fbpx
Browsing Category

Breaking News

୧ ଏପ୍ରିଲରୁ ଲାଗୁ ହେବ ଇନକମ୍ ଟ୍ୟାକ୍ସର ୫ଟି ନୂଆ ନିୟମ

ନୂଆଦିଲ୍ଲୀ,୧୬ ।୩: କରୋନା ଯୋଗୁଁ ଦେଶର ଅର୍ଥନୀତିରେ ଅନେକ ପ୍ରଭାବ ପଡିଛି । ଏହାରି ମଧ୍ୟରେ ଆଗାମୀ ଏପ୍ରିଲ ପହିଲାରୁ ଦେଶରେ ୫ଟି ନୂଆ ଆୟକର ନିୟମ ଲାଗୁହେବାକୁ ଯାଉଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ…

ପିପିଲି ନିର୍ବାଚନ ପାଇଁ ତାରିଖ ଘୋଷଣା, ଜାଣନ୍ତୁ କେବେ?

ପିପିଲି,୧୬ ।୩(ଓଡିଶା ଭାସ୍କର): ଅନେକ ଦିନର ଅପେକ୍ଷା ପରେ ଆଜି ପିପିଲି ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଏପ୍ରିଲ ୧୭ ତାରିଖରେ ପିପିଲିରେ ଉପ ନିର୍ବାଚନ ହେବ । ଏନେଇ ମାର୍ଚ୍ଚ ୨୩ ତାରିଖରେ ବିଜ୍ଞପ୍ତି…

ଟିକାକାରଣ ପରେ ସେକ୍ସ ସୁରକ୍ଷିତ କି? ଜାଣନ୍ତୁ କ’ଣ କହିଲେ ବିଶେଷଜ୍ଞ

କରୋନା ମହାମାରୀକୁ ହରାଇବାକୁ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଏଥର ବୟସ୍କ ଓ ଗୁରୁତରମାନଙ୍କୁ ଟିକା ଦିଆଯାଉଛି । ଏହାରି ମଧ୍ୟରେ ଗୋଟିଏ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି । କରୋନା ଟିକା ନେବା…

୪ ସହରରେ ନାଇଟ୍ କର୍ଫ୍ୟୁ ଲଗାଇଲେ ସରକାର, ଜାଣନ୍ତୁ ସମୟ

ଅହମଦାବାଦ,୧୬ ।୩: କରୋନା ଭାଇରସ୍ ପୁଣି ଥରେ ସକ୍ରିୟ ହେବାରେ ଲାଗିଛି । ଗୁଜୁରାଟରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ୪ଟି ସହରରେ ନାଇଟ୍ କର୍ଫ୍ୟୁ ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଗୁଜୁରାଟ…

ରାଜ୍ୟରେ ଆଉ ୬୫ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୬।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୬୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮…

କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଫୁଲ୍ଲ ମଲ୍ଲିକଙ୍କ ଚିଠି

ଭୁବନେଶ୍ୱର,୧୬ ।୩(ଓଡିଶା ଭାସ୍କର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଲେ ଇସ୍ପାତ ଓ ଖଣି ମନ୍ତ୍ର ପ୍ରଫୁଲ୍ଲ ମଲ୍ଲିକ । ରାଉରକେଲାରେ ଆଇଜିଏଚ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଚିଠି ଲେଖିଛନ୍ତି…

ମାସ୍କ ଓ ପିପିଇ କିଟ ଦୁର୍ନୀତି ମାମଲା: ରିପୋର୍ଟ ଦାଖଲ କଲା ଭିଜିଲାନ୍ସ

ଭୁବନେଶ୍ୱର,୧୬ ।୩(ଓଡିଶା ଭାସ୍କର): ବହୁଚର୍ଚ୍ଚିତ ମାସ୍କ ଓ ପିପିଇ କିଟ୍ ଦୁର୍ନୀତି ମାମଲାରେ ପ୍ରାଥମିକ ରିପୋର୍ଟ ଦାଖଲ କରିଛି ଭିଜିଲାନ୍ସ । ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଏହି ମାମଲାର ରିପୋର୍ଟ ଦାଖଲ କରିଛି…

ବଡ ଖବର: ନୂଆ ରୂପରେ କରୋନା, ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଜାରି

ଭୁବନେଶ୍ୱର,୧୬ ।୩(ଓଡିଶା ଭାସ୍କର): କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ନୂଆ ରୂପରେ କରୋନା ପ୍ରତି ଅଧିକ ସତର୍କ ଜରୁରୀ । ଲୋକଙ୍କୁ ସାବଧାନତା ନେଇ ସର୍ତକ କରିଛନ୍ତି ସରକାର । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ…

ଆଜିଠୁ JEE ମେନ୍‌ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା

ନୂଆଦିଲ୍ଲୀ, ୧୬। ୩ : ଆଜିଠୁ ୧୮ ତାରିଖ ଯାଏ JEE ମେନ୍‌ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଛି । ଏଥିପାଇଁ ଦେଶର ୩୩୧ଟି କେନ୍ଦ୍ରରେ ଅନ୍‌ଲାଇନ୍‌ ପରୀକ୍ଷା ହେଉଛି । କୋଭିଡ କଟକଣା ଭିତରେ ରାଜ୍ୟର ୧୭ଟି ସହରରେ…