fbpx
Browsing Category

Breaking News

ଆସନ୍ତାକାଲି ‘କୋଟିଆ’ ମାମଲାର ଶୁଣାଣି

ନୂଆଦିଲ୍ଲୀ,୧୧ ।୨: ସୁପ୍ରିମକୋର୍ଟରେ ଆସନ୍ତାକାଲି ‘କୋଟିଆ’ ମାମଲରେ ଶୁଣାଣି ହେବ । ଓଡିଶାର ଆବେଦନକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି । କାଲି ଶୁଣାଣି ପାଇଁ ଦିନଧାର୍ଯ୍ୟ କରିଛନ୍ତି…

ପରକୀୟା ପ୍ରୀତିରୁ ମୁଣ୍ଡକାଟ!

ଭୁବନେଶ୍ୱର,୧୧ ।୨: ଭୁବନେଶ୍ୱର ଚନ୍ଦକା ଦାସପୁରରେ ମହିଳାଙ୍କ ମୁଣ୍ଡକାଟ ହତ୍ୟା ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଧରି ପଚରାଉଚରା ଜାରି ରଖିଛି ପୋଲିସ । ଧରାପଡିଥିବା ୨ ଅଭିଯୁକ୍ତଙ୍କ ସହ ମହିଳାଙ୍କ ସମ୍ପର୍କ ଥିଲା…

୨୪ ଘଣ୍ଟାରେ ଚାଲିଗଲା ୧୦୮ଜୀବନ

ନୂଆଦିଲ୍ଲୀ, ୧୧।୨: ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଦେଶରେ ୧ ଲକ୍ଷ ୫୫ ହଜାର ୩୬୦ ମୃତକଙ୍କ ସଂଖ୍ୟା ପାର ହୋଇଥିବା ବେଳେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୧୦୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦିନକରେ…

LAC ସ୍ଥିତି ନେଇ ରାଜନାଥଙ୍କ ବଡ ବୟାନ

ନୂଆଦିଲ୍ଲୀ,୧୧ ।୨: LAC ସ୍ଥିତି ନେଇ ରାଜ୍ୟସଭାରେ ବଡ ବୟାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ କହିଛନ୍ତି ଯେ, ‘ଲଦାଖର ପୋଙ୍ଗଙ୍ଗ ହ୍ରଦରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ ହୋଇଛି । ପୋଙ୍ଗଙ୍ଗର…

୧୭ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୧୧ ।୨(ଓଡିଶା ଭାସ୍କର): ଆସନ୍ତା ୧୮ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏନେଇ ୧୭ରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଚଳିତ ବଜେଟ୍ ଅଧିବେଶନ…

ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ

ବଲାଙ୍ଗୀର,୧୧ ।୨(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ବଲାଙ୍ଗୀର ବନ ବିଭାଗରେ ଡେପୁଟି ରେଞ୍ଜର କେଶବ କିଶୋର ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କେଶବଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ…

ମିଳିଲା ମୁଣ୍ଡବିହୀନ ମହିଳାଙ୍କ ପରିଚୟ

ଭୁବନେଶ୍ବର,୧୧ ।୨(ଓଡିଶା ଭାସ୍କର): ଭୁବନେଶ୍ୱର ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟରୁ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ପୋଲିସକୁ ମୃତ ମହିଳାଙ୍କ ପରିଚୟ ମିଳିଛି । ଖୁବଶୀଘ୍ର ସମସ୍ତ ତଥ୍ୟ କମିଶନରେଟ୍‌ ପୋଲିସ…

ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୩ ଲକ୍ଷ ୬୩ ହଜାର ୩୧୦କୁ ବୃଦ୍ଧି

ନୂଆଦିଲ୍ଲୀ,୯ ।୨: ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୩ ଲକ୍ଷ ୬୩ ହଜାର ୩୧୦କୁ ବୃଦ୍ଧି ପାଇଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ କୋଟି ୭୮ ଲକ୍ଷ ୩୩ ହଜାର ୭୫୪କୁ ବୃଦ୍ଧି ପାଇଛି । ଏହାରି ମଧ୍ୟରେ କୋରୋନାରୁ ୭…

ଛେଳି କ୍ଷୀର ପିଇବାର ଦ୍ୱାରା ମିଳିଥାଏ ଏହି ଫାଇଦା

ଯେ ଛେଳି କ୍ଷୀରର ଅନେକ ଗୁଣ ରହିଥିବା ବେଳେ ଏହା ପ୍ରୋଟିନରେ ପରିପୂର୍ଣ୍ଣ ଥାଏ ବୋଲି ଆପଣ ତ ନିଶ୍ଚୟ ଶୁଣିଥିବେ । ଏହି କାରଣରୁ ଅନେକ ଲୋକ ଛେଳି କ୍ଷୀର ପିଇବାକୁ ପସନ୍ଦ କରନ୍ତି । ତେବେ ଆସନ୍ତୁ ଜାଣିବା ଛେଳି କ୍ଷୀରର…

ଏପରି ଏକ ସ୍କୁଲ ଯେଉଁଠି ଶିକ୍ଷା ଗ୍ରହଣ କରିବା ସହ ଝିଅମାନେ କରିଥାନ୍ତି ମ୍ୟାରେଜ୍

ଆଜି ଆମେ ଆପଣମାନଙ୍କୁ ଏକ ଭିନ୍ନ ଧରଣର ବିଦ୍ୟାଳୟ ବିଷୟରେ କହିବାକୁ ଯାଉଅଛୁ । ଏହି ବିଦ୍ୟାଳୟରେ କେବଳ ଝିଅମାନେ ଶିକ୍ଷା ଗ୍ରହଣ କରିଥାନ୍ତି । ତେବେ ଝିଅମାନେ ଏଠାରେ କେବଳ ଶିକ୍ଷା ଗ୍ରହଣ କରିନଥାନ୍ତି, ବିବାହ ମଧ୍ୟ…