fbpx
Browsing Category

Breaking News

ସାବଧାନ୍! କାଳବୈଶାଖୀ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,୨ ।୪(ଓଡିଶା ଭାସ୍କର) : ରାଜ୍ୟରେ କାଳବୈଶାଖୀକୁ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କାଲି ସକାଳ ୮ଟା ୩୦ ଯାଏଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୫ ଜିଲ୍ଲା ଯଥା-…

ଉତ୍କଳ ଦିବସରେ ସ୍ଵାଭିମାନୀ ଯୁବ ଛାତ୍ର ମଞ୍ଚ ପକ୍ଷରୁ ପୋଷାକ ବଣ୍ଟନ

ଭୁବନେଶ୍ୱର,୨ ।୪(ଓଡିଶା ଭାସ୍କର): ଉତ୍କଳ ଦିବସ ଉପଲକ୍ଷେ ସ୍ଵାଭିମାନୀ ଯୁବ ଛାତ୍ର ମଞ୍ଚ ପକ୍ଷରୁ ବିଦ୍ୟାଧର ପୁର ସ୍ଥିତ ବସ୍ତିରେ ନୂଆ ଏବଂ ପୁରୁଣା ପୋଷାକ ବଣ୍ଟନ କରାଯାଇଥିଲା । ଯୁବ ନେତା ଡ. ବିପ୍ଳବ ଶିଳାଦିତ୍ୟଙ୍କ…

ଏପ୍ରିଲ ୨୨ରୁ ନବମ ଶ୍ରେଣୀ ପରୀକ୍ଷା, ଜାଣନ୍ତୁ ଦଶମ କେବେ

ଭୁବନେଶ୍ୱର, ୨ା୪ (ଓଡିଶା ଭାସ୍କର): ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ନିଷ୍ପତ୍ତି ନେଇଛି । ରାଜ୍ୟ ସରକାର ଓ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ)ଙ୍କ…

ଏହି ସହରରେ ବାର୍-ହୋଟେଲ ବନ୍ଦ: ଦୁର୍ଗରେ ଲାଗିଲା ସମ୍ପୂର୍ଣ୍ଣ ଲକଡାଉନ୍

ପୁଣେ,୨ ।୪: ସାରା ଦେଶରେ କରୋନା ମହାମାରୀ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଛତିଶଗଡ ଦୁର୍ଗ ଜିଲ୍ଲା ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା ହୋଇଛି । ଏପ୍ରିଲ ୬ରୁ ୧୪ ତାରିଖ ଯାଏଁ ଲକଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ।…

ଓଡିଶାର ୭ଟି ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର,୨ ।୪(ଓଡିଶା ଭାସ୍କର) :ଓଡିଶାର ୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ । ୭ଟି ପ୍ରକଳ୍ପକୁ ମଞ୍ଜୁରୀ ନେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।…

ସଚିନ୍ ତେନ୍ଦୁଲକରଙ୍କୁ ମେଡିକାଲରେ ଭର୍ତ୍ତି

ମୁମ୍ବାଇ, ୨ ।୪: କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିକଟରେ କରୋନା ସଂକ୍ରମିତ ହୋଇଥିବା ସଚିନ ନିଜେ ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶରେ…

ପିପିଲି ପ୍ରଚାର ରାଲିରେ ବିଜେଡି-ବିଜେପି ମୁହାଁମୁହିଁ

ପିପିଲି,୨ ।୪(ଓଡିଶା ଭାସ୍କର): ପିପିଲି ନିର୍ବାଚନକୁ ନେଇ ରାଜନୀତି ଜୋର ଧରିଛି । ନାମାଙ୍କନ ସରିବା ପରେ ପ୍ରଚାର ଉପରେ ଗୁରୁତ୍ୱ ଦେଉଛନ୍ତି ନେତା ଓ ମନ୍ତ୍ରୀ । ଏହାରି ମଧ୍ୟରେ ଆଜି ପ୍ରଚାର ରାଲିରେ ବିଜେପି-ବିଜେଡି…

ଏସସିବିରୁ ୬ ଦଲାଲ ଗିରଫ

କଟକ, ୨ା୪ (ଓଡିଶା ଭାସ୍କର): କଟକ ବଡ଼ଡାକ୍ତରଖାନାରୁ ୬ ଦଲାଲ ଗିରଫ ହୋଇଛନ୍ତି । ତେବେ ଦଲାଙ୍କ ମଧ୍ୟରେ ୨ ଜଣ ମେଡିକାଲ କର୍ମଚାରୀ ଓ ୪ ଜଣ ଆମ୍ବୁଲାନ୍ସ ଡ୍ରାଇଭର ରହିଥିବା ଜଣାପଡ଼ିଛି । ଏହି ଦଲାଲମାନେ ଏସସିବି…

ଓଡିଶାକୁ ପୁଣି ଫେରିବ କି ଲକଡାଉନ୍! ରାଜ୍ୟରେ ଆଜି ୪୬୧ ପଜିଟିଭ ଚିହ୍ନଟ , ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର,୨।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ପଜିଟିଭଙ୍କ ସଂଖ୍ୟା ୪୦୦ ଟପିଛି । ଆଜି ପୁଣି ୪୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…

ଏଣିକି ଲାଇସେନ୍ସ ପାଇଁ ଲଟେରି: ହଜାରେ ମଦଦୋକାନ ପାଇଁ ୧୯ ହଜାର କଲେ ଆବେଦନ

ଭୁବନେଶ୍ୱର, ୨ା୪ (ଓଡିଶା ଭାସ୍କର): ରାଜ୍ୟ ସରକାର ମଦ ବ୍ୟବସାୟକୁ ବ୍ୟବସ୍ଥିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପୂର୍ବରୁ ୧୫ ବର୍ଷ ଧରି ମଦ ଦୋକାନଗୁଡ଼ିକର ନବୀକରଣ କରାଯାଉଥିଲା । ଫଳରେ ୨୦୦୫ ମସିହା ପରଠାରୁ…