥିଲା । କେଉଁଠି ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିଲା ତ ଆଉ କେଉଁଠି ଭୋଟ୍…
୧୧ବର୍ଷୀୟ ବାଳକ ପାଇଁ ଦେବଦୂତ ସାଜିଲେ କେ.ଏଲ୍ ରାହୁଲ, ଗୁରୁତର ଅପରେସନ୍ ପାଇଁ ଦାନ କଲେ ୩୧ ଲକ୍ଷ ଟଙ୍କା
ବେଙ୍ଗାଲୁର: ଆଜିର ଦୁନିଆରେ ବିପଦ ବେଳେ ପରକୁ ସାହାଯ୍ୟ କରିବା ପରି ଲୋକ ମିଳିବା କଷ୍ଟକର । କାରଣ ଭିନ୍ନ ମାର୍ଗରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ କୁଣ୍ଠାବୋଧ କରିବେ ନାହିଁ । ମାତ୍ର ଅନ୍ୟକୁ ସାହାଯ୍ୟ କରିବା…
ୟୁକ୍ରେନରୁ ଭାରତ ପହଞ୍ଚିଲେ ୨୪୨ ପ୍ରବାସୀ
ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଧିରେ ଧିରେ ବଢ଼ିବାରେ ଲାଗିଛି । ୟୁକ୍ରେନରେ ସ୍ଥିତି ବିଗିଡ଼ିବା ପରେ ଦେଶ ଛାଡ଼ୁଛନ୍ତି ପ୍ରବାସୀ । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଭାରତ ଫେରିଛନ୍ତି୨୪୨…
ପଞ୍ଚାୟତ ନିର୍ବାଚନ: ୨୪ରେ ଅନ୍ତିମ ପର୍ଯ୍ୟାୟ ମତଦାନ, ଜଟଣୀ ବ୍ଲକ୍ର ୧୫ ପଞ୍ଚାୟତରେ ହେବ ଭୋଟିଂ
ଜଟଣୀ (ଭାସ୍କର ନ୍ୟୁଜ୍): ଜଟଣୀ ବ୍ଲକ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଫେବୃୟାରୀ ୨୪ ତାରିଖରେ ଅନୁଷ୍ଠିତ ହେବ । ଏହି ନିର୍ବାଚନମଣ୍ଡଳୀରେ ୭ ଓ ୮ନଂ ଦୁଇଟି ଜିଲ୍ଲା ପରିଷଦ ଜୋନ୍, ୧୫ ଗ୍ରାମ ପଂଚାୟତର ସରପଂଚ-ସମିତି…
ବାର୍ଡ ଫ୍ଲୁ ଆତଙ୍କ: ପୋତା ହେଲା ୨୫ ହଜାର କୁକୁଡା, ନଷ୍ଟ କରାଗଲା ଅଣ୍ଡା
ଥାନେ: ମହାରାଷ୍ଟ୍ରର ଥାନେ ଏବଂ ପାଲଘର ଜିଲ୍ଲାର କିଛି ଅଞ୍ଚଳରେ ବାର୍ଡ ଫ୍ଲୁ (ଏଭିଆନ୍ ଇନ୍ ଫ୍ଲୁଏଞ୍ଜା) ମାମଲା ଚିହ୍ନଟ ହୋଇଛି । ଏହା ପରେ ରାଜ୍ୟ ସରକାର ଉଭୟ ଜିଲ୍ଲାରେ ସଂକ୍ରମଣ ହଟସ୍ପଟ୍ର ଏକ କିଲୋମିଟର…
ଆଜି ୪୫ ବୁଥ୍ରେ ସାନି ମତଦାନ, ସକାଳ ୯ଟାରୁ ଅପରାହ୍ନ ୩ଟା ଯାଏଁ ଚାଲିବ ଭୋଟିଂ
ଭୁବନେଶ୍ବର (ଭାସ୍କର ନ୍ୟୁଜ୍): ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି। ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର…