Browsing Category
Breaking News
ଡ୍ରାଗନ୍ ଫ୍ରୁଟରୁ ଚିହ୍ନଟ ହେଲା କରୋନା ଭାଇରସ୍, ବନ୍ଦ ହେଲା ଏକାଧିକ ସୁପରମାର୍କେଟ୍
ନୂଆଦିଲ୍ଲୀ: କରୋନାର ନୁତନ ଭାରିଆଣ୍ଟ୍ ଏବେ ଚିନ୍ତାଜନକ ଭାବରେ ସଂକ୍ରମଣ ବଢ଼ାଇବାରେ ଲାଗିଛି । ପ୍ରାୟ ବିଶ୍ୱର ସବୁ ଦେଶରେ ଓମିକ୍ରନ ବ୍ୟାପିସାରିଛି । କିନ୍ତୁ ଏବେ ପର୍ଯ୍ୟନ୍ତ ଯେତେ ବି ଭାରିଆଣ୍ଟ୍ ସାମନାକୁ ଆସିଛି…
ନିର୍ବାଚନ ପୂର୍ବରୁ ୧୨ ଆଇଏଏସ୍ ଅଫିସରଙ୍କୁ ଟ୍ରାନ୍ସଫର କଲେ ଯୋଗୀ ସରକାର, ବଦଳିଲେ ଅଯୋଧ୍ୟା କମିଶନର
ଲଖନଉ: ଉତ୍ତରପ୍ରଦେଶରେ ବିଧାନମଭା ନିର୍ବାଚନ ପୂର୍ବରୁ ୧୨ ଆଇଏଏସ ଅଫିସରଙ୍କୁ ବଦଳି କରାଯାଇଛି । ଏହା ସହିତ ୫ ଜିଲ୍ଲାର ଡିଏମଙ୍କୁ ବଦଳି କରାଯାଇଛି । ଯେଉଁଥିରେ ମଉ, ଆଜମଗଡ଼, ବଲିଆ, ଶାହାଜାହାନପୁର, ଅମେଠି ସାମିଲ…
Bulli Bai ଆପ୍ କ୍ରିଏଟର୍ ଗିରଫ
ନୂଆଦିଲ୍ଲୀ: ବୁଲ୍ଲି ବାଇ ଆପ୍ ତଦନ୍ତରେ ଦିଲ୍ଲୀ ପୋଲିସ୍ କୁ ବଡ଼ ସଫଳତା ମିଳିଛି । ଗିଟ୍ ହବ୍ ରେ ବୁଲ୍ଲି ବାଇ ତିଆରି କରିଥିବା କ୍ରିଏଟର୍ ଙ୍କୁ ଦିଲ୍ଲୀ ପୋଲିସ୍ ଗିରଫ କରିଛି । ଏହି ଆପ୍ ରେ ମୁସଲିମ୍ ମହିଳାଙ୍କୁ…
ପତ୍ନୀ ସହ ଶାରୀରିକ ସମ୍ବନ୍ଧ ରଖିବା ବେଳେ ଦାନ୍ତରେ ଖଣ୍ଡିଆ କରିଦେଉଥିଲା ସ୍ୱାମୀ, କୋର୍ଟ କହିଲେ- ଅଭିଯୁକ୍ତର ବତିସି…
ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲା କୋର୍ଟ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଶୁଣାଇଛନ୍ତି । ଜଣେ ୬୭ ବର୍ଷିୟ ବ୍ୟକ୍ତି ନିଜଠାରୁ ୨୭ ବର୍ଷୀୟ ସାନ ପତ୍ନୀ ସହିତ ଶାରୀରିକ ସମ୍ବନ୍ଧ ରଖିବା ସମୟରେ ଦାନ୍ତରେ ଖଣ୍ଡସିଆ…
ବଡ଼ ଖବର: ଓଡ଼ିଶାରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି, ଯାହାକି…
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ କରୋନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ କରୋନା ସଂକ୍ରମିତ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ହେବା ପରେ…
ଓମିକ୍ରନକୁ ସ୍ୱଳ୍ପ ପ୍ରଭାବୀ ବୋଲି ପରାମର୍ଶ ଦେବା ବିପଦଜନକ: WHO
ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଏବେ କୋଭିଡ୍ ମହାମାରୀ ସହ ଲଢ଼େଇ କରୁଛି । ଏହି ସମୟରେ କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଡାକ୍ତର ମାନେ କୋଭିଡ୍ ର ନୂତନ ଭାରିଆଣ୍ଟ୍ ଓମିକ୍ରମ ଡେଲଟା ଠାରୁ ସ୍ୱଳ୍ପ ପ୍ରଭାବୀ ବୋଲି ମତ ଦେଇଛନ୍ତି…
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ତ୍ରୁଟି: ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପଞ୍ଜାବ ସରକାରଙ୍କ ପକ୍ଷରୁ ହୋଇଥିବା ସାଙ୍ଘାତିକ ତ୍ରୁଟି କୁ ନେଇ ଚର୍ଚ୍ଚା ଲାଗି ରହିଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ମାମଲା…
BMCରେ ପୁଣି ୪ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ୍, ଚିହ୍ନଟ ହେଲେଣି ଏକାଧିକ ସଂକ୍ରମିତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଏମସିରେ ପୁଣି ଥରେ ୪ଟି ସ୍ଥାନକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବରେ ଘୋଷଣା କରାଯାଇଛି । ଗୋଟିଏ ଲେଖାଏଁ ସ୍ଥାନରୁ ଏକାଧିକ ସଂକ୍ରମିତ ଚିହ୍ନଟ ହେବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।…
ଏସସି-ଏସଟି ମାନେ ଅନ୍ୟ ରାଜ୍ୟରେ ଚାକିରୀ ଓ ଜମି କିଣା କ୍ଷେତ୍ରରେ ଲାଭ ପାଇଁ ଦାବି କରିପାରିବେ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କୌଣସି ଏକ ରାଜ୍ୟର ଅନୁସୂଚିତ ଜାତି କିମ୍ବା ଜନଜାତି କୌଣସି ଅନ୍ୟ ରାଜ୍ୟରେ ଯାଇ ରହୁଥିବା ସମୟରେ ଚାକିରୀ, ଶିକ୍ଷା ଓ ଜମି ଆବଣ୍ଟନରେ ନିଜ ପାଇଁ ସମାନ ଲାଭ ଦାବି କରିପାରିବେ ନାହିଁ । ଏକ ମାମଲାର ସମାଧାନ…