fbpx
Browsing Category

Breaking News

ନିର୍ମାଣ ହେବାକୁ ଯାଉଛି ନୁତନ ସହର; ରିସର୍ଟ, ରିଭର୍ ଫ୍ରଣ୍ଟ, ଲାଇଟ୍ ସାଉଣ୍ଡ ସୋର ମିଳିବ ସୁବିଧା

ନୁଆଦିଲ୍ଲୀ, ୮|୪ (ଓଡିଶା ଭାସ୍କର) : ନିର୍ମାଣ ହେବାକୁ ଯାଉଛି ନୁଆ ସହର । ଯେଉଁଠାରେ ଆପଣ ମାନେ ପାଇବେ ଆଶ୍ରମ, ହୋଟେଲ୍, ରିସର୍ଟ ଏବଂ ନଦୀ କୁଳର ସୁବିଧା । ଏସବୁ ସହିତ ଆଡଭେଞ୍ଚରର ମଧ୍ୟ ଭରପୁର ମଜା ନେଇ ପାରିବେ ।…

କୋଭିଡ଼୍ ନିୟମ ଉଲଘଂନକାରୀଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର ୮|୪ (ଓଡିଶା ଭାସ୍କର) :  ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲି ଥିବାବେଳେ ଏହାର ନିୟମକୁ ଅନେକ ଉଲଘଂନ କରୁଛନ୍ତି । ଏହି ନିୟମ ଉଲଘଂନକାରୀଙ୍କ ଠାରୁ ପୋଲିସ ୨୫ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି । ଗତ…

ଐତିହାସିକ ୮ ଏପ୍ରିଲ୍

୮ ଏପ୍ରିଲ୍ ହେଉଛି ବିଶ୍ୱ ଇତିହାସର ଏକ ଐତିହାସିକ ଦିନ । ଏହା କହିବାର କାରଣ ହେଉଛି ଏହି ତାରିଖରେ ବିଶ୍ୱରେ ଅନେକ ଗୁରୁତ୍ୱପୁର୍ଣ୍ଣ ଘଟଣାମାନ ଘଟିଯାଇଛି ଯାହା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ତେବେ କଣ ରହିଛି ଏହି…

ଅଭିନେତ୍ରୀ ମୁନ୍ ମୁନ୍ ମି ଠୁ କୁ ନେଇ କଲେ ଏପରି ଖୁଲାସା, ପଢ଼ିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ

ମୁମ୍ବାଇ,  ୭ା୪ (ଓଡିଶା ଭାସ୍କର): ବଲିଉଡ୍ ଜଗତରେ ମି ଠୁ କିଛି ନୁଆ କଥା ନୁହେଁ । ଅନେକ ବଡ ବଡ ହସ୍ତୀ ମାନେ ଏହି ମି ଠୁ କୁ ସାମନା କରିସାରିଛନ୍ତି ଏବଂ ଏହା ବିଷୟରେ ଖୋଲାଖୋଲି ଭାବରେ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସ…

ରୁକୁଣା ରଥଯାତ୍ରା ପାଇଁ BMC ପକ୍ଷରୁ ବୈଠକ ଶେଷ

ଭୁବନେଶ୍ୱର ୮|୪ (ଓଡିଶା ଭାସ୍କର) :  ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ BMC ପକ୍ଷରୁ ବୈଠକ ଶେଷ ହୋଇଛି । ବିନା ଭକ୍ତରେ ରୁକୁଣା ରଥଯାତ୍ରାକୁ ଶେଷ କରିବା ନେଇ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।…

ପୁଣି ୪ ଦିନ ବନ୍ଦ ହେଲା ଭୁବନେଶ୍ୱର ୟୁନିଟ୍-୧ SBI

ଭୁବନେଶ୍ୱର ୮|୪ (ଓଡିଶା ଭାସ୍କର) : ପୁଣି ୪ ଦିନ ବନ୍ଦ ହେଲା ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ SBI ମୁଖ୍ୟ ବ୍ରାଞ୍ଚ୍। ୨୫ରୁ ଅଧିକ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ପରେ BMC ପକ୍ଷରୁ ସିଲ୍ କରାଯାଇଛି । ୮ରୁ ୧୧ ତାରିଖ…

ବର୍ଦ୍ଧିତ କରୋନା ସଂକ୍ରମଣକୁ ନେଇ ବିଏମସି କମିସନଙ୍କ ପ୍ରତିକ୍ରିୟା: ଆବାସିକ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍ ଛାଡିବାକୁ…

ଭୁବନେଶ୍ୱର, ୮|୪ (ଓଡିଶା ଭାସ୍କର) : କରୋନା ସଂକ୍ରମଣ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି । ଏହାକୁ ନଜରରେ ରଖି ରାଜ୍ୟରେ ସ୍ପେଶାଲ୍ ଡ୍ରାଇଭ୍ କରୁଛନ୍ତି । ଏଥିରେ କରୋନା ନିୟମ ମାନୁନଥିବା ମଲ୍, ବଜାର, ଦୋକାନ ଆଦିରେ…

ନ୍ୟୁଜିଲାଣ୍ଡରେ ଭାରତୀୟଙ୍କୁ ପ୍ରବେଶ ମନା

ନୁଆଦିଲ୍ଲୀ, ୮|୪ (ଓଡିଶା ଭାସ୍କର) : ସାରା ବିଶ୍ୱରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ସେହିପରି ଦେଶରେ ମଧ୍ୟ କରୋନା ଆତଙ୍କ ଖେଳାଇଛି । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୨୬ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ସିଲ୍ ହେଲା ଗୁଣୁପୁରୁ GIET ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର ୮|୪ (ଓଡିଶା ଭାସ୍କର) :  ୩ ଦିନ ପାଇଁ ବନ୍ଦ ହେଲା ଗୁଣୁପୁର ସ୍ଥିତ ଗାନ୍ଧି ଇନଷ୍ଟିଚ୍ୟୁଟ୍ ଅଫ ଇଂଜିନିଅରିଂ ଆଣ୍ଡ ଟେକ୍ନୋଲୋଜି ବା GIET । ବିଶ୍ୱବିଦ୍ୟାଳୟରୁ ଗତକାଲି ୨ କରୋନା ପଜିଟିଭ୍ ବାହାରିବା ପରେ…

କଟକରେ କୋଚିଂ ସେଣ୍ଟର ସିଲ୍ କଲା ସିଏମସି

କଟକ, ୮|୪ (ଓଡିଶା ଭାସ୍କର) : କଟକରେ କୋଚିଂ ସେଣ୍ଟର ସିଲ୍ । କୋଭିଡ୍ ନିୟମ ଉଲଂଘନ କରିଥିବାରୁ କଟକର ମହିନ୍ଦ୍ରା କୋଚିଂ ସେଣ୍ଟରକୁ ଆଜି ସକାଳୁ ସକାଳୁ ସିଲ୍ କରାଯାଇଛି । ଏହାକୁ ସିଲ୍ କରିଛି ସିଏମସି । ରାଜ୍ୟରେ…