Browsing Category

Breaking News

ଚୀନରେ ପୁଣି ଲକ୍‌ଡାଉନ୍ , ୧୩ ମିଲିୟନ୍‌ ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି

ବେଜିଂ: କରୋନା ଭୂତାଣୁର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ସାରା ବିଶ୍ୱରେ ଭୟର ବାତାବରଣ ଖେଳାଇଥିବା ବେଳେ ଚୀନରୁ ଆସିଛି ବଡ଼ ଖବର । କରୋନାର ଉତ୍ପତି ସ୍ଥଳ ଚୀନରେ ପୁଣି ଥରେ ଲକଡାଉନ୍‌ ଘୋଷଣା କରିଛନ୍ତି ରାଷ୍ଟ୍ରତି ସି-…

ବିନା ପଇସାରେ ନିଅନ୍ତୁ ନାହିଁ ଏହି ଜିନିଷ, ଜୀବନ ଉପରେ ପଡ଼ିପାରେ ପ୍ରଭାବ, ହୋଇପାରେ ସମସ୍ୟା….

ଶାସ୍ତ୍ରରେ କିଛି ଏଭଳି ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଆମେ ବିନା ପଇସାରେ ଅନ୍ୟଠାରୁ ନେଉ ତେବେ ଆମ ଜୀବନରେ ଧନ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ବିନା ପଇସାରେ ବା ମାଗଣାରେ ଏପରି…

ଚାନ୍ଦାରେ ଚାଲୁଛି ରେଳ ଷ୍ଟେସନ! ଚଳାଉଛନ୍ତି ଗ୍ରାମବାସୀ: ରେଲୱେ ରଖିଥିଲା ଅଜବ ସର୍ତ୍ତ

ରାଜସ୍ଥାନ: ରାଜସ୍ଥାନର ନାଗୋର ଜିଲ୍ଲାର ଜାଲସୁ ନାନକ ହାଲ୍ଟ ରେଲୱେ ଷ୍ଟେସନ ହୁଏତ ଦେଶର ଏକମାତ୍ର ରେଳ ଷ୍ଟେସନ ଯାହାକୁ ଗ୍ରାମୀଣ ଲୋକେ କେବଳ ଚାନ୍ଦା ଆଦାୟ କରି ଚଳାଇନଥିଲେ ବରଂ ଲାଭ ମଧ୍ୟ କରାଇଥିଲେ । ଏଠାରେ ଟିକେଟ…

କାୟା ମେଲାଉଛି ଓମିକ୍ରନ, ଏହି ରାଜ୍ୟକୁ ଫେରିଲା ନାଇଟ୍ କର୍ଫ୍ୟୁ

ଭୋପାଳ: କରୋନା ଭାଇରସ୍ର ନୂତନ ସ୍ଵରୂପ ଓମିକ୍ରନ କାରଣରୁ ତୃତୀୟ ଲହରର ଆଶଙ୍କା ସୃଷ୍ଟି ହୋଇଛି। ନିକଟ ଦିନରେ ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଥିବା ଦେଖା ଦେଇଛି। ପରିସ୍ଥିତିକୁ ଦୃଷ୍ଟିରେ…

କଲେଜରେ ଆରମ୍ଭ ହେବ ‘ଯୁବ ସଂସ୍କାର’ କାର୍ଯ୍ୟକ୍ରମ: ଚରିତ୍ର ଗଠନ ଉପରେ ଦିଆଯିବ ଶିକ୍ଷା

ଭୁବନେଶ୍ୱର: ଚରିତ୍ର ଗଠନ ଲାଗି କଲେଜ ସ୍ତରରେ ଚାଲିବ ‘ଯୁବ ସଂସ୍କାର’ କାର୍ଯ୍ୟକ୍ରମ । ଗୁରୁବାର ଏନେଇ ରାଜ୍ୟର ସବୁ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ । ‘ଯୁବ ସଂସ୍କାର’ ପାଠ୍ୟକ୍ରମ ବହିର୍ଭୂୁତ…

କପିଲ ଦେବଙ୍କୁ କିସ୍ କଲେ ରଣବୀର ସିଂହ, ସୋସିଆଲ ମିଡିଆରେ ଭାଇରାଲ ହେଲା ଫୋଟୋ

ନୂଆଦିଲ୍ଲୀ: ଭାରତ ୧୯୮୩ ମସିହାରେ ପ୍ରଥମ ଥର ୱାର୍ଲ୍ଡ କପ୍ ଜିତି ଇତିହାସ ରଚିଥିଲା । ଯାହାକୁ ପ୍ରାୟ ୩୮ ବର୍ଷ ହୋଇସାରିଲାଣି । କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତ ଜିତିଥିଲା ପ୍ରଥମ ବିଶ୍ୱକପ୍ । ଏହାପରେ ଭାରତୀୟ…

ଦୋକାନକୁ ଆସିଲେ, ବେକରେ ଖଣ୍ଡା ଲଗାଇ ଲୁଟିନେଲେ: ଦେଖନ୍ତୁ ଭିଡିଓ…

ସମ୍ବଲପୁରରେ ଦିନକୁ ଦିନ ବଢ଼ିଚାଲିଛି ଅପରାଧ । ପୁଣି ଏକ ଦୋକାନରେ ପଶି ଦୋକନୀଙ୍କ ବେକର ଖଣ୍ଡା ଲଗାଇ ଲୁଟିନେଲେ ଦୁର୍ବୁତ୍ତ । ସେତିକି ନୁହେଁ ଖଣ୍ଡାରେ ହାତକୁ ଆକ୍ରମଣ ମଧ୍ୟ କଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି…

୨୨ ଜିଲ୍ଲାରେ ହେବ ୫୫ ନୂଆ ବସଷ୍ଟାଣ୍ଡ: ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ୨୨ଜିଲ୍ଲାରେ ହେବ ବ୍ଲକସ୍ତରୀୟ ବସଷ୍ଟାଣ୍ଡ । ଗୁରୁବାର ଭର୍ଚୁଆଲ ମୋଡରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,…

ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲା: ପୁଣି ୧୫ ଦିନ ଛୁଟିରେ ସୁମିତ୍

ଗଞ୍ଜାମ: ବ୍ରହ୍ମପୁରର ଦମ୍ପତି ତପସ୍ୱିନୀ ଓ ଡାକ୍ତର ସୁମିତ ବିବାଦ ମାମଲା । କର୍ମକ୍ଷେତ୍ରରୁ ଆଉ ୧୫ ଦିନ ଛୁଟିରେ ରହିଲେ ଡାକ୍ତର ସୁମିତ୍ । ଗତକାଲି ଛୁଟି ସରିବା ପରେ ଆଜି ଆଉ ୧୫ ଦିନ ଛୁଟି ମାଗିଲେ ସୁମିତ୍ ।…

ଆମ ପାଇଁ ଗାଈ ମା ସମାନ, ଗୋଧନ ବିଷୟରେ ଆଲୋଚନା କଲେ କିଛି ଲୋକଙ୍କୁ ଅପରାଧ ଲାଗେ: ମୋଦୀ

ବାରଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଉତ୍ତର ପ୍ରଦେଶରେ ନିଜର ସଂସଦୀୟ କ୍ଷେତ୍ର ବାରଣାସୀରେ ଦୁଗ୍ଧ ଉତ୍ପାଦନକାରୀ ଅମୁଲ କମ୍ପାନୀର 'ବନାସ ଡାଏରୀ ସଙ୍କୁଲ' ପ୍ରକଳ୍ପର ଶିଳାନ୍ୟାସ୍ କରିଛନ୍ତି। ଏଥିସହ…