Browsing Category
Breaking News
ଚିତ୍ତରଞ୍ଜନ ମୃତ୍ୟୁ ରହସ୍ୟ: କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ରହସ୍ୟ ଏ ପର୍ଯ୍ୟନ୍ତ ଉନ୍ମୋଚନ…
କବାଡ଼ିଆରେ ପଡ଼ି ପଡ଼ି ଖତ ଖାଉଛି ଏକାଧିକ ୧୦୮ ଆମ୍ବୁଲାନ୍ସ, ଦେଖନ୍ତୁ ସ୍ୱତନ୍ତ୍ର ରିପୋର୍ଟ
ଓଡ଼ିଶା ଭାସ୍କର ବ୍ୟୁରୋ: ଗୋଟେ ପଟେ ରୋଗୀଙ୍କ ପାଖରେ ଠିକ୍ ସମୟରେ ଆମ୍ବୁଲାନ୍ସ ନ ପହଞ୍ଚି ପାରୁନଥିବା ବେଳେ ଅନ୍ୟପଟେ କବାଡ଼ିଆରେ ଏକାଧିକ ୧୦୮ ଆମ୍ବୁଲାନ୍ସ ପଡ଼ି ଖତ ଖାଉଛି । ଠିକ୍ ସମୟରେ ସେବା ନପାଇପାରି ରୋଗୀ…
ପୁଣିହେବ ଭାରତ-ପାକିସ୍ତାନ ମହାମୁକାବିଲା, ଜାଣନ୍ତୁ ମହିଳା ବିଶ୍ୱକପ୍ ର କଣ ରହିଛି ସିଡ୍ୟୁଲ୍
ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ଆସନ୍ତା ବର୍ଷ ହେବାକୁ ଥିବା ମହିଳା କ୍ରିକେଟ୍ ବିଶ୍ୱକପ୍ ର ସିଡ଼୍ୟୁଲ ଜାରି କରିଛି । ଏହି ଟୁର୍ଣ୍ଣାମେଣ୍ଟ ନ୍ୟୁଜିଲାଣ୍ଡର ମେଜବାନୀ ଠାରେ ହେବ । ସିଡ୍ୟୁଲ୍ ମୁତାବକ, ପୁଣିଥରେ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୧୮ ପଜିଟିଭ୍, ୨ ଜଣଙ୍କର ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…
ମାତ୍ର ୧୨ଟଙ୍କାରେ ପାଆନ୍ତୁ ବର୍ଷକର ବୀମା, ଜାଣନ୍ତୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରୁ ମିଳୁଥିବା ଲାଭ ସମ୍ପର୍କରେ
ନୂଆଦିଲ୍ଲୀ: ଆଜିକାଲି ବୀମା ପାଇବା କୌଣସି ଶସ୍ତା କିମ୍ବା ସହଜ କାମ ନୁହେଁ, ଏଥିରେ ଆପଣଙ୍କୁ ବର୍ଷକୁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । କୌଣସି ଦୁର୍ଘଟଣା ଘଟିବା ସମୟରେ ଦୁର୍ଘଟଣା ବୀମା ଖୁବ୍ କାମରେ…
ରୋହିତ-ବିରାଟଙ୍କ ମଧ୍ୟରୁ କିଏ ହେବ ଭବିଷ୍ୟତର ଲିଡର: ଟିମ୍ ଇଣ୍ଡିଆ ପ୍ରତିପକ୍ଷଙ୍କ ଆଗରେ କରିଚାଲିଥିବ ସରେଣ୍ଡର
ନୂଆଦିଲ୍ଲୀ: ବିରାଟ କୋହଲିଙ୍କୁ ଏକଦିବସୀୟ ଅଧିନାୟକ ପଦରୁ ହଟାଇବା ପରେ ବିଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି । ବର୍ତ୍ତମାନ ରୋହିତ ଶର୍ମା ଟି-୨୦, ଦିନିକିଆରେ ଅଧିନାୟକ ପଦ ସମ୍ଭାଳିବାକୁ ନେଇ ବିବାଦ ଉପୁଛି । ନିକଟରେ ଶେଷ…
ଟିକା ନେଇନଥିବା କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଦେବ ଗୁଗୁଲ! ରିପୋର୍ଟରେ ହେଲା ଦାବି, ଜାଣନ୍ତୁ କଣ ରହିଛି ସତ୍ୟାସତ୍ୟ
ୱାଶିଂଟନ୍: ଆଲ୍ଫାବେଟ୍ ଇଙ୍କ୍ (Alphabet Inc) ର କମ୍ପାନୀ ଗୁଗୁଲ୍ ନିଜର କର୍ମଚାରୀଙ୍କୁ ଚେତାଇଛି ଯେ, କୋଭିଡ୍ ନିୟମ ପାଳନ ନ କଲେ ସେମାନଙ୍କ ଦରମା କାଟି ଦିଆଯାଯିବ । ଆଉ କିଛି କ୍ଷେତ୍ରରେ ଚାକିରୀରୁ ବାହାର…
ଏମିତି କେତେଦିନ ତପସ୍ୱିନୀଙ୍କଠାରୁ ନିଜକୁ ଲୁଚାଇ ରଖିବେ ସୁମିତ, ୧୭ ତାରିଖରେ ପୁଣି ଖେଳିବେ କି ନୂଆ ଚାଲ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୦ ତାରିଖଠାରୁ ଡାକ୍ତର ସୁମିତ ସାହୁ ଫେରାର ହେବା ପରଠାରୁ ଏହି ଘଟଣାଟି ଏକପ୍ରକାର ବଢ଼ିବାରେ ଲାଗିଛି । ଫେରାର ହେବା ପରେ ସୁମିତ ବାଲିସିରାରେ ରହି ଘରଭଡ଼ା ଖୋଜୁଥିବା ତାଙ୍କ ଓକିଲ ସଫେଇ…
ବିବାହରେ ମା’-ବାପାଙ୍କ ଠାରୁ କନ୍ୟାକୁ ଦିଆଯାଇଥିବା ଗିଫ୍ଟ ଯୌତୁକ ନୂହେଁ: ହାଇକୋର୍ଟ
କୋଚି: କେରଳ ହାଇକୋର୍ଟ କହିଛନ୍ତି ଯେ ବିବାହ ସମୟରେ କନ୍ୟାକୁ ବାପାମାଆଙ୍କ ଠାରୁ ଦିଆଯାଇଥିବା ଉପହାରକୁ ଯୌତୁକ ନିଷେଧ ଅଧିନିୟମ, ୧୯୬୧ ଆଧାରରେ ଯୌତୁକ ବୋଲି ଧରାଯିବ ନାହିଁ । ସିଙ୍ଗଲ୍ ଜଜ୍ ବେଞ୍ଚ ଏକ ଆବେଦନ ଉପରେ…
ମାଡ଼ିଗଲା ଟ୍ରକ୍, ୩ ମୃତ
ଭଦ୍ରକ(ଓଡ଼ିଶା ଭାସ୍କର): ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି । ଏହି ଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସବାରଙ୍ଗ ଛକ ନିକଟରେ । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର…