Browsing Category

Breaking News

ଭାଙ୍ଗି ଯାଇଛି ପରିବାରର ‘ମେରୁଦଣ୍ଡ’, ବାପା ଭୋଗୁଛନ୍ତି ଯନ୍ତ୍ରଣା… ଗୁମୁରି କାନ୍ଦୁଛି ପୁଅ

କେନ୍ଦ୍ରାପଡ଼ା:(ଓଡ଼ିଶା ଭାସ୍କର):ଆପଣଙ୍କର ଏକ ଛୋଟିଆ ସାହାଯ୍ୟ ମୋ ବାପାଙ୍କ ଜୀବନ ବଞ୍ଚାଇପାରିବ । ମୋ ବାପାଙ୍କ ଜୀବନ ମରଣ ସହ ଲଢୁଛନ୍ତି । ଦୟାକରି ମୋତେ ସାହାର୍ଯ୍ୟ କରନ୍ତୁ । ବାପାଙ୍କର ଜୀବନ ବଞ୍ଚାଇବା ପାଇଁ ଆକୁଳ…

କି ଠକ! ସିନ୍ଦୁର ପିନ୍ଧି ବି ନୁସରତ୍ ଜଣେ ଅବିବାହିତା: ବିଜେପି ନେତା ଦିଲ୍ଲୀପ ଘୋଷ

କୋଲକାତା: ଟିଏମସି ସାଂସଦ ନୁସରତ୍ ଜହାଁ ଓ ନିଖିଲ୍ ଜୈନଙ୍କ ବିବାହ ଏବଂ ବିଚ୍ଛେଦକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦୁହିଁଙ୍କର ତୁର୍କି ରେ ହୋଇଥିବା ବିବାହକୁ ଭାରତୀୟ ନିୟମାନୁସାରେ ଅବୈଧ ବୋଲି ଜାଣିବା ପରେ ନୁସରତ୍…

୨୯ ବର୍ଷୀୟା ମହିଳାଙ୍କ ଗର୍ଭାଶୟରୁ ଡାକ୍ତର ବାହାର କଲେ ୧୦୬ଟି ଟ୍ୟୁମର

ନୂଆଦିଲ୍ଲୀ: ଜଣେ ମହିଳାଙ୍କ ପେଟରୁ ବାହାରିଛି ୧୦୬ଟି ଟ୍ୟୁମର । ଦିଲ୍ଲୀର ଏକ ପ୍ରାଇଭେଟ ହସ୍ପିଟାଲର ଡାକ୍ତରମାନେ ଜଣେ ୨୯ ବର୍ଷୀୟା ମହିଳାଙ୍କ ଗର୍ଭାଶୟରୁ ଅଣକର୍କଟ ଟ୍ୟୁମର ବାହାର କରିଥିବା ଜଣାପଡ଼ିଛି । ମହିଳାଙ୍କୁ…

୧.୧୨ କୋଟି କେନ୍ଦ୍ର କର୍ମଚାରୀ ପାଇଁ ଖୁସିଖବର: ୨୬ ଜୁନରେ ମିଳିବ ମହଙ୍ଗା ଭତ୍ତାର ଉପହାର !

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଛି ବଡ ଖବର । ମହଙ୍ଗା ଭତ୍ତା ବା ଡିଏକୁ ଅପେକ୍ଷା କରିଥିବା ପ୍ରାୟ ୫୨ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୦ ଲକ୍ଷ ପେନସନଭୋଗୀଙ୍କୁ ଖୁବଶୀଘ୍ର ଉପହାର ମିଳିପାରେ ।…

ଚିଠି ବୋମା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ଧମକ: ଜୟରାମ କହିଲେ ‘ସାହସ ଅଛି ତ ସାମନାକୁ ଆସ୍….’

ସିମଳା: ହିମାଚଳ ପ୍ରଦେଶରେ ବର୍ତ୍ତମାନ ସମୟରେ ଏକ ଚିଠି ବୋମାକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହି ଚିଠିକୁ ଜଣେ ଅଜ୍ଞାତ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ପାଖକୁ ପଠାଇଛନ୍ତି । ଚିଠିରେ ମୁଖ୍ୟମନ୍ତ୍ରୀ, କିଛି…

କଣ ଟିଏମସିକୁ ଫେରିବେ ମୁକୁଲ ରୟ୍? ଆଜି ସନ୍ଧ୍ୟାରେ କରିବେ ଦିଦିଙ୍କ ସହ ଆଲୋଚନା!

କୋଲକାତା: ତୃଣମୂଳ କଂଗ୍ରେସ(ଟିଏମସି)କୁ ଛାଡି ରାଷ୍ଟ୍ରୀୟ ଉପସଭାପତି ଭାବେ ବିଜେପିରେ ଯୋଗ ଦେଇଥିବା ମୁକୁଲ ରୟ ପୁଣିଥରେ ଟିଏମସି ମୁହାଁ ହେବାକୁ ଯାଉଥିବା ନେଇ ରାଜନୈତିକ ମହଲରେ ଘନଘନ ଆଲୋଚନା ମୁଣ୍ଡ ଟେକିବାକୁ…

କୋଭିଶିଲ୍ଡର ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନ କମାଇଲେ ସରକାର, ଜାଣନ୍ତୁ ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପୁଣି ଥରେ କୋଭିଶିଲ୍ଡର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନକୁ ହ୍ରାସ କରିଛି । ପୂର୍ବରୁ ଦ୍ୱିତୀୟ ଡୋଜର ବ୍ୟବଧାନ ଦୁଇଥର ବୃଦ୍ଧି ପାଇଥିବା…

ଏଠାରେ କୁକୁରଠାରୁ ଅଧିକ ଭୟଙ୍କର ହେଉଛନ୍ତି ବିଲେଇ, ଜାଣନ୍ତୁ କେଉଁଠି ଏହି ସ୍ଥାନ

ଥିରୁବନନ୍ତପୁରମ୍: କେରଳର ଲୋକମାନେ କୁକୁର ଠାରୁ ଅଧିକ ବିଲେଇକୁ ଡରନ୍ତି । କାରଣ ଗତ କିଛି ବର୍ଷ ଧରି କୁକୁର କାମୁଡିଥିବା ମାମଲା ତୁଳନାରେ ବିଲେଇ କାମୁଡିଥିବା ମାମଲା ଅଧିକ ରିପୋର୍ଟ ହୋଇଛି । ଆପଣ ମାନେ ଜାଣିଲେ…

ମାତ୍ର ୨୦ ଦିନରେ ତିଆରି ହେଲା ‘ପକେଟ୍ ଭେଣ୍ଟିଲେଟର୍’, ଦେଶକୁ ମିଳିଲା ବଡ଼ ଆଶ୍ୱସ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର ବ୍ୟୁରୋ): କୁହାଯାଏ ଅଭାବ ହିଁ ଉଦ୍ଭାବନର ଜନନୀ । ଏହି କଥାକୁ ପୁଣି ପ୍ରମାଣ ହୋଇଛି ଭାରତରେ । କରୋନା ମହାମାରୀ ଭଳି ସଂକଟ କାଳରେ ଅନେକ ସ୍ଥାନରେ ଭେଣ୍ଟିଲେଟର୍ ଅଭାବ ସମସ୍ୟା ଦେଖାଦେଇଛି ।…

ଆଉ ଏକ ମାମଲାରେ ଗୋପାଳପୁର ବିଧାୟକଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର(ଓଡିଶା ଭାସ୍କର): ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଉ ଏକ ମାମଲାରେ ଜାମିନ ମିଳିଛି । ଗୋଳନ୍ଥରା ଥାନାର ଅନ୍ୟ ଏକ ମାମଲାରେ ପ୍ରଦୀପଙ୍କୁ ସର୍ତ୍ତମୂଳକ…