fbpx
Browsing Category

Breaking News

ଆଜି ଚାଷୀଙ୍କ ‘ଚକାଜାମ’

ନୂଆଦିଲ୍ଲୀ,୬ ।୨: ନୂଆ କୃଷି ଆଇନକୁ ବିରୋଧ କରି ଆଜି ସାରା ଦେଶରେ ‘ଚକାଜାମ’ କରିବାକୁ ଯାଉଛନ୍ତି କୃଷକ । ଦିନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ଚାଷୀମାନେ ୩ ଘଣ୍ଟିଆ ଚକାଜାମ କରିବେ । ଜାତୀୟ ଓ ରାଜ୍ୟ ରାଜପଥରେ ଅଖ, ଚକ…

ଆଜି କରୋନା ଟିକା ନେବେ ପୋଲିସ କର୍ମଚାରୀ

ଭୁବନେଶ୍ୱର,୬ ।୨(ଓଡିଶା ଭାସ୍କର): ରାଜ୍ୟରେ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାଦାନ କରାଯାଉଥିବା ବେଳେ ଆଜି ଆଗଧାଡିର କର୍ମଚାରୀମାନେ ଟିକା ନେବେ ।…

ଆଖିର ବିଭିନ୍ନ ସମସ୍ୟାକୁ ଦୂର କରିବାରେ ଗୋଲାପ ଜଳ ହେଉଛି ବରଦାନ ସଦୃଶ

ବର୍ତ୍ତମାନ ସମୟରେ କମ୍ପ୍ୟୁଟର ଓ ସ୍ମାର୍ଟଫୋନର ମାତ୍ରାଧିକ ବ୍ୟବହାର ଦ୍ୱାରା ଆଖି ଉପରେ ଏହାର କୁପ୍ରଭାବ ପଡ଼ିଥାଏ । ଅଧିକାଂଶ ଲୋକଙ୍କ ଠାରେ ଏହି କାରଣରୁ ବିଭିନ୍ନ ପ୍ରକାର ଆଖି ସମସ୍ୟା ଦେଖାଦେଉଛି । ଏହି ସମସ୍ୟାରୁ…

କୋଭିଡ୍ ଟିକା ନନେଲେ ବନ୍ଦ ହେବ ଦରମା: ଜିଲ୍ଲାପାଳ

କଟକ, ୫ା୨ (ଓଡିଶା ଭାସ୍କର): ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡ଼ି କର୍ମୀ କୋଭିଡ ଟିକା ନେବା ବାଧ୍ୟତାମୂଳକ । ଟିକା ନନେଲେ ବନ୍ଦ ହେବ ଦରମା । ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଚରଣ ଚୟନି ।…

ଦିଲ୍ଲୀ ଏୟାରପୋର୍ଟରୁ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ, ୫ା୨: ଦେଶର ରାଜଧାନୀ ନୂଆଦିଲ୍ଲୀରୁ ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଛି । ପାକିସ୍ତାନର ଜୈସ-ଏ-ମହମ୍ମଦ ପାଇଁ କାର୍ଯ୍ୟ କରୁଥିବା ଏହି ଆତଙ୍କବାଦୀକୁ ଜାମ୍ମୁ କାଶ୍ମୀର ପୋଲିସ ଧରିବାରେ ସଫଳ ହୋଇଥିବା…

ଆସନ୍ତାକାଲି ସମଗ୍ର ଦେଶରେ ଚକାଜାମ୍

ନୂଆଦିଲ୍ଲୀ, ୫ା୨: ଆସନ୍ତାକାଲି ଶନିବାର ଦିନ ହେବ ଭାରତବର୍ଷରେଚ ଚକାଜାମ୍ । କୃଷି ଆଇନକୁ ବିରୋଧ କରି ଚାଷୀ ସଂଗଠନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୩ଟା ଯାଏ ଏହି ଆନ୍ଦୋଳନ…

ରେଳ ବଜେଟକୁ ନେଇ କ’ଣ ରହିଛି ବିଜେଡିର ପ୍ରତିକ୍ରିୟା

ଭୁବନେଶ୍ୱର, ୫ା୨ (ଓଡିଶା ଭାସ୍କର): କେନ୍ଦ୍ର ସରକାରଙ୍କର ରେଳ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଏନେଇ ଦଳୀୟ କାର୍ଯ୍ୟାଳୟରେ ଦଳ ପକ୍ଷରୁ ଏକ ପ୍ରେସ୍ ମିଟରେ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଅବିଚାର କରିଥିବା…

ଯୁବତୀଙ୍କ ଅଶ୍ଲୀଳ ଭିଡିଓ ରେକର୍ଡିଂ: ଯୁବକ ଗିରଫ

ଭୁବନେଶ୍ୱର, ୫ା୨ (ଓଡିଶା ଭାସ୍କର): ଜଣେ ଯୁବତୀଙ୍କ ଅଶ୍ଲୀଳ ଭିଡିଓ ରେକର୍ଡିଂ କରିବା ଅଭିଯୋଗରେ ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକ ଗିରଫ ହୋଇଛନ୍ତି । ଉକ୍ତ ଯୁବକଙ୍କ ନାମ ରବି ନାରାୟର ଶାହା(୨୯) । ରବିଙ୍କ ଘର ଗୋପ…

ଗାଡ଼ିଚାଳକ ହୋଇଯାଆନ୍ତୁ ସାବଧାନ: ଏଣିକି ଦ୍ରୁତଗତିରେ ଗାଡ଼ି ଚଳାଇବା ପଡ଼ିବ ମହଙ୍ଗା

ଭୁବନେଶ୍ୱର, ୫ା୨ (ଓଡିଶା ଭାସ୍କର): ଗାଡ଼ି ଚାଳକମାନେ ଏଣିକି ହୋଇଯାଆନ୍ତୁ ସାବଧାନ । ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଧରିବା ପାଇଁ ପ୍ରଚଳନ କରାଯିବ ନୂଆ ସଫ୍ଟୱେୟାର । ତେବେ ଏଥିପାଇଁ ଭୁବନେଶ୍ୱର ଆଇଆଇଟିକୁ…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

ଅନୁଗୁଳ,୫ା୨ (ଓଡିଶା ଭାସ୍କର) : ଜଭିଜିଲାନ୍ସ ଜାଲରେ ଅନୁଗୁଳ ଜିଲ୍ଲା ପାଳଲହଡା ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ବରିଷ୍ଠ କିରାଣୀ । କାଗଜପତ୍ର କାମ ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଉପଜିଲ୍ଲାପାଳଙ୍କ…