fbpx
Browsing Category

Breaking News

IPL ବେଟିଂର ମୁଖ୍ୟ ଅଭିଯୁକ୍ତ ଦୀନେଶ ଗିରଫ

ବ୍ରହ୍ମପୁର,୨୬ ।୨(ଓଡିଶା ଭାସ୍କର): ଆଇପିଏଲ ବେଟିଂ ମାମଲାରେ ବ୍ରହ୍ମପୁର ପୋଲିସକୁ ବଡ ସଫଳତା । ଆଇପିଏଲ ବା ଇଣ୍ଡିଆପ୍ ପ୍ର୍ରମିୟମ ଲିଗ୍ ବେଟିଂର ମୁଖ୍ୟ ଅଭିଯୁକ୍ତ ଦୀନେଶ ରାଠୀକୁ ଗିରଫ କରାଯାଇଛି । କୋଲକାତାରୁ…

ଭିଜିଲାନ୍ସ ଜାଲରେ ନିହଲପ୍ରସାଦ ଥାନା ଆଇଆଇସି

ଢେଙ୍କାନାଳ, ୨୬ ।୨(ଓଡିଶା ଭାସ୍କର): ଭିଜିଲାନ୍ସ ହାତରେ ଧରାପଡ଼ିଲେ ଢେଙ୍କାନାଳ ନିହଲପ୍ରସାଦ ଥାନା ଆଇଆଇସି । ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି ଆଇଆଇସି ଚିତ୍ତରଞ୍ଜନ ବେହେରା । ଯୌତୁକ ନିର୍ଯାତନା ମାମଲାରେ ଦଫା କୋହଳ…

ବନ୍ଧୁକ ମୁନରେ ବିବାହତା ମହିଳାଙ୍କୁ ଗ୍ୟାଙ୍ଗ ରେପ୍

ଯୋଧପୁର, ୨୬ା୨: ରାଜସ୍ଥାନରେ ଯୋଧପୁର ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ମହିଳାଙ୍କୁ ଗ୍ୟାଙ୍ଗ ରେପ୍ କରାଯାଇଛି । ଏନେଇ ଚାରି ଜଣଙ୍କ ନାମରେ ଅଭିଯୋଗ ଦାୟର ହୋଇଛି । ଅଭିଯୁକ୍ତମାନେ ମହିଳାଙ୍କୁ ଜୟପୁରରୁ ଦିଲ୍ଲୀ ଅପହରଣ କରି…

ପୁଣି ଝଟକା! ପେଟ୍ରୋଲ ପରେ ମହଙ୍ଗା ହେବ କ୍ଷୀର, ୧ ମାର୍ଚ୍ଚରୁ ବଢିପାରେ ରେଟ୍

ନୂଆଦିଲ୍ଲୀ, ୨୬ ।୨: ନୂଆ ବଜେଟ୍ ଆସିବା ପରେ ପେଟ୍ରୋଲ ଏବଂ ଡିଜେଲ ଦାମ୍ ବଢିବାରେ ଲାଗିଛି । ଗୋଟିଏ ପଟେ ପେଟ୍ରୋଲ-ଡିଜେଲ ଆକାଶଛୁଆଁ ହୋଇଥିବା ବେଳେ ଅନ୍ୟ ପଟେ କ୍ଷୀର ମୂଲ୍ୟ ବଢିବାକୁ ଯାଉଛି । ଏହାଦ୍ୱାରା ସାଧାରଣ…

ରେଳ ଷ୍ଟେସନରେ ହେବ ସ୍କ୍ରିନିଂ ସେଣ୍ଟର

ଭୁବନେଶ୍ୱର, ୨୬ ।୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟା କିମ୍ବା ଆସନ୍ତାକାଲି ସୁଦ୍ଧା ରେଳ ଷ୍ଟେସନରେ ସ୍କ୍ରିନିଂ ସେଣ୍ଟର ଖୋଲାଯିବ ।…

ରାଜ୍ୟରେ ଆଉ ୯୪ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୨୬ ।୨ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୯୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୬ ଓ…

ଏଏନଏମଙ୍କ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୨୬ା୨ (ଓଡିଶା ଭାସ୍କର): ଏଏନଏମଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ସମସ୍ତ ଆନ୍ଦୋଳନରତ ଏଏନଏମଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଏନେଇ ସରକାରଙ୍କ ପକ୍ଷରୁ ଏକ ବଡ଼ଧରଣର ନିଷ୍ପତ୍ତି ଗ୍ରହଣ କରାଯାଇଛି ।…

ବିଧାନସଭାରେ ଆତ୍ମହତ୍ୟା ଧମକ ଦେଲେ ବିଧାୟକ

ଭୁବନେଶ୍ୱର,୨୬ ।୨(ଓଡିଶା ଭାସ୍କର): ମଣ୍ଡିରେ ଧାନ ଉଠାଇବାକୁ ନେଇ ଆଜି ଗୃହରେ ବିଜେପି ବିଧାୟକମାନେ ହୋ-ହଲ୍ଲା କରିଛନ୍ତି । ଗୃହରେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ । ମଣ୍ଡିରୁ…

ନିର୍ବାଚନ କମିଶନଙ୍କ ପ୍ରେସମିଟ୍ ଆଜି: ଘୋଷଣା ହେବ ନିର୍ବାଚନ ତାରିଖ

ନୂଆଦିଲ୍ଲୀ, ୨୬ା୨: ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବ । ଆଜି ଅପରାହ୍ଣ ୪ଟା ୩୦ ମିନିଟରେ ନିର୍ବାଚନ କମିଶନଙ୍କ ପ୍ରେସମିଟ୍ ଅନୁଷ୍ଠିତ ହେବ । ପ୍ରେସମିଟରେ ନିର୍ବାଚନ…