Browsing Category
Breaking News
ୟୁନିଭରସିଟି କ୍ୟାମ୍ପସକୁ ଗାର୍ଲଫ୍ରେଣ୍ଡ ନେଇ ଆସିବା ବାଧ୍ୟତାମୂଳକ ବୋଲି ଜାରି ହୋଇଥିଲା ଲେଟର, ଜାଣନ୍ତୁ ତା’ପରେ କ’ଣ ହେଲା
କଲେଜ ଲାଇଫରେ ଗାର୍ଲଫ୍ରେଣ୍ଡ ଓ ବୟଫ୍ରେଣ୍ଡ ଏକ ମାମୁଲି କଥା । ତେବେ କଲେଜ କ୍ୟାମ୍ପସକୁ ଆସିବାକୁ ହେଲେ ଗାର୍ଲଫ୍ରେଣ୍ଡକୁ ସାଙ୍ଗରେ ନେଇ ଆସିବାକୁ ପଡ଼ିବ । ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚଣ୍ଡିଗଡ଼…
ବାତ୍ୟାକୁ ନେଇ କେନ୍ଦ୍ର ପକ୍ଷରୁ ଆଲର୍ଟ ଜାରି, ସ୍ଥାନାନ୍ତର ହେଉଥିବା ଲୋକଙ୍କର ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ
ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ସମ୍ଭାବ୍ୟ ବାତ୍ୟା ପାଇଁ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି । ବିଶେଷ କରି ଉପକୂଳବର୍ତ୍ତୀ ଅଞ୍ଚଳ ଯେପରିକି ଆଣ୍ଡାମାନ ନିକୋବର, ଓଡ଼ିଶା, ପଶ୍ଚିମବଙ୍ଗ,…
ଓଡିଶାରେ ଆଜି ୧୧, ୧୦୮ ଜଣ ପଜିଟିଭ୍ ଚିହ୍ନଟ, ୨୬ ମୃତ
ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି । ଗତ ୨୪ ଘଣ୍ଟା ରାଜ୍ୟରେ ୧୧ ହଜାର ୧୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୨୧୯ ଜଣ ଓ ସ୍ଥାନୀୟ…
କରୋନାରେ ଚାଲିଗଲେ ବିଶ୍ୱ ପ୍ରସିଦ୍ଧ ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣା
ନୂଆଦିଲ୍ଲୀ: ଚିପକୋ ଆନ୍ଦୋଳନର ଅନ୍ୟତମ ପ୍ରଭାରୀ ତଥା ବିଶ୍ୱ ପ୍ରସିଦ୍ଧ ପରିବେଶବିତ ସୁନ୍ଦରଲାଲ ବହୁଗୁଣା ଆଜି ଆମ ଗହଣରେ ନାହାନ୍ତି । ଏମ୍ସରେ ଚିକିତ୍ସିତ ଅବସ୍ଥାରେ ୯୫ ବର୍ଷ ବୟସରେ ସେ କରୋନାରେ ମୃତ୍ୟୁବରଣ…
ଦେଶରେ ଆଜି ୪୧୯୪ ମୃତ, ୨.୫୭ ଲକ୍ଷ ସଂକ୍ରମିତ
ନୂଆଦିଲ୍ଲୀ : ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୧୯୪ ଜଣଙ୍କ ମୃତ୍ୟୁ…
ଗତବର୍ଷ ଥିଲା ‘ଚାଇନିଜ୍ କରୋନା’, ବର୍ତ୍ତମାନ ସମଗ୍ର ବିଶ୍ୱରେ ‘ଇଣ୍ଡିଆନ କରୋନା’: ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ବିବାଦୀୟ ମନ୍ତବ୍ୟକୁ…
ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥଙ୍କୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ଗତକାଲି ଏକ ପ୍ରେସ୍ କନଫରେନ୍ସିଂରେ କମଲ ନାଥ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ…
ବର୍ଷାରେ ଓଦା ହେଲେ କରୋନା ସଂକ୍ରମଣ ବୃଦ୍ଧି ପାଇବ: ସତର୍କ ରହିବାକୁ ଆହ୍ୱାନ ଦେଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ମହାମାରୀ କରୋନା କମିବାର ନାଁ ଧରୁନଥିବା ବେଳେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ବର୍ଷାରେ ଓଦାହେଲେ କରୋନା ସଂକ୍ରମଣ ବୃଦ୍ଧି ପାଇବ । ବର୍ଷାରେ ଓଦା ହେଲେ ଶରୀରରେ…
ଚୀନରେ ଭୟଙ୍କର ଭୂକମ୍ପ: ୧ ମୃତ, ୨୨ ଆହତ
ବେଜିଂ: ଚୀନର ଦୁଟି ସ୍ଥାନରେ ଭୟଙ୍କର ଭୂକମ୍ପ ସଂଘଟିତ ହୋଇଛି । ଏହି ଭୂକମ୍ପରେ ଜଣଙ୍କର ମୃତ୍ୟୁ ଘଟିବା ସହ ୨୨ ଜଣ ଆହତ ହୋଇଛନ୍ତି । ଉତ୍ତର-ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଚୀନରେ ଏହି ଭୂକମ୍ପ ନିଜର ପରାକ୍ରମ ଦେଖାଇଥିଲା…
ଗ୍ରାମବାସୀ କରୁନାହାନ୍ତି କୋଭିଡ୍ ଟେଷ୍ଟ: ବଢ଼ିଚାଲିଛି କରୋନା, ୨୫ ଜଣଙ୍କ ମୃତ୍ୟୁ
ଜୟପୁର: ସଂପ୍ରତି ଦେଶରେ କରୋନାକୁ ନେଇ ଆଶଙ୍କା ଜାରି ରହିଥିବା ବେଳେ ରାଜସ୍ଥାନରୁ ଏକ ନୂଆ ଘଟଣା ସାମନାକୁ ଆସିଛି । ଚପୋଲି ଗ୍ରାମରେ କରୋନାର ତାଣ୍ଡବ ଦେଖିବାକୁ ମିଳିଛି । କରୋନାରେ ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୪ ଲକ୍ଷ ୫୭ ହଜାର ପାର
ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୪ ଲକ୍ଷ ୫୭ ହଜାର ୧୦୫ ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୬୪ ଲକ୍ଷ ୫୮…